Latest Odisha News

BREAKING NEWS

Browsing Category

ଫିଚର

ବାଣ ଫୁଟାଇବା ବେଳେ ଶରୀରର କୌଣସି ଅଂଶ ପୋଡିଗଲେ ତୁରନ୍ତ କଣ କରିବେ ?

ସମସ୍ତ ସଚେତନତା ଅଭିଯାନ ସତ୍ତ୍ୱେ ବାଣ ଫୁଟାଇବା ଦ୍ୱାରା ଘଟୁଥିବା ଦୁର୍ଘଟଣା ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ଏହି ଦୁର୍ଘଟଣାରେ କେବଳ ଶିଶୁ ନୁହଁନ୍ତି ଅଜ୍ଞାତ ଯାତ୍ରୀ ଏବଂ ବୃଦ୍ଧ ବ୍ୟକ୍ତି ମଧ୍ୟ ଅଛନ୍ତି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବାଣରୁ ନିର୍ଗତ ଧୂଆଁକୁ…

ସାବଧାନ! ପ୍ରଦୂଷଣ କେବଳ ଶ୍ଵାସରୋଗ ନୁହେଁ ବରଂ ଚର୍ମ କର୍କଟ ମଧ୍ୟ ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ପ୍ରଦୂଷଣର ସ୍ତର ବିପଜ୍ଜନକ ହୋଇପଡୁଛି। ନିକଟସ୍ଥ ଅନେକ ଅଞ୍ଚଳର AQI (ଏୟାର କ୍ୱାଲିଟି ଇଣ୍ଡେକ୍ସ) ମଧ୍ୟ ବିପଦ ସ୍ତରରୁ ଅଧିକ ରହିଛି। ବାୟୁରେ ଥିବା ଛୋଟ କଣିକା ସ୍ୱାସ୍ଥ୍ୟକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ କାଶ,…

ଆମେରିକା ନିର୍ବାଚନରେ କାହିଁକି ବ୍ୟବହାର ହୁଏ ଗଧ ଓ ହାତୀ ?

ନ୍ୟୁୟର୍କ: ପାଖେଇ ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ବର୍ତ୍ତମାନ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଏବଂ ଏହା ପଛରେ ଅନେକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିର୍ବାଚନକୁ ନେଇ ଅନେକ ଇତିହାସ ମଧ୍ୟ ରହିଛି। ଆମେରିକାର ଦୁଇଟି ବୃହତ୍ ରାଜନୈତିକ ଦଳର ନିର୍ବାଚନ…

ଶରୀରକୁ ନମନୀୟ ଓ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ଏହି ସହଜ ଯୋଗାସନ

ପ୍ରତିଦିନ ଗୋଟିଏ ସ୍ଥାନରେ ଗୋଟିଏ ଘଣ୍ଟା ବସି କାମ କରିବା, ଭୁଲ ଅବସ୍ଥାରେ ଶୋଇବା ଏବଂ ନିଷ୍କ୍ରିୟ ଜୀବନ ଶୈଳୀ ଯୋଗୁଁ ଜଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଅଣ୍ଟା ଏବଂ ବେକରେ ଯନ୍ତ୍ରଣା ବ୍ୟତୀତ ଶରୀରରେ ଷ୍ଟିଫ୍‌ନେସ୍ ବା ରକା ପଶିବା ଭଳି ସମସ୍ୟା…

ଜିମ୍ ଉପକରଣରେ ଟୟଲେଟ ସିଟ୍ ଠାରୁ ଅଧିକ ବ୍ୟାକ୍ଟେରିଆ

ଭୁବନେଶ୍ୱର: କେବଳ ଘର ନୁହେଁ ପ୍ରତ୍ୟକ ସ୍ଥାନରେ ରହିଛନ୍ତି କୀଟାଣୁ। ଘରେ ଥିବା ସ୍ବିଚ ବୋର୍ଡ, ବେସିନ , ତକିଆ, ଟିଭି, ଏସି ବାଲକୋନୀ ଭଳି ଅନେକ ସ୍ଥାନରେ ଥାଆନ୍ତି ବ୍ୟାକ୍ଟେରିଆ। ସବୁଠୁ ଅଧିକ ବ୍ୟାକ୍ଟେରିଆ ଟୟଲେଟ ସିଟରେ ଦେଖିବାକୁ ମିଳିଥାଏ। ଏକ ନୂଆ ଗବେଷଣା ଅନୁସାରେ ଜିମ ଲଭରଙ୍କ ପାଇଁ…

ଦିନବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଦିନରେ ଖାଇବା ପରେ ନିଦ ଆସେ। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଯଦି ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା…

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…

ବୈବାହିକ ଜୀବନ ସୁନ୍ଦର କରିବା ପାଇଁ କରନ୍ତୁ ଏହି ଉପାୟ, ଆସିବନି ଦୂରତା…

ସ୍ବାମୀ-ସ୍ତ୍ରୀ ସମ୍ପର୍କ ଅତୁଟ ଓ ଯୁଗ ଯୁଗର ବୋଲି କୁହାଯାଏ। ହେଲେ ଆଜିକାଲି ସାମାନ୍ୟ କାରଣ ପାଇଁ ଏହି ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳେ। ବୈବାହିକ ଜୀବନକୁ ସୁଖମୟ ଓ ସୁନ୍ଦର କରିବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ହେଲେ ବର୍ତ୍ତମାନ ସମୟରେ କୌଣସି ନା କୌଣସି କାରଣରୁ ଏହି ସମ୍ପର୍କ…

ଏହି ଗାଁ ଲୋକଙ୍କ ପାଇଁ ଜୋତା ନିଷେଧ, ଆଦୌ ପିନ୍ଧନ୍ତିନି ଚପଲ

ଚେନ୍ନାଇ: ଭାରତରେ ଏପରି ଅନେକ ଗ୍ରାମ ଅଛି ଯାହାର ନିଜର ଅନନ୍ୟ ପରମ୍ପରା ଏବଂ ରୀତିନୀତି ପାଇଁ ସେ ବେଶ୍ ଜଣାଶୁଣା। ଏହି ଗ୍ରାମଗୁଡିକ ମଧ୍ୟରୁ ଗୋଟିଏ ଏପରି ଗ୍ରାମ ଅଛି ଯେଉଁଠାରେ ଲୋକଙ୍କ ପାଇଁ ଜୋତା ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ। ଆପଣ ଏହା ଠିକ୍ ଶୁଣିଥିବେ, ଦକ୍ଷିଣ ଭାରତର ଏକ ଗାଁ ଅଛି…

କେଉଁ ଋତୁରେ ବେଶୀ ଖୁସି ନଜର ଆସନ୍ତି ଭାରତୀୟ?

ଭାରତରେ ବର୍ଷକୁ ୬ଟି ଋତୁ ଅନୁଭବ କରନ୍ତି। ଶୀତ, ଗ୍ରୀଷ୍ମ ଏବଂ ବର୍ଷା ଋତୁ ଭାରତୀୟଙ୍କ ମନୋବଳକୁ ପରିବର୍ତ୍ତନ କରିଥାଏ। କେତେବେଳେ ମନ ଅଧିକ ଖୁସି ରହେ ତ ଆଉ କେତେବେଳେ ମନ ଉଦାସ ମଧ୍ୟ ରହିଥାଏ। ଅର୍ଥାତ୍ ପାଣିପାଗ ବଦଳିଲେ ମନ ବି ପରିବର୍ତ୍ତନ ହୁଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ…