Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ କାହିଁକି ପାଳିତ ହୁଏ ‘ବିଶ୍ବ ନିମୋନିଆ ଦିବସ’, କ’ଣ ଏହାର ଇତିହାସ ଓ ଥିମ୍

ଭୁବନେଶ୍ବର: ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୁଏ ବିଶ୍ବ ନିମୋନିଆ ଦିବସ। ଏହି ଦିନ ନିମୋନିଆ ସମ୍ପର୍କିତ ସଚେତନତା କରାଯାଇଥାଏ। ଏହା ଶିଶୁ ଏବଂ ବୟସ୍କମାନଙ୍କୁ ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ। ଏହା ଏକ ସଂକ୍ରାମକ ରୋଗ। ଏହି ରୋଗରେ ସଂକ୍ରମଣ କାରଣରୁ ଶିଶୁ ଓ ବୟସ୍କମାନେ ବହୁତ କଷ୍ଟ…

ବିନା ହୃଦପିଣ୍ଡରେ କିପରି ବଞ୍ଚନ୍ତି ଏହି ପ୍ରାଣୀ ?

ଆମେ ସମସ୍ତେ ଜାଣୁ ଯେ ହୃଦୟ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରେ ରକ୍ତ ପମ୍ପ ଭଳି କାମ କରିଥାଏ ଏବଂ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ବିତରଣ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ପ୍ରାଣୀ ଅଛନ୍ତି ଯାହାର ହୃଦପିଣ୍ଡ ନାହିଁ। ତଥାପି ସେମାନେ…

ଗଧ କ୍ଷୀର କାହିଁକି ଏତେ ମହଙ୍ଗା, କେଉଁ ରାଜ୍ୟର ଲୋକେ ଅଧିକ କରନ୍ତି ବ୍ୟବସାୟ?

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କ୍ଷୀରରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ ବି ଏବଂ ଭିଟାମିନ୍ ଡି ଭଳି ପୋଷକ ତତ୍ତ୍ୱ ଥାଏ। ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ମନରେ ଅଲଗା ଧାରଣା ସୃଷ୍ଟି ହୁଏ।…

ବଜାରରୁ ଆଣୁଥିବା କ୍ଷୀର ଶୁଦ୍ଧ ନା ମିଶ୍ରିତ: ମାତ୍ର ୧୦ ସେକେଣ୍ଡରେ ଚିହ୍ନଟ କରିବ ମିଲ୍କ୍ କିଟ୍

ନୂଆଦିଲ୍ଲୀ: ଆଜିକାଲି ସବୁ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ଅଧିକାଂଷ କ୍ଷୀରରେ ଏହି ଅପମିଶ୍ରଣ ହେଉଛି। ପୂର୍ବରୁ ଏଥିରେ କେବଳ ଜଳ ମିଶାଯାଉଥିଲା, କିନ୍ତୁ ବର୍ତ୍ତମାନ କିଛି ଲୋକ ଏଥିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଶାଇବା ଆରମ୍ଭ…

ଅଲ୍ଲୁ ଅର୍ଜୁନଙ୍କ ସହ ଠୁମକା ଲଗାଉଛନ୍ତି ଶ୍ରୀଲିଲା, ରିଲିଜ୍ ହେଲା ପୋଷ୍ଟର

ହାଇଦ୍ରାବାଦ: ଗୁଣ୍ଟୁର କରାମ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଲିଲା ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨: ଦି ରୁଲ'ରେ କେମିଓ କରୁଛନ୍ତି। ନିର୍ମାତାମାନେ 'ପୁଷ୍ପା : ଦି ରୁଲ'ର ଏକ ସ୍ପେଶିଆଲ ସଂଗୀତ ମାଧ୍ୟମରେ ଶ୍ରୀଲିଲା ଦର୍ଶକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି। ଯାହାର ଡ୍ୟାନ୍ସ ଫୋଟ…

ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ପୁଅର ଜଲୱା: ଟପ୍-୧୫ରେ ଜ୍ୟୋତି ପ୍ରକାଶ ଓଝା

କଟକ: ଇଣ୍ଡିଆନ ଆଇଡଲ୍‌ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍‌ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା…

ଆପଣଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବ ଏହି ୫ ଟି ବ୍ୟାୟାମ, ବଜାୟ ରହିବ ବ୍ରେନ ସ୍ୱାସ୍ଥ୍ୟ

ଆମର ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମସ୍ତିଷ୍କ ଆମକୁ ଚିନ୍ତା କରିବା, ବୁଝିବା ଏବଂ ନିଷ୍ପତ୍ତି ନେବା ପାଇଁ ଶକ୍ତି ପ୍ରଦାନ କରେ। କେବଳ ଏତିକି ନୁହେଁ ମସ୍ତିଷ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦଘାତ, ହଜମ ପ୍ରକ୍ରିୟା, ହାତ ଏବଂ…

ସୂର୍ଯ୍ୟ କିରଣରୁ ମିଳେ ଭିଟାମିନ୍ ‘ଡି’, କିନ୍ତୁ କିପରି ଏବଂ କେଉଁ ସମୟରେ ?

ଶରୀରର ସଠିକ୍ କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ଭିଟାମିନ୍ ଆବଶ୍ୟକ। ଏଥିରେ ଭିଟାମିନ୍ ଡି ମଧ୍ୟ ଅନ୍ତର୍ଭୁକ୍ତ। ଭିଟାମିନ୍ ଡି କ୍ୟାଲସିୟମ୍ ଏବଂ ଫସଫରସ୍ ଅବଶୋଷଣରେ ସାହାଯ୍ୟ କରେ, ଯାହା ହାଡକୁ ମଜବୁତ କରିଥାଏ। ଏହା ମନୋବଳକୁ ଉନ୍ନତ କରିବାରେ ଏବଂ ଉଦାସୀନତାର ଆଶଙ୍କା ହ୍ରାସ କରିବାରେ…

୧୭ ବର୍ଷ ପରେ ଚମକିଲା ଭାଗ୍ୟ, କ୍ୟାରିୟରର ସବୁଠୁ ବଡ ସଫଳତା ଫିଲ୍ମ ‘ଭୁଲ ଭୁଲୈୟାଁ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଭୁଲ ଭୁଲୈୟା-୩ ବକ୍ସ ଅଫିସରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛି। ଭୟଙ୍କର କମେଡି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। କାର୍ତ୍ତିକଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଏବଂ ତ୍ରୁପ୍ତି ଡିମ୍ରି ମଧ୍ୟ ଅଭିନୟ…

ଏଣିକି ସ୍ତନ କର୍କଟକୁ ଚିହ୍ନଟ କରିବ ଜେନେଟିକ୍ ମଡେଲ୍, ଜାଣନ୍ତୁ ଏହାର ବିଶେଷତ୍ଵ..

ସ୍ତନ କର୍କଟ ହେଉଛି ମହିଳାମାନଙ୍କ ମଧ୍ୟରେ ବହୁଳ ଭାବେରେ ଦେଖିବାକୁ ମିଳୁଛି। ଏହା ବର୍ତ୍ତମାନ ସାଧାରଣ ପ୍ରକାରର କର୍କଟରେ ଅନ୍ତର୍ଭୁକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ପ୍ରତିବର୍ଷ ୨.୩ ନିୟୁତ ନୂଆ ରୋଗ ହେଉଥିବା ଜଣାଯାଇଛି। ଏହି କାରଣରୁ ଅନେକ ମହିଳା ପ୍ରାଣ ହରାନ୍ତି। ତଥାପି,…