Latest Odisha News

BREAKING NEWS

Browsing Category

ଫିଚର

କଥା କଟାକଟିରୁ ହତ୍ୟା, ପ୍ରେମିକ ଛାତିରେ ଛୁରୀ ଭୁଶିଲା ପ୍ରେମିକା

ବେଙ୍ଗାଲୁରୁ: ମଙ୍ଗଳବାର ବେଙ୍ଗାଲୁରୁର ଏକ ଫ୍ଲାଟରେ ଝଗଡ଼ାକୁ କେନ୍ଦ୍ର କରି ଜଣେ 34 ବର୍ଷୀୟ ମହିଳା ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ସୂଚନା ମୁତାବକ, କର୍ଣ୍ଣାଟକର ବେଲଗଭି ଜିଲ୍ଲାର 34 ବର୍ଷୀୟା ରେଣୁକା ଗତ ସାଢ଼େ ତିନି…

୯ ଲକ୍ଷ ବର୍ଷ ତଳେ ପୃଥିବୀରେ ବଂଚି ରହିଥିଲେ ମାତ୍ର ୧୨୮୦ ଲୋକ

ନ୍ୟୁୟର୍କ:ଆଜିଠାରୁ ୯ ଲକ୍ଷ ବର୍ଷ ତଳେ ପୃଥିବୀପୃଷ୍ଠରେ ମାତ୍ର ୧୨୮୦ ଲୋକ ବଂଚି ରହିଥିଲେ । ଏହା ପୂର୍ବରୁ ପାଖାପାଖି ୯୮ ହଜାର ଲୋକ ବାସ କରୁଥିଲେ । ପାଣିପାଗରେ ଆକସ୍ମିକ ପରିବର୍ତନ ଯୋଗୁ ଲୋକଙ୍କ ମୃତ୍ୟୁ ଘଟିବାକୁ ଲାଗିଲା । ଏହି ସ୍ଥିତିକୁ ବଟଲନେକ କୁହାଯାଏ । ପ୍ରାୟ ୧ ଲକ୍ଷ ୧୭ ହଜାର…

ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ, କହିଲେ ଏସିଆନ ସମ୍ମିଳନୀ ଗସ୍ତ ସଫଳ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଅନୁଷ୍ଠିତ ୨୦ତମ ଏସିଆନ-ଇଣ୍ଡିଆ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରି ଆସିଛନ୍ତି। ଏସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଏହାର…

ବାଲେଶ୍ୱର ରେଳ ଷ୍ଟେସନ ଭିତ୍ତିଭୂମି ପାଇଁ ୬.୪୯ କୋଟି ଓ ସମ୍ବଲପୁର ପାଇଁ ୫.୪୩ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର: ସମ୍ବଲପୁର ସିଟି ରେଳ ଷ୍ଟେସନରେ ଟ୍ରେନ୍ କୋଚରେ ଜଳର ଉପଲବ୍ଧତାକୁ ସୁଗମ କରିବା ପାଇଁ ରେଳ ବୋର୍ଡ ଦ୍ୱାରା ୫.୪୩ କୋଟି ଟଙ୍କା ମୂଲ୍ୟରେ “ଦ୍ରୁତ ଜଳଯୋଗାଣ ବ୍ୟବସ୍ଥା” ବା କୁଇକ ୱାଟରିଂ ସିଷ୍ଟମ ନାମକ ଏକ ନୂତନ ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଦ୍ରୁତ ଜଳ ଯୋଗାଣ ସୁବିଧା ଯାତ୍ରୀ…

ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ୍ ଟର୍ମିନାଲ

କଟକ: ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି) ଆସନ୍ତା ସେପ୍ଟେମ୍ବର ୧୬ ତାରିଖରୁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି କଟକ ମେୟର ସୁବାସ ସିଂହ ଗୁରୁବାର ସୂଚନା ଦେଇଛନ୍ତି।…

ବାଣୀବିହାରରେ ପୋଷ୍ଟର ଓ୍ବାର: ଏବିଭିପିର ଓଡ଼ିଆ ମହାପୁରୁଷ, ବିସିଜେଡିର ଫାଇଭ ଟି ସଚିବ !

