Latest Odisha News

BREAKING NEWS

Browsing Category

ଫିଚର

ଏହି ସହରରେ ମରିବା ମନା

ନୂଆଦିଲ୍ଲୀ: ଜୀବନ ଅଛି ମାନେ ମୃତ୍ୟୁ ନିଶ୍ଚିତ । ତଥାପି ପୃଥିବୀରେ ଏ ଭଳି ଏକ ସହର ଅଛି ଯେଉଁଠାରେ ସରକାର ମୃତ୍ୟୁ ଉପରେ କଟକଣା ଲଗାଇଛନ୍ତି । ଯାହା ଫଳରେ ୭୦ ବର୍ଷ ହେବ ଏଠାରେ କାହାର ଅନ୍ତ୍ୟେଷ୍ଟି କ୍ରିୟା ହୋଇ ନାହିଁ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ନରୱେର ଉତରାଂଚଳରେ ଲାଙ୍ଗ…

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ମହାପ୍ରଭୁଙ୍କ ନିକଟରେ ଦୀପଦାନ କଲେ ବିଜୁ ଯୁବ ଜନତା ଦଳ

ପୁରୀ: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି। ବିଜେଡ଼ି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ…

ଖଣି ଖନନ ନେଇ ଜନଶୁଣାଣି: କସ୍ମିନ କାଳେ ସିଜିମାଳିକୁ ବେଦାନ୍ତ ହାତକୁ ଟେକି ଦେବୁନି ବୋଲି ଅଡି ବସିଲେ ଅଞ୍ଚଳବାସୀ

ରାୟଗଡା:ଜନଶୁଣାଣିକୁ ବିରୋଧ । ସିଜିମାଳି ବକ୍ସାଇଟ ଖଣି ପାଇଁ ପରିବେଶ ଜନ ଶୁଣାଣିରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ପ୍ରଭାବିତ ଲୋକେ ବେଦାନ୍ତ ସ୍ଥାନ ଛାଡି ଚାଲିଯିବା ପାଇଁ ନାରା ଦେଇଥିଲେ ।  ସିଜିମାଳିରେ ବେଦାନ୍ତ ଆଲୁମିନା କମ୍ପାନୀର ବକ୍ସାଇଟ ଖନନକୁ ନେଇ ସୁଙ୍ଗେର ଠାରେ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତ, ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର କଲେ ଅନୁଧ୍ୟାନ

ମୟୂରଭଞ୍ଜ: ଦିନିକିଆ ମୟୂରଭଞ୍ଜ ଗସ୍ତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନିଆରା ପ୍ରୟାସରେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଦୀର୍ଘ ଆଠ ମାସ ଧରି ବାରିପଦାସ୍ଥିତ ସଂସ୍କୃତି…

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ନେଇ ହେଲା ବିଧିବଦ୍ଧ ଘୋଷଣା

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଛି । ପୂର୍ବରୁ ଏହା ଘୋଷଣା କରାଯାଇଥିଲେ ମଧ୍ୟ ସୋମବାର ଏହାର ଔପଚାରିକତା ପୂରଣ କରାଯାଇଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ସମେତ ଅନ୍ୟ ୫ଟି କ୍ରୀଡା ସାମିଲ ହେବ ବୋଲି ଆଇଓସି ଅଧ୍ୟକ୍ଷ ଥମାସ ୱାକ ଘୋଷଣା…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବାଇଡେନଙ୍କ ୟୁ ଟର୍ଣ୍ଣ

ୱାଶିଂଟନ: ଜାରି ରହିଛି ଇସ୍ରାଏଲ-ହମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ। ଏନେଇ ଗାଜା ପଟ୍ଟି ଭିତରେ ପ୍ରବେଶ କରିଛି ଆଇଡିଏଫ । ଯାହାକୁ ନାପସନ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗାଜାକୁ କବଜା କରିବା ଇସ୍ରାଏଲର ଏକ ବଡ ଭୁଲ ବୋଲି କହି ଚେତାବନୀ ଦେଇଛନ୍ତି ବାଇଡେନ। ଆମେରିକାର…

