Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବେଦାନ୍ତ, ମିଳିବ ୧ ଲକ୍ଷ ନିଯୁକ୍ତି 

ଭୁବନେଶ୍ବର: ଆଜି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି…

Instagram: ସୋସିଆଲ ମିଡିଆରେ କଣ୍ଟେଣ୍ଟ କ୍ରିଏଟ୍ କରୁଛନ୍ତି କି? ବଦଳିଲା ଏହି ସବୁ ଫିଚର ନିୟମ

ନୂଆଦିଲ୍ଲୀ: କଣ୍ଟେଣ୍ଟ କ୍ରିଏଟର୍‌ଙ୍କୁ ଇନଷ୍ଟାଗ୍ରାମର ବଡ଼ ଝଟ୍‌କା। ବଦଳିଲା ଏହି ସବୁ ଫିଚର ନିୟମ। ଲାଇଭ୍ ଫିଚର ବଦଳାଇଲା ମେଟା। ଲାଗୁ ହେଲା ନୂଆ ନିୟମ। ଲାଇଭ୍‌ରେ ଆସି ଏବେ ଆଉ ମନ ଇଚ୍ଛା ଗପି ପାରିବେନି କ୍ରିଏଟର୍। ଲାଇଭ୍ ଯିବା ପାଇଁ ହେଲେ ମାନିବାକୁ ପଡ଼ିବ ଏହି ନିୟମ। ଛୋଟ…

ନୂଆପଡା ଉପନିର୍ବାଚନ; ୫ ନାମାଙ୍କନ ପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଭୁବନେଶ୍ୱର: ଆଗାମୀ ନୂଆପଡା ବିଧାନସଭା ଉପନିର୍ବାଚନ ପୂର୍ବରୁ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଛି ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବୁଧବାର ସୂଚନା ଦେଇଛନ୍ତି। ଅଯୋଗ୍ୟ ଘୋଷଣା ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁଜନ ସମାଜ…

ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ସ୍କାମ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଓଡିଶା ପୋଲିସ ସବ୍‌ ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ…

୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି ।…

ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ନେଇ କଟକଣା

ଭୁବନେଶ୍ୱର: ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି ପ୍ରଦାନ। ଦୀପାବଳିରେ ରାତି ୯ଟା ପରେ କଟକ ସହରରେ ଆତସବାଜି ଫୁଟାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ୍ ପୋଲିସ ଚେତାବନୀ ଦେଇଛି। ସହରବାସୀଙ୍କୁ କେବଳ ସନ୍ଧ୍ୟା ୭ଟାରୁ…

ବର୍ଷା ପାଇଁ ଅଧାରେ ଅଟକିଲା ଭାରତ-ଅଷ୍ଟ୍ରେଲିଆ ODI ମ୍ୟାଚ୍

ପର୍ଥ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ରବିବାର ପର୍ଥରେ ଖେଳାଯାଉଛି। ଏହି ମ୍ୟାଚ୍ Optus ଷ୍ଟାଡିୟମରେ ଖେଳାଯାଉଛି। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଥର ପାଇଁ ମ୍ୟାଚ୍ ବାତିଲ ହୋଇଛି। ୧୧.୫ ଓଭର ପରେ ଭାରତ ୩ ୱିକେଟ୍ ହରାଇ ୩୭…

ଦୀପାବଳି ପାଇଁ ଅକ୍ଟୋବର ୨୦ରେ ସ୍କୁଲ ଓ କଲେଜ ଛୁଟି ଘୋଷଣା 

ଭୁବନେଶ୍ୱର: ସାରା ରାଜ୍ୟରେ ଦୀପାବଳି ପାଇଁ ଓଡ଼ିଶା ସରକାର ଅକ୍ଟୋବର ୨୦ ତାରିଖ ଦିନ ସମସ୍ତ ସ୍କୁଲ, କଲେଜ ଏବଂ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ତେବେ ଏଥିରୁ ବାଦ ପଡ଼ିଛି ନୂଆପଡା ଜିଲ୍ଲା। ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଶନିବାର ଏ…

ନୂଆପଡା ଉପନିର୍ବାଚନ; ନାମାଙ୍କନ ଭରିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ

ନୂଆପଡା: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଦିବାସୀ ନେତା ଘାସିରାମ ମାଝୀ ଶନିବାର ଦିନ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ନାମାଙ୍କନ ଭରିଛନ୍ତି। ସୂଚନା ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ…

ଧନତେରସ ପାଇଁ ଆକାଶ ଛୁଆଁ ସୁନା ଦର, ୩ ହଜାର ବଢିଲା 

ଭୁବନେଶ୍ୱର: ଧନତେରସ ପୂର୍ବରୁ ଭାରତର ସୁନା ବଜାର ଶନିବାର ଦିନ ନୂଆ ଉଚ୍ଚତା ଛୁଇଁଛି। ଏପରିକି ସୁନା ଦର ୩ ହଜାର ବଢ଼ିଥିବା ଜଣାପଡିଛି। www.goodreturns.com ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ସୁନାର ମୂଲ୍ୟ ୨୪ କ୍ୟାରେଟ୍ ପ୍ରତି ଗ୍ରାମ ପିଛା ୧୩,୦୮୬ ଟଙ୍କା ହୋଇଥିବା ବେଳେ ୨୨…