Latest Odisha News

BREAKING NEWS

Browsing Category

ଫିଚର

ଇନଷ୍ଟା-ଫେସବୁକରେ କରିପାରିବେନି ଲାଇଭ୍ ଆତ୍ମହତ୍ୟା, ଉଦ୍ୟମ ପଣ୍ଡ କରିବ ମେଟାର ନୂତନ ଟେକ୍ନୋଲୋଜି

ଆପଣ ଜାଣନ୍ତି କି ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲୋକଙ୍କ ଜୀବନ ରକ୍ଷା କରୁଛି? ସେମାନଙ୍କର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଅଧୀନରେ କାମ କରେ, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଉପରେ ଆଧାରିତ। ଏହାର ସାହାଯ୍ୟରେ ମେଟା…

କେବଳ ଭାରତରେ ନୁହେଁ ବରଂ ଏହି ସବୁ ଦେଶରେ ମଧ୍ୟ ଚାଲେ ଭାରତୀୟ ମୁଦ୍ରା…

ନୂଆଦିଲ୍ଲୀ: ସାଧାରଣ ଭାବେ ବିଦେଶକୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ। କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା ରୁପି (Rupee) କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଚାଲିଥାଏ। ଭାରତ ବ୍ୟତୀତ ଏମିତି କିଛି ଦେଶ ଅଛି ଯେଉଁଠାରେ ଟଙ୍କାର ପ୍ରଚଳନ ଏବେ ବି ଜାରି…

ଚର୍ଚ୍ଚାରେ ମଇଁଷି ‘ଅନମୋଲ’, ଦିନକୁ ଖାଉଛି ୨୦ଟି ଅଣ୍ଡା: ଦାମ ଶୁଣି ଉଡିଯିବ ହୋଶ

ନୂଆଦିଲ୍ଲୀ: ମଇଁଷିର ଓଜନ ୧୫୦୦ କିଲୋଗ୍ରାମ। ଦିନକୁ ଖାଉଛି ୨୦ଟି ଅଣ୍ଡା। ଚର୍ଚ୍ଚାରେ ପୁଷ୍କର ମେଳାକୁ ଆସିଥିବା ଅଣ୍ଡିରା ମଇଁଷି ଅନମୋଲ। ମଇଁଷିର ମୂଲ୍ୟ ୨୩ କୋଟି ଟଙ୍କା। ହରିୟାଣାରୁ ଆସିଥିବା ଏହି ମଇଁଷି ବର୍ତ୍ତମାନ ପୁଷ୍କକର ମେଳା ଓ ମୀରଟରେ ହେଉଥିବା ସର୍ବଭାରତୀୟ କୃଷକ ମେଳାରେ…

ରାପର ବାଦଶାହଙ୍କ ବଢିଲା ଅଡୁଆ: ଗାୟକଙ୍କ ବିରୋଧରେ ଏତଲା

ମୁମ୍ବାଇ: ରାପର ବାଦଶାହଙ୍କ ବଢିଲା ଅଡୁଆ। ଲୋକପ୍ରିୟ ରାପର ତଥା ଗାୟକ ବାଦଶାହଙ୍କ ବିରୋଧରେ ଏତଲା। ଆଇନଗତ ଚୁକ୍ତିନାମାକୁ ସମ୍ମାନ ନକରିବା ଅଭିଯୋଗରେ ଏକ ମିଡିଆ କମ୍ପାନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। କମ୍ପାନୀ ଦାବି କରିଛି ଯେ 'ବାବଲା' ନାମକ ଟ୍ରାକର ନିର୍ମାଣ ଏବଂ ପଦୋନ୍ନତି ସହ…

ଥିଏଟରରେ ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’

ମୁମ୍ବାଇ: ଆଜି ଥିଏଟରକୁ ଆସୁଛି ଏକତା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଫିଲ୍ମର କାହାଣୀ ୨୦୦୨ ମସିହାର ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମେସି, ରାଶି ଖନ୍ନା ଓ ରିଦ୍ଧି ଡୋଗରା। ସେହି ଅଗ୍ନିକାଣ୍ଡର ବାସ୍ତବତାକୁ…

କେଉଁ ଆପ୍ ଅଧିକ ସୁରକ୍ଷିତ ଏବଂ ଗୋପନୀୟ ?