ରାସ୍ତା ଉପରେ ଆଣ୍ଠେଇଲେ, ନିଜ କାନ ନିଜେ ମୋଡିଲେ, ଚାପୁଡା ଖାଇଲେ ‘ଗାଁ ସାଥୀ’

ଭୁବନେଶ୍ବର:ରାସ୍ତା ମଝିରେ ଧାରଣା ଦେଲେ । ଚପଲ ଖୋଲି ଆଣ୍ଠେଇ ବସିଲେ। ନିଜ କାନକୁ ନିଜେ ମୋଡିଲେ, ଚାପୁଡା ବି ଖାଇଲେ । ତା ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ।  ଦେଖିଲେ ତ ଲାଗୁଥିଲା ସତେ ଯେମିତି  କିଛି ଗୋଟାଏ ବଡ ଅପରାଧ କରିଛନ୍ତି ଏମାନେ ।…

ମାଇକେଲ ଭନଙ୍କୁ ସମାଲୋଚନା କରି ସେହ୍ୱାଗ କହିଲେ ୮ଥରରେ ଥରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଧିରେ ଧିରେ ରୋମାଂଚକର ପରିସ୍ଥିତି ସୃଷ୍ଟି କରୁଥିବାରୁ ଏବେ ପୂର୍ବତନ ଖେଳାଳିମାନଙ୍କ ବୟାନବାଜି ଆରମ୍ଭ ହୋଇଯାଇଛି । ଆଫଗାନିସ୍ତାନଠାରୁ ଇଂଲଣ୍ଡ ହାରିବା ପରେ ପୂର୍ବତନ ମାଇକେଲ ଭନ ତାଙ୍କ ଦଳ ସେମିଫାଇନାଲରେ ପ୍ରବେଶ କରିବ ବୋଲି ଟୁଇଟ କରିଥିଲେ । ଏହାର ଜବାବରେ…

ସୀମା ଟପୁଛି ଅତ୍ୟାଚାର: ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଓ ଯୌନ ହିଂସା ମାମଲା

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମୁସଲମାନ ଦେଶ ସୁଡାନରୁ ଏକ ଭୟଙ୍କର ଖବର ସାମ୍ନାକୁ ଆସିଛି। ଅର୍ଦ୍ଧ ସାମରିକ ବାହିନୀ ଶାସନ କ୍ଷମତା ଅକ୍ତିଆର କରିବା ପରେ ଅଶାନ୍ତ ହୋଇଛି ସୁଡାନ। ଏଠାରେ ବଢିଯାଇଛି ସଂଘର୍ଷ। ସୁଡାନରେ ବୃଦ୍ଧି ପାଇଛି ଦୁଷ୍କର୍ମ ଏବଂ ଯୌନ ହିଂସା ମାମଲା। ଏହା…

ଆଇଟି ଚଢଉବେଳେ ବାହାରିଲା ଅଚଳାଚଳ ସମ୍ପତ୍ତି: ୯୪ କୋଟି କ୍ୟାସ, ୮ କୋଟିର ହୀରା, ୩୦ ଦାମୀ ଗାଡି

ନୂଆଦିଲ୍ଲୀ: କର୍ଣ୍ଣାଟକ, ତେଲେଙ୍ଗାନା, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶରେ ୫୫ରୁ ଅଧିକ ସ୍ଥାନରେ ଠିକାଦାର ଏବଂ ରିଅଲ ଇଷ୍ଟେଟ ଡେଭଲପର୍ସଙ୍କ ଘରେ ଚାଲିଛି ଚଢଉ । ଏହି ଚଢାଉରେ ଆଇଟି ହାତରେ ଲାଗିଛି ୯୪ କୋଟିରୁ ଅଧିକ ଟଙ୍କାର ନଗଦ କ୍ୟାସ । ସିବିଡିଟି (Central Board of Direct Taxes)…