Latest Odisha News

BREAKING NEWS

Browsing Category

ଫିଚର

ଏଣିକି ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି

ଭୁବନେଶ୍ୱର: ଏଣିକି ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ଗୃହ ଯୋଜନାର ହିତାଧିକାରୀମାନେ କିପରି ସୁରୁଖୁରୁରେ ନିଜର ଘର ନିର୍ମାଣ କରିପାରିବେ ସେଥିଲାଗି ରାଜ୍ୟ ସରକାର ମାଗଣାରେ ସେମାନଙ୍କୁ ବାଲି ଯୋଗାଇବାକୁ ନିଷ୍ପତ୍ତି…

ପଛୁଆ ବର୍ଗ ଆୟୋଗଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଖଣ୍ଡାୟତ ସମେତ ଏହି ୧୩ ଜାତିକୁ ସାମିଲ…

ଭୁବନେଶ୍ୱର: ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି କରିଛନ୍ତି। ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା…

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓଦମନ ସରିବ: ଡିଜିପି

ଭୁବନେଶ୍ବର: ଓଡ଼ିଶାରୁ ମାଓ ନିପାତ ଯୋଜନା ଚାଲିଥିବା ବେଳେ କନ୍ଧମାଳରୁ ଅପରେସନ୍‌ ଆରମ୍ଭ ହେବ। ଏଥିପାଇଁ କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ। ଓଡ଼ିଶା ପୋଲିସ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା…

୬୮.୮୫ ଲକ୍ଷ ହେରଫେର ଅଭିଯୋଗ; ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣୀ ଗିରଫ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ-ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣୀ ମନୋରଞ୍ଜନ ସାହୁ ୬୮.୮୫ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଗତ ଦୁଇ ବର୍ଷ ଧରି…

SI exam scam: ପୋଲିସ SI ପରୀକ୍ଷା କେଳେଙ୍କାରୀ; ୪ ଜଣଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ଚାରି ଜଣଙ୍କୁ ପଚରାଉଚରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ସୂତ୍ର ଅନୁଯାୟୀ ୧୦ ଜଣଙ୍କୁ ସମନ କରାଯାଇଥିଲା, କିନ୍ତୁ ମାତ୍ର ଚାରି ଜଣ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇଥିଲେ।…

New Labour Codes: ବର୍ଷେ ଚାକିରି ପରେ ଗ୍ରାଚ୍ୟୁଟି, କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଧ୍ୟତାମୂଳକ…

ନୂଆଦିଲ୍ଲୀ: ସରକାର ଶୁକ୍ରବାର ଏକ ଐତିହାସିକ ନିଷ୍ପତ୍ତି ନେଇ ଚାରୋଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ଏହି ସଂହିତା ୨୯ ପୁରୁଣା ଶ୍ରମ ଆଇନକୁ ସରଳ ଏବଂ ଏକୀକୃତ କରିଛି। ଏହି ପ୍ରମୁଖ ପରିବର୍ତ୍ତନ ଗିଗ୍ କର୍ମଚାରୀ (ସ୍ୱଳ୍ପକାଳୀନ ଚୁକ୍ତିନାମାରେ କାମ କରୁଥିବା)ଙ୍କୁ ସାମାଜିକ…

ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ ଘର; ଜାଣନ୍ତୁ କେତେ ରହିଛି ଦାମ…

ଭୁବନେଶ୍ୱର: ଭୁବନେଶ୍ୱରରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇବା ପାଇଁ ଓଡ଼ିଶା ସରକାର ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଭୁବନେଶ୍ୱରରେ ବଢୁଥିବା…

ରାଜ୍ୟର ୩୪ ଲକ୍ଷ ୧୨ ହଜାର ଚାଷୀ ପାଇଲେ ପିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର: କୃଷି ବିଭାଗ ପଦ ସମ୍ଭାଳିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବୁଧବାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ୬୮୨.୫୨ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଯାହାଦ୍ଵାରା ଓଡ଼ିଶାର ୩୪,୧୨,୦୦୦ଚାଷୀ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ…

International Men’s Day: ପୁରୁଷଙ୍କ ପାଇଁ ଦିନଟିଏ… ପୁରୁଷ ଦିବସ ପାଳିବାକୁ କିଏ ରଖିଥିଲେ ମତ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୧୯ ନଭେମ୍ବର ୨୦୨୨ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟ ପୁରୁଷ ଦିବସ ବାଳକ ଓ ପୁରୁଷ, ସଂଘ, ସମାଜ, ସମ୍ପ୍ରଦାୟ,…

ସାବଧାନ! ହ୍ୱାଟସଆପରେ ବ୍ଲାକମେଲ୍‌ର ଶିକାର ହେଉଥିଲେ ତୁରନ୍ତ ଗ୍ରହଣ କରନ୍ତୁ ଏପରି ପଦକ୍ଷେପ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନୂଆ ଜିନିଷ ଶିଖୁଥିବା ଏବଂ ପ୍ରଗତି କରୁଥିବା ବେଳେ, ଅନେକ ଏହାର ଅପବ୍ୟବହାର ମଧ୍ୟ କରୁଛନ୍ତି। ଯେତେବେଳେ ଲୋକମାନେ କାହା ସହିତ କଥା ହେବାକୁ ଚାହାଁନ୍ତି, ସେମାନେ ତୁରନ୍ତ ହ୍ୱାଟ୍ସଆପ୍ ଖୋଲି ଏକ ମେସେଜ୍ ପଠାନ୍ତି।…