Latest Odisha News

BREAKING NEWS

Browsing Category

ଫିଚର

‘ଜଣେ ଅଭିଯୁକ୍ତର ମୃତ୍ୟୁରେ ଖୁସି, ଅନ୍ୟ ଜଣେ ଦଣ୍ଡିତ ହେବା ଦରକାର’, କାହାକୁ ଇସାରା କଲେ ମମିତାଙ୍କ ମା?

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଦଣ୍ଡିତ ହେବା ଦରକାର। ସେ ଏବେ ବୁଲୁଛନ୍ତି। ମମିତାଙ୍କ ମା ଆଜି ଏହା କହିଛନ୍ତି। ସଂପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନି ସିବିଆଇ ଏହି ମାମଲାର ତଦନ୍ତ କଲେ ସଂପୃକ୍ତ ଅଭିଯୁକ୍ତ ଦଣ୍ଡିତ…

ସୁନ୍ଦରଗଡ: ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମାଆ, ଝିଅଙ୍କ ଘଟଣା, ଥାନାକୁ ପଠାଗଲା ଫଟୋ

ସୁନ୍ଦରଗଡ: ସୁନ୍ଦରଗଡ ରାସ୍ତାରେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା-ଝିଅଙ୍କ ଘଟଣା ଏବେ ଚର୍ଚ୍ଚାରେ। ସ୍ବାମୀର ମୃତ୍ୟୁ ପରେ କିଭଳି ତାଙ୍କ ଦିଅର ତାଙ୍କୁ ଓ ଝିଆରିଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା ଚିକିତ୍ସାଧୀନ ଅବସ୍ଥାରେ ପୋଲିସକୁ ସେହି କାଳ କାହାଣୀ କହିଥିବା ସୂଚନା ରହିଛି।…

ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି

ପୁରୀ: ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀମାନଙ୍କର ରାଜ୍ୟସ୍ତରୀୟ କନଭେନସନ ସ୍ଥାନୀୟ ବଳ ଗଣ୍ଡି ସ୍ଥିତ ଜାନକୀ ରେସିଡେନ୍ସି ହଲରେ ଅନୁଷ୍ଠିତ ହୋଇଯାଇଛି। ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ସାରା…

କେନ୍ଦ୍ରାପଡାରେ ଲାଞ୍ଚ ମାଗି ଫସିଗଲା ପୋଲିସ! ଅଟକ ରଖିଦେଲେ ଚାଷୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଲିସ କର୍ମଚାରୀମାନେ ଚାଷୀଙ୍କଠାରୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କନିପାଳ ଗାଁରେ ରବିବାର ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୨ ତାରିଖରେ ଓଡ଼ିଶା ବିଧାନସଭା ନିକଟରେ…

ବୋମିଖାଲ ବ୍ରିଜ ନିର୍ମାଣ ଅବଧିକୁ ଦେଖିଲେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ନିର୍ବାଚନୀ ଲଲିପପ୍: ବିଜେପି

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେପି ସନ୍ଦେହ ପ୍ରକାଶ କରିଛି। ରାଜଧାନୀରେ ରାଜ୍ୟ ସରକାର ତିଆରି କରିଥିବା ବୋମିଖାଲ ଓଭରବ୍ରିଜ ନିର୍ମାଣ ସମୟର ଅବଧି କଥାକୁ ମନେ ପକାଇ ବିରୋଧୀ ବିଜେପି କହିଛି ରାଜ୍ୟ ସରକାର …

ଅକ୍ଟୋବର ୧୦ରୁ ବସ ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବସ୍ ମାଲିକମାନେ ଅକ୍ଟୋବର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଥିବାରୁ ଓଡ଼ିଶାକୁ ଘୋର ଯାତାୟତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଲକ୍ଷ୍ମୀ ଯୋଜନାରେ ଶସ୍ତା ପରିବହନ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଯାହାକୁ…

ଶେଷ ହେଲା ହାଙ୍ଗଝୋଉ ଏସିଆନ ଗେମ୍ସ, ଏଥର ନାଗୋୟାରେ ଭେଟ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସ ୨୦୨୨ ଆଜି ବିଧିବଦ୍ଧ ଭାବେ ଶେଷ ହୋଇଛି । ଅଲିମ୍ପିକ ସ୍ପୋର୍ଟ୍ସ ସେଂଟର ଷ୍ଟାଡିୟମରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା । ୭୨ ବର୍ଷ ଏସିଆନ ଗେମ୍ସ ଇତିହାସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୧୯ତମ ସଂସ୍କରଣରେ ଭାରତ ପ୍ରଥମ ଥର…

କଟକରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ କରାଯିବନି ଗ୍ରାଉଣ୍ଡ ରେଣ୍ଟ ଆଦାୟ

କଟକ: ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ…

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ: ଶାନ୍ତି ପ୍ରତିଷ୍ଠା ହେବା ନେଇ ବାଲୁକାକଳାରେ ବାର୍ତ୍ତା

ପୁରୀ: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଗୋଟିଏ ପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଶହରୁ ଅଧିକ…