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପୋଷ୍ଟର ଓ୍ବାର। ଆଗକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ହେଉଛି। ଏହି ସମୟରେ ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କାନ୍ଥରେ ଆଇଏଏସ ଅଫିସର ତଥା 5-ଟି ସଚିବ ଭି. କେ.…

ସେପ୍ଟେମ୍ବର ୨୦ରେ ଧାର୍ଯ୍ୟ ହେଲା ନୂଆଁଖାଇ ପାଇଁ ଶୁଭ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ପାଇଁ ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଏହି ଦିନ ଲୋକେ ନୂଆ କରି କଟାଯାଇଥିବା ଧାନ (ନବାନ୍ନ)କୁ ମା' ସମଲେଶ୍ୱରୀଙ୍କୁ ଅର୍ପଣ କରିବେ। ଏହି ପର୍ବ ଫସଲ ଅମଳର ଉତ୍ସବ ଓ ପରିବାରର ଏକତ୍ରୀତ…

ଇଂଲଣ୍ଡ କାଂଉଟି ଟିମ ୟର୍କଶାୟରକୁ କିଣିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆଇପିଏଲର ରାଜସ୍ଥାନ ରୟାଲ୍ସ ଟିମ ଇଂଲଣ୍ଡର କାଂଉଟି ଟିମ ୟର୍କଶାୟରକୁ କିଣିପାରେ । ରାଜସ୍ଥାନ ଟିମ ଏଥିପାଇଁ ୨୬୦ କୋଟି ଟଙ୍କା ଦେବା ପାଇଁ ରାଜି ହୋଇଛି । ରିପୋର୍ଟ ଅନୁସାରେ କ୍ଲବ ଏହି ଡିଲକୁ ଗ୍ରହଣ କରିବା ପାଇଁ ଏକପ୍ରକାର ରାଜି ହୋଇଯାଇଛି । ରାଜସ୍ଥାନ ରୟାଲ୍ସର ଅର୍ଥରେ…

ଚୀନ ଲୋକେ ବ୍ୟବହାର କରୁଥିବା ନିର୍ଦ୍ଦିଷ୍ଟ ପୋଷାକ ଉପରେ ଲାଗିବ ରୋକ୍?

ବେଜିଂ: ଚୀନ ଲୋକେ ବ୍ୟବହାର କରୁଥିବା କିଛି ପୋଷାକ ଉପରେ ଲାଗିପାରେ ରୋକ୍। ଯେଉଁ ପୋଷାକ ପିନ୍ଧିଲେ ଦେଶର ଭାବମୂର୍ତ୍ତି ଉପରେ ଆଘାତ ଲାଗୁଛି ତା ଉପରେ ଏକଛତ୍ରବାଦ ଶାସକ ରୋକ୍ ଲୋକ୍ ଲାଗାଇପାରେ। ନିକଟରେ ଚୀନରେ ଏହି ପ୍ରସ୍ତାବିତ ଡ୍ରେସ୍ କୋଡ୍ ଆଇନକୁ ନେଇ ଦେଶ ଭିତରେ ଏକ ବିବାଦୀୟ…

ଆସନ୍ତୁ ଜାଣିବା କେଉଁଠାରେ ଜନ୍ମାଷ୍ଟମୀ ଅବସରରେ ରାଧାକୃଷ୍ଣ ପିନ୍ଧିଲେ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଆଭୂଷଣ

ଗ୍ୱାଲିୟର: ଜନ୍ମାଷ୍ଟମୀ ଅବସରରେ ସାରା ଦେଶ ଏବେ ଶ୍ରୀକୃଷ୍ଣମୟ ହୋଇ ଉଠିଛି । ଗ୍ୱାଲିୟରର ଫୁଲବାଗରେ ଐତିହାସିକ ଗୋପାଳ ମନ୍ଦିରରେ ଏହାକୁ ଧୂମଧାମରେ ପାଳନ କରାଯାଉଛି । ଏଠାରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାନୀଙ୍କୁ ମୂଲ୍ୟବାନ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ରିପୋର୍ଟ ମୁତାବକ ୧୦୦ କୋଟିରୁ…