ସମଗ୍ର ବିଶ୍ୱରେ ମେସେଜିଂ ଆପ୍ ଦୃଷ୍ଟିରୁ ହ୍ୱାଟସ୍ ଆପ୍ ଏକ ବଡ଼ ସ୍ଥିତି ହାସଲ କରିଛି। ସମଗ୍ର ବିଶ୍ୱରେ ପ୍ରାୟ ୨.୯ ବିଲିୟନ ଲୋକ ଏହା ମାଧ୍ୟମରେ ଯୋଗାଯୋଗ କରନ୍ତି। ଏହାର ସହଜ-ବ୍ୟବହାର ଇଣ୍ଟରଫେସ୍, ଗ୍ରୁପ୍ ଚାଟ୍ ଏବଂ ମିଡିଆ ଅଂଶୀଦାର ସୁବିଧା ଏହାକୁ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ…

କାହିଁକି ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ଟାଇଟଲ?

ମୁମ୍ଵାଇ: ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ 'ଲାପତା ଲେଡିଜ୍'ର ନାଁ। ଅମୀର ଖାନ ଏବଂ କିରଣ ରାଓଙ୍କ ପ୍ରଶଂସିତ ଚଳଚ୍ଚିତ୍ର ଲାପତା ଲେଡିଜ୍ ର ଟାଇଟଲ ପରିବର୍ତ୍ତନ ହୋଇଛି। 'ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ' କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ଆୱାର୍ଡ…

ବିଦେଶରେ ରାଜ୍ କରୁଛି ଭାରତରେ ନିର୍ମିତ ଆଇଫୋନ୍, ବଜାରରେ ବଢିଛି ଆପଲ୍ କ୍ରେଜ୍

ଆପଲ୍ ଆଇଫୋନ୍ ପାଇଁ କ୍ରେଜ୍ ଏପରି ଯେ ନୂଆ ଆଇଫୋନ୍ ଆସିବା ମାତ୍ରେ ଲୋକମାନେ ଫୋନ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୁଅନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ଯେ ଆପଲ୍ ସ୍ମାର୍ଟଫୋନ୍ ରପ୍ତାନୀର ପୂର୍ବ ରେକର୍ଡଗୁଡିକ ଭାଙ୍ଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସ…

ଏହି ଦେଶରେ ପାଳନ କରନ୍ତି ଚନ୍ଦାପଣ ଉତ୍ସବ…

ସେ ନାରୀ ହେଉ କିମ୍ବା ପୁରୁଷ, କେଶ ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟ ବଢାଏ। କେଶ ଝଡିବା ପ୍ରାୟତଃ ଲୋକଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ, କିନ୍ତୁ କିଛି ଲୋକ ଏହାର ସମ୍ପୂର୍ଣ୍ଣ ବିପରୀତ ଭାବନ୍ତି। କେଶ ନଥିବାକୁ ଏକ ଷ୍ଟାଇଲ ଷ୍ଟେଟମେଣ୍ଟ ଭାବରେ ଗ୍ରହଣ କରୁଛନ୍ତି। ଏପରି ଏକ ଦେଶ ଅଛି ଯେଉଁଠାରେ…

କାହିଁକି ବଢୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ?

ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ପର୍ବତ ବୋଲି କୁହାଯାଏ। ଯାହାକୁ ଅନେକ ଲୋକ ଆରୋହଣ କରିବାକୁ ସ୍ୱପ୍ନ ଦେଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରତିବର୍ଷ ବଢୁଛି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହାର କାରଣ କଣ.. ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବୃଦ୍ଧି…