Latest Odisha News

BREAKING NEWS

Browsing Category

ଫିଚର

କାହିଁକି ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ଟାଇଟଲ?

ମୁମ୍ଵାଇ: ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ 'ଲାପତା ଲେଡିଜ୍'ର ନାଁ। ଅମୀର ଖାନ ଏବଂ କିରଣ ରାଓଙ୍କ ପ୍ରଶଂସିତ ଚଳଚ୍ଚିତ୍ର ଲାପତା ଲେଡିଜ୍ ର ଟାଇଟଲ ପରିବର୍ତ୍ତନ ହୋଇଛି। 'ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ' କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ଆୱାର୍ଡ…

ବିଦେଶରେ ରାଜ୍ କରୁଛି ଭାରତରେ ନିର୍ମିତ ଆଇଫୋନ୍, ବଜାରରେ ବଢିଛି ଆପଲ୍ କ୍ରେଜ୍

ଆପଲ୍ ଆଇଫୋନ୍ ପାଇଁ କ୍ରେଜ୍ ଏପରି ଯେ ନୂଆ ଆଇଫୋନ୍ ଆସିବା ମାତ୍ରେ ଲୋକମାନେ ଫୋନ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୁଅନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ଯେ ଆପଲ୍ ସ୍ମାର୍ଟଫୋନ୍ ରପ୍ତାନୀର ପୂର୍ବ ରେକର୍ଡଗୁଡିକ ଭାଙ୍ଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସ…

ଏହି ଦେଶରେ ପାଳନ କରନ୍ତି ଚନ୍ଦାପଣ ଉତ୍ସବ…

ସେ ନାରୀ ହେଉ କିମ୍ବା ପୁରୁଷ, କେଶ ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟ ବଢାଏ। କେଶ ଝଡିବା ପ୍ରାୟତଃ ଲୋକଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ, କିନ୍ତୁ କିଛି ଲୋକ ଏହାର ସମ୍ପୂର୍ଣ୍ଣ ବିପରୀତ ଭାବନ୍ତି। କେଶ ନଥିବାକୁ ଏକ ଷ୍ଟାଇଲ ଷ୍ଟେଟମେଣ୍ଟ ଭାବରେ ଗ୍ରହଣ କରୁଛନ୍ତି। ଏପରି ଏକ ଦେଶ ଅଛି ଯେଉଁଠାରେ…

କାହିଁକି ବଢୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ?

ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ପର୍ବତ ବୋଲି କୁହାଯାଏ। ଯାହାକୁ ଅନେକ ଲୋକ ଆରୋହଣ କରିବାକୁ ସ୍ୱପ୍ନ ଦେଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରତିବର୍ଷ ବଢୁଛି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହାର କାରଣ କଣ.. ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବୃଦ୍ଧି…

ଆମେରିକାରେ ଟ୍ରମ୍ପ ଆସିବା ପରେ ଦୁର୍ବଳ ହେଉଛି ଭାରତର ଟଙ୍କା!

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେଉଛି ଟଙ୍କା। ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ପରଠୁ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଭାରତୀୟ ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ…

ଭେଜାଲ ଖାଦ୍ୟ ବିକ୍ରି କରି ଧରାପଡୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି କେଉଁ ଦଣ୍ଡ? କଣ କହୁଛି ଆଇନ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ମସଲା, କ୍ଷୀର, ଘିଅ, ତେଲ, ସବୁକିଛି ଭେଜାଲ। ତେବେ ଯେଉଁ ବ୍ୟକ୍ତି ଏହି ସବୁ କାରବାର କରନ୍ତି ତାଙ୍କୁ କେଉଁ ଦଣ୍ଡ ଦିଆଯାଏ? ଏଥିପାଇଁ କଣ ରହିଛି ଆଇନ ? ଭାରତୀୟ ନିୟମ…

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଦୁନିଆର ସବୁଠୁ ଲମ୍ବା କୁର୍ତ୍ତା, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: କୌଣସି ପର୍ରବପାର୍ବଣୀରେ ଲୋକମାନେ ନିଶ୍ଚିତ ଭାବରେ କୁର୍ତ୍ତା ପିନ୍ଧନ୍ତି। କିନ୍ତୁ, ଆମେ ଆଜି ଯେଉଁ କୁର୍ତ୍ତା ବିଷୟରେ କହୁଛୁ ୧୦ ଜଣଙ୍କୁ ଏକାଠି ଛାଡିଦେଲେ ମଧ୍ୟ ଜଣେ ବ୍ୟକ୍ତି ପିନ୍ଧି ପାରିବେ ନାହିଁ। ଯଦି ଗ୍ରେଟ୍ ଖାଲିଙ୍କୁ ଏହି କୁର୍ତ୍ତା ପିନ୍ଧିବାକୁ ଦିଆଯାଏ, ତେବେ…

କେଉଁ ବୟସର ଲୋକେ ଅଧିକ ଟାଣନ୍ତି ସିଗାରେଟ୍?

ଧୂମପାନ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ନିଏ। ଏହା କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ସମାଜ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଧୂମପାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ଜାଣିବା ସତ୍ତ୍ୱେ ଅନେକ ଲୋକ ସିଗାରେଟ ଟାଣନ୍ତି। ଏପରି ପରିସ୍ଥିତିରେ, ଆପଣ ଜାଣନ୍ତି କି କେଉଁ…

ପରିବର୍ତ୍ତନ ହୁଏ କି ତାଜମହଲ ରଙ୍ଗ? ଜାଣନ୍ତୁ କିଛି ଜଣାଅଜଣା କଥା..

ନୂଆଦିଲ୍ଲୀ: ବିଶ୍ବର ଆଶ୍ଚର୍ଯ୍ୟ କିର୍ତ୍ତି ମଧ୍ୟରୁ ଅନ୍ୟତମ ତାଜମହଲ। ଧଳା ପଥରରେ ନିର୍ମିତ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ବିଭୋର କରିଦିଏ ଦେଖଣାହାରୀଙ୍କ ମନ। ମୋଗଲ ବାଦଶାହା ଶାହାଜାହାନ ପତ୍ନୀ ମୁମତାଜଙ୍କ ସ୍ମୃତିରେ ବନାଇଛନ୍ତି ତାଜମହଲ। ଯମୁନା ନଦୀ କୂଳରେ ଥିବା ତାଜମହଲକୁ ନେଇ ଆପଣ ବହୁତ…

ଅପବ୍ୟବହାର ହେଉଛି କି ଆପଣଙ୍କ ଆଧାର ନମ୍ବର, କେମିତି ରଖିବେ ସୁରକ୍ଷିତ?

ନୂଆଦିଲ୍ଲୀ: ଏବେ ସବୁ କ୍ଷେତ୍ରରେ ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ନଥିଲେ ଆପଣ କୌଣସି କାରବାର କିମ୍ବା ଋଣ ପରି ବ୍ୟାଙ୍କିଂ ସୁବିଧାଦି ପାଇବା ଖୁବ୍ କଷ୍ଟ। ମୋଟାମୋଟି ଭାବେ କହିଲେ ଏବେ କୌଣସି କାରବାର ଆଧାର କାର୍ଡ ବିନା ଅସମ୍ଭବ।…