Latest Odisha News

BREAKING NEWS

Browsing Category

ଫିଚର

ଏହି ଗାଁ ଲୋକଙ୍କ ପାଇଁ ଜୋତା ନିଷେଧ, ଆଦୌ ପିନ୍ଧନ୍ତିନି ଚପଲ

ଚେନ୍ନାଇ: ଭାରତରେ ଏପରି ଅନେକ ଗ୍ରାମ ଅଛି ଯାହାର ନିଜର ଅନନ୍ୟ ପରମ୍ପରା ଏବଂ ରୀତିନୀତି ପାଇଁ ସେ ବେଶ୍ ଜଣାଶୁଣା। ଏହି ଗ୍ରାମଗୁଡିକ ମଧ୍ୟରୁ ଗୋଟିଏ ଏପରି ଗ୍ରାମ ଅଛି ଯେଉଁଠାରେ ଲୋକଙ୍କ ପାଇଁ ଜୋତା ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ। ଆପଣ ଏହା ଠିକ୍ ଶୁଣିଥିବେ, ଦକ୍ଷିଣ ଭାରତର ଏକ ଗାଁ ଅଛି…

କେଉଁ ଋତୁରେ ବେଶୀ ଖୁସି ନଜର ଆସନ୍ତି ଭାରତୀୟ?

ଭାରତରେ ବର୍ଷକୁ ୬ଟି ଋତୁ ଅନୁଭବ କରନ୍ତି। ଶୀତ, ଗ୍ରୀଷ୍ମ ଏବଂ ବର୍ଷା ଋତୁ ଭାରତୀୟଙ୍କ ମନୋବଳକୁ ପରିବର୍ତ୍ତନ କରିଥାଏ। କେତେବେଳେ ମନ ଅଧିକ ଖୁସି ରହେ ତ ଆଉ କେତେବେଳେ ମନ ଉଦାସ ମଧ୍ୟ ରହିଥାଏ। ଅର୍ଥାତ୍ ପାଣିପାଗ ବଦଳିଲେ ମନ ବି ପରିବର୍ତ୍ତନ ହୁଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ…

ଶୀତଦିନେ ଗିଜର ପାଣିରେ ସ୍ନାନ କରୁଥିଲେ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା

ଶୀତ ଋତୁ ଆସିଲାଣି। ଏହି ଋତୁରେ, ଲୋକମାନେ ପ୍ରବଳ ଥଣ୍ଡା ଠାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। କିଛି ଲୋକ ଏହି ଋତୁରେ ଅନେକ ଦିନ ସ୍ନାନ ନକରି ରହିଥା’ନ୍ତି, ଯେତେବେଳେ କି ଅନେକ ଲୋକ ପ୍ରତିଦିନ ଗିଜରର ଗରମ ପାଣି ଦ୍ୱାରା ସ୍ନାନ କରନ୍ତି। ଗିଜର ପାଣିରେ ଗାଧୋଇବା…

କର୍ମଜୀବୀ ମହିଳାଙ୍କ କ୍ୟାରିୟର ନଷ୍ଟ କରୁଛି କି ‘ବିବାହ’? 

ନୂଆଦିଲ୍ଲୀ: ଅନେକ ସମୟରେ କାର୍ଯ୍ୟରତ ଝିଅମାନଙ୍କୁ ଶୁଣିବାକୁ ପଡିଥାଏ ଯେ ସେମାନେ ଠିକ୍ ସମୟରେ ବିବାହ କରିବା ଉଚିତ୍। ବିବାହ ପରେ ଚାକିରି କରିବା କଣ ନିହାତି ଦରକାର। ପୁଣି ଚାକିରି ଅପେକ୍ଷା ଶିଶୁ ଏବଂ ପରିବାରର ମଧ୍ୟ ଯତ୍ନ ନେବା ଜରୁରୀ ଅଟେ। ଭାରତୀୟ ସମାଜରେ କର୍ମଜୀବୀ ମହିଳାଙ୍କୁ ଏଭଳି…

