Latest Odisha News

BREAKING NEWS

Browsing Category

ଫିଚର

ସ୍ଥାୟୀ ଶିକ୍ଷକ ହେବା କାଠିକର! ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗରେ ଠିକା ନିଯୁକ୍ତି ବ୍ୟବସ୍ଥାର ଅବସାନ ହୋଇଛି ବୋଲି ଘୋଷଣା କରିଥିବା ରାଜ୍ୟ ସରକାର ଏବେ ଏକ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ଯାହା ତାଙ୍କ ପୂର୍ବ ନିଷ୍ପତ୍ତିର ବିରୋଧାଭାଷ କରୁଥିବା ଭଳି ମନେ ହେଉଛି। ମଙ୍ଗଳବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…

ଟମାଟୋ ଅପେକ୍ଷା ପିଆଜ ଦର ବୃଦ୍ଧି ମୋଦୀ ସରକାରକୁ କନ୍ଦାଇବ?

ନୂଆଦିଲ୍ଲୀ: ଟମାଟୋ ପରେ ପିଆଜ ଦର ବୃଦ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ। ଟମାଟୋ ଦର ୭୦୦% ବୃଦ୍ଧି ଘଟିଥିଲା। ଯାହା ଫଳରେ ସରକାର ନିର୍ବାଚନ ପୂର୍ବରୁ ଖାଦ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ପଦକ୍ଷେପ ନେବାକୁ ବାଧ୍ୟ…

ସୋଶିଆଲ ମିଡିଆରେ ଅଶ୍ଳୀଳ ଭାଷା ବିରୋଧରେ ସରକାର ଆଣିବେ ଆଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ 'ଅଶ୍ଳୀଳ ଭାଷା', 'ଅଶ୍ଳୀଳତା' ଏବଂ 'ଖରାପ ଶବ୍ଦ' ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଯାଇ ଆଇନ୍ ଆଣିବେ। ୱେବ୍ ସିରିଜ୍ 'କଲେଜ ରୋମାନ୍ସ' ସହ ଜଡିତ ଏକ ମାମଲାରେ ଆଇଟି ମନ୍ତ୍ରଳାୟ ଦିଲ୍ଲୀ…

ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି କହିହେବନି: କୋର୍ଟ

ନୂଆଦିଲ୍ଲୀ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ଦର୍ଶାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖି ଏହିପରି କହିଛନ୍ତି। ଏହାପରେ ଅଭିଯୁକ୍ତ ମୁସଲିମ୍ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ…

ଦିଲ୍ଲୀର ଲାଲ ଦରୱାଜା…ରକ୍ତରେ ଜୁଡୁବୁଡୁ ଏହାର କାହାଣୀ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଥିବା ଲାଲ ଦରୱାଜା ବା ଖୁନୀ ଦରୱାଜା କାହାଣୀ ଏବେ ବି ମନରେ ଭୟ ସୃଷ୍ଟି କରାଉଛି । ସନ୍ଧ୍ୟା ପରେ ଏଠାକୁ ଲୋକମାନେ ଆସିବାକୁ ଭୟ କରିଥାନ୍ତି । ଇତିହାସର ଅନେକ ରକ୍ତ ଜୁଡୁବୁଡୁ କାହାଣୀ ଏଥିସହ ଜଡିତ । ମୋଗଲ ସାମ୍ରାଜ୍ୟର ସବୁଠାରୁ କ୍ରୁର ଶାସକ ଔରଙ୍ଗଜେବ…

ଚଳିତ ମାସ ପାଇଁ ଘରୋଇ କୋଟାରେ ଅତିରିକ୍ତ ୨ ଏଲଏମଟି ଚିନି ଆବଣ୍ଟନ କଲା କେନ୍ଦ୍ର

ନୂଆଦିଲ୍ଲୀ: ଓନମ, ରକ୍ଷା ବନ୍ଧନ, ଏବଂ କୃଷ୍ଣ ଜନ୍ମାଷ୍ଟମୀ ପରି ଆଗାମୀ ପର୍ବ ପାଇଁ ଚିନିର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସ ପାଇଁ ୨ ଏଲଏମଟିର ଅତିରିକ୍ତ କୋଟା (୨୩.୫ ଏଲଏମଟି ରୁ ଅଧିକ ଚିନି ଅଗଷ୍ଟ ୨୦୨୩ ମାସ ପାଇଁ ପୂର୍ବରୁ ଆବଣ୍ଟିତ କରାଯାଇଛି) ଆବଣ୍ଟିତ ହୋଇଛି। ଘରୋଇ…

ଏବେ ମନୋରଞ୍ଜନ ଦୁନିଆରେ ଏଆଇ : ଶିବ ତାଣ୍ଡବ କରୁଛି ଆଚମ୍ବିତ

ନୂଆଦିଲ୍ଲୀ: ଦିନ ଥିଲା ଯେତେବେଳେ ଇଣ୍ଟରନେଟ୍‌କୁ ମଣିଷ ଶ୍ରେଷ୍ଠ ଉଦ୍ଭାବନ ବୋଲି କୁହାଯାଉଥିଲା । ସମୟ ବଦଳିବା ଅନୁସାରେ ଇଣ୍ଟରନେଟ୍ ବ୍ୟବହାରରେ ଯୋଡ଼ି ହୋଇଛି ଅନେକ ନୂଆ ନୂଆ ଫର୍ଦ୍ଦ । ଏଥିରେ ଏବେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ , ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ…

ଡରାଇ ଚାଲିଛି ଡେଙ୍ଗୁ ମଶା, ଭୁବନେଶ୍ବରର ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନେକ ସ୍ଥାନରେ ହସ୍ପିଟାଲ ବେଡ  ତଳେ ଡେଙ୍ଗୁ ରୋଗୀ ଚିକିତ୍ସିତ…

ଅଜବ ରେଷ୍ଟୁରାଣ୍ଟ: ବାରମ୍ବାର ୱେଟରଙ୍କୁ ଡ଼ାକିଲେ ଅଧିକ ବିଲ୍ ଦେବାକୁ ପଡ଼େ

ସ୍ପେନ୍‌: ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ସେଥିଲାଗି ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଟିକେ ଖୁସି ପାଇଁ ଲୋକେ ଖାଇବାକୁ ରେଷ୍ଟୁରାଣ୍ଟ ଯାଇଥାନ୍ତି । କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି,ଯାହାର ନିୟମ…

ଆସନ୍ତା ୨୪ରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୪ ତାରିଖ ଦିନ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…