Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ତ୍ରିଶୁଳିଆ ବ୍ରିଜରେ ଜଳିଗଲା ସ୍କୁଟି

କଟକ: କଟକସ୍ଥିତ ତ୍ରିଶୁଳିଆ ବ୍ରିଜରେ ଶନିବାର ସକାଳେ ଏକ ବୈଦ୍ୟୁତିକ ସ୍କୁଟରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ସୂଚନାନୁସାରେ, ଗାଡି ଚାଳକ ଜଣକ କଟକ ଅଭିମୁଖେ ଯାଉଥିବା ବେଳେ ଏହି ବୈଦ୍ୟୁତିକ ଯାନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା ଖବର ପାଇ ଅଗ୍ନିଶମ ବିଭାଗର…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ସାଇବର ଠକେଇ ମାମଲାରେ ବଡ଼ ଆକ୍ସନ: ୧୭ ହଜାର ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ଓ ସାଇବର୍‌ ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଡିଜିଟାଲ ଗିରଫ ଠକେଇ ଉପରେ କଟକଣା ଜାରି କରି ଗୃହ ମନ୍ତ୍ରଣାଳୟ (MHA) ୧୭ ହଜାରରୁ ଅଧିକ ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ କରିଛି। ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍…

କୃତ୍ରିମ ବର୍ଷା କ’ଣ, ଏଥିପାଇଁ କେତେ ଖର୍ଚ୍ଚ ହୁଏ? ଜାଣନ୍ତୁ ଏହାର ପର୍ଯ୍ୟାୟ…

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀକୁ ଏକ ଗ୍ୟାସ ଚାମ୍ବର କୁହାଯାଉଛି। ଏହା କହିବା ଭୁଲ ନୁହେଁ। କାରଣ ରାଜଧାନୀରେ ବାୟୁର ଗୁଣବତ୍ତା ସାଙ୍ଘାତିକ ହେବାରେ ଲାଗିଛି। ମଙ୍ଗଳବାର ସକାଳ ୭ ଟାରେ ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ରୁ ଅଧିକ ରେକର୍ଡ କରାଯାଇଛି। ଦିଲ୍ଲୀର…

କେଉଁଠାରେ ବିକ୍ରି ହୁଏ ମାଆ କ୍ଷୀର, କାହିଁକି ରହିଛି ବ୍ରେଷ୍ଟ ମିଲ୍କର ଚାହିଦା ?

ନୂଆଦିଲ୍ଲୀ: ମାଆ କ୍ଷୀର ପ୍ରତି ଶିଶୁ ପାଇଁ ବହୁତ ପୁଷ୍ଟିକର ଖାଦ୍ୟ। ନବଜାତ କିମ୍ବା ଛୋଟ ପିଲା ମାଆ କ୍ଷୀର ପିଇଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ। ସଂକ୍ରମଣ ହେବାର ବିପଦ କମ ହୋଇଥାଏ ଏବଂ ଶିଶୁର ଶାରୀରିକ ବୃଦ୍ଧି ମଧ୍ୟ ଘଟିଥାଏ। ଗତ କିଛି ଦଶନ୍ଧିରେ ଦେଶ ଦୁନିଆରେ…

ବିବାଦ ମଧ୍ୟରେ ନୟନତାରାଙ୍କୁ ମିଳିଲା ଜାହ୍ନବୀ କପୁରଙ୍କ ସମର୍ଥନ

ମୁମ୍ବାଇ: ଗତକିଛି ଦିନ ହେବ ନୟନତାରା-ଧନୁଷଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଉଣ୍ଡ୍ ଫେରି ଟେଲ୍' ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ…

ରିଭର୍ସ ଏଜିଂ କଣ ? ସତରେ କଣ ଫେରିଆସେ କି ବୃଦ୍ଧାବସ୍ଥାରୁ ଯୌବନ ଅବସ୍ଥା…

ଆମେ ସମସ୍ତେ ବାର୍ଦ୍ଧକ୍ୟ ପ୍ରକ୍ରିୟା ଦେଇ ଗତି କରୁ। ସମୟ ସହିତ ଆମର ଚର୍ମ ଢିଲା ହୋଇଯାଏ, କେଶ ଧୂସର ହୋଇଯାଏ ଏବଂ ଆମର ଶାରୀରିକ ଦକ୍ଷତା ହ୍ରାସ ହୁଏ। କିନ୍ତୁ ଆପଣ ଜାଣନ୍ତି କି ବୈଜ୍ଞାନିକମାନେ ବର୍ତ୍ତମାନ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଓଲଟାଇବାକୁ କାର୍ଯ୍ୟ କରୁଛନ୍ତି। ହଁ, ଏହା ସତ!…

ଟ୍ରମ୍ପଙ୍କୁ ସମର୍ଥନ କରି ଅଡୁଆରେ ମସ୍କ, ଏକ୍ସ ଛାଡି ଏହି ସବୁ ପ୍ଲାଟଫର୍ମ ଆଡକୁ ମୁହାଁଉଛନ୍ତି ୟୁଜର୍ସ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଆଉ କିଛି ଦିନ ପରେ ଶପଥ ନେବେ ଟ୍ରମ୍ପ। ଏଥିରେ ଆମେରିକୀୟ ବ୍ୟବସାୟୀ ଏଲୋନ୍ ମସ୍କଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ନିର୍ବାଚନ ପ୍ରଚାର ସମୟରେ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। କିନ୍ତୁ ଏହି…