ବଦଳିଲା ୟୁଟ୍ୟୁବର ଏହି ନିୟମ, ଏବେଠାରୁ ହେବ ଭଲ ରୋଜଗାର

ନୂଆଦିଲ୍ଲୀ: ୧୫ ଅକ୍ଟୋବରରୁ ବଦଳିଲା ୟୁଟ୍ୟୁବ୍‌ର ନିୟମ। ୟୁଟ୍ୟୁବ୍‌ ନିଜ ସର୍ଟ୍ସ ଫିଚର୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ର ଘୋଷଣା କରିଛି। ଏଣିକି ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିବା ନେଇ ଅନୁମତି ମିଳିଛି। ୟୁଟ୍ୟୁବ୍‌ ସର୍ଟ୍ସରେ ବର୍ତ୍ତମାନ ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ…

ଦେଶୀ ଗାଈ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି

ପୁରୀ: ଦେଶୀ ଗାଈ ଘିଅରେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ। ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି। ଶ୍ରୀମନ୍ଦିରରେ ହେଉଥିବା ମହାପ୍ରସାଦ ଓମଫେଡ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତି ହେଉ…

ହ୍ୱାଟସ୍‌ଆପ୍ ଚାଟ୍‌ରେ ସିଧାସଳଖ ଇନଷ୍ଟାଗ୍ରାମ ଷ୍ଟୋରୀ ଯୋଡିବାକୁ ଚାହୁଁଛନ୍ତି କି ? ଶିଖନ୍ତୁ ପଦ୍ଧତି

ଯଦି ଆପଣ ଇନଷ୍ଟାଗ୍ରାମରେ ଯେକୌଣସି ପ୍ରଡକ୍ଟ ପ୍ରୋମୋଶନ ପାଇଁ ପକାଉଛନ୍ତି କିମ୍ବା ଏହାକୁ କିଣିବା ପାଇଁ ଏକ ଲିଙ୍କ୍ ପୋଷ୍ଟ କରୁଛନ୍ତି କିମ୍ବା ସେହି ଉତ୍ପାଦ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଚାହୁଁଛନ୍ତି, ତେବେ ଗ୍ରାହକଙ୍କ ସହ ଚାଟିଂ କରିବାର ଆବଶ୍ୟକତା ଅଛି। ଏପରି ପରିସ୍ଥିତିରେ,…

ଭାରତରେ ଆଇନ ଅନ୍ଧ ନୁହେଁ; ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳାପଟି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତିରେ କିଛି ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି। ନ୍ୟାୟର ଦେବୀଙ୍କ ଆଖିରୁ କଳାପଟି ହଟାଇ ଦିଆଯାଇଥିବା ବେଳେ ତାଙ୍କ ହାତରେ ଖଣ୍ଡା ବଦଳରେ ସମ୍ବିଧାନର ପୁସ୍ତକ ରହିଥିବା…

କସ୍ତୁରୀ ହଳଦୀ ଓ ସାଧାରଣ ହଳଦୀ ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଏହାର ଫାଇଦା

ତ୍ୱଚା ସୁନ୍ଦର ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଉଛି ହଳଦୀ। ହେଲେ ସାଧାରଣତଃ ସମସ୍ତେ ସାଧାରଣ ହଳଦୀ ଅଧିକ ବ୍ୟବହାର କରନ୍ତି। କିନ୍ତୁ ବାସ୍ତବରେ ତ୍ୱଜା ପାଇଁ ସାଧାରଣ ହଳଦୀ ସେତେ ଉପକାର ନୁହେଁ। ବଜାରରେ ଦୁଇ ପ୍ରକାରର ହଳଦୀ ଉପଲବ୍ଧ ରିହିଛି। ଗୋଟିଏ ହେଉଛି ସାଧାରଣ ହଳଦୀ ଯାହାକୁ ଆମେ…

ମଧୁମେହ ରୋଗୀ ଛାଡିଦିଅନ୍ତୁ ଅତ୍ୟଧିକ ଚିନ୍ତା, ନଚେତ୍ ହୋଇପାରେ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା

ଯଦି ଆପଣ ଅତ୍ୟଧିକ ଚାପ ନିଅନ୍ତି ତେବେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯେତେବେଳେ ଚାପ ବଢେ, ଶରୀର ଅନେକ ପ୍ରକାରର ହରମୋନ୍ ମୁକ୍ତ କରିଥାଏ, ଯାହା ରକ୍ତରେ ଗ୍ଲୁକୋଜର ପରିମାଣ ବଢାଇପାରେ। ଏହାର ଅର୍ଥ ମଧୁମେହ ରୋଗୀଙ୍କ ଉପରେ ଚାପ ଖରାପ ପ୍ରଭାବ ପକାଇପାରେ। ଯେତେବେଳେ…