Latest Odisha News

BREAKING NEWS

Browsing Category

ଫିଚର

୪୦ ବର୍ଷ ପରେ ନିଦ୍ରାହୀନତାର ସମସ୍ୟା ସାଜିପାରେ ‘ନିରବ ଘାତକ’

୪୦ ବର୍ଷ ବୟସ ପରେ ଶୋଇବା କିମ୍ବା ଅନିଦ୍ରା ହେବା ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ସଙ୍କେତ ହୋଇପାରେ। ଏକ ରିସର୍ଚରୁ ଜଣାପଡିଛି ଯେ ୪୦ ବର୍ଷ ପରେ ଆମ ଶରୀରର ନିଦ୍ରାର ଗୁଣ କମିଯାଏ, ଯେଉଁ କାରଣରୁ ଶରୀର ପର୍ଯ୍ୟାପ୍ତ ବିଶ୍ରାମ ପାଇ ନଥାଏ। ଏହି ଅବସ୍ଥାକୁ 'ନୀରବ ଘାତକ' ବା ସାଇଲେଣ୍ଟ କିଲର୍…

ପାଣିରେ ଏହି ଜିନିଷକୁ ମିଶାଇ ସ୍ନାନ କରନ୍ତୁ, ଝାଳ ଗନ୍ଧ ଦୂରାନ୍ତୁ

ଝାଳ ଶରୀରରେ ଏକ ପ୍ରାକୃତିକ ପ୍ରକ୍ରିୟା। କାରଣ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ଯାହା ଚର୍ମକୁ ସୁସ୍ଥ ରଖେ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କିଛି ଲୋକଙ୍କର ଝାଳ ଯୋଗୁଁ ଶରୀରରୁ ଅଜବ ଦୁର୍ଗନ୍ଧର ସମସ୍ୟାର ସମ୍ମୁଖିନ ହୁଅନ୍ତି। ଏହା ପଛର କାରଣ ଝାଳ ନୁହେଁ ବରଂ…

ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ: ୱାକ୍ କରିବା ପାଇଁ କେଉଁ ସମୟ ସର୍ବୋତ୍ତମ ?

ନୂଆଦିଲ୍ଲୀ: ଯେତେବେଳେ ବାୟୁରେ ମିଳୁଥିବା ବିଷାକ୍ତ କଣିକା ନିଶ୍ୱାସ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରେ, ଏହା ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଦ୍ରୁତ ଗତିରେ ବଢୁଥିବା ପ୍ରଦୂଷଣ ଅନେକ ବିପଜ୍ଜନକ ରୋଗ ସୃଷ୍ଟି କରେ। ପ୍ରଦୂଷଣ ଅନେକ ଗମ୍ଭୀର ରୋଗକୁ ଆମନ୍ତ୍ରଣ କରିଥାଏ।…

ବାଣ ଫୁଟାଇବା ବେଳେ ଶରୀରର କୌଣସି ଅଂଶ ପୋଡିଗଲେ ତୁରନ୍ତ କଣ କରିବେ ?

ସମସ୍ତ ସଚେତନତା ଅଭିଯାନ ସତ୍ତ୍ୱେ ବାଣ ଫୁଟାଇବା ଦ୍ୱାରା ଘଟୁଥିବା ଦୁର୍ଘଟଣା ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ଏହି ଦୁର୍ଘଟଣାରେ କେବଳ ଶିଶୁ ନୁହଁନ୍ତି ଅଜ୍ଞାତ ଯାତ୍ରୀ ଏବଂ ବୃଦ୍ଧ ବ୍ୟକ୍ତି ମଧ୍ୟ ଅଛନ୍ତି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବାଣରୁ ନିର୍ଗତ ଧୂଆଁକୁ…

ସାବଧାନ! ପ୍ରଦୂଷଣ କେବଳ ଶ୍ଵାସରୋଗ ନୁହେଁ ବରଂ ଚର୍ମ କର୍କଟ ମଧ୍ୟ ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ପ୍ରଦୂଷଣର ସ୍ତର ବିପଜ୍ଜନକ ହୋଇପଡୁଛି। ନିକଟସ୍ଥ ଅନେକ ଅଞ୍ଚଳର AQI (ଏୟାର କ୍ୱାଲିଟି ଇଣ୍ଡେକ୍ସ) ମଧ୍ୟ ବିପଦ ସ୍ତରରୁ ଅଧିକ ରହିଛି। ବାୟୁରେ ଥିବା ଛୋଟ କଣିକା ସ୍ୱାସ୍ଥ୍ୟକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ କାଶ,…

ଆମେରିକା ନିର୍ବାଚନରେ କାହିଁକି ବ୍ୟବହାର ହୁଏ ଗଧ ଓ ହାତୀ ?

ନ୍ୟୁୟର୍କ: ପାଖେଇ ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ବର୍ତ୍ତମାନ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଏବଂ ଏହା ପଛରେ ଅନେକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ନିର୍ବାଚନକୁ ନେଇ ଅନେକ ଇତିହାସ ମଧ୍ୟ ରହିଛି। ଆମେରିକାର ଦୁଇଟି ବୃହତ୍ ରାଜନୈତିକ ଦଳର ନିର୍ବାଚନ…

ଶରୀରକୁ ନମନୀୟ ଓ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ଏହି ସହଜ ଯୋଗାସନ

ପ୍ରତିଦିନ ଗୋଟିଏ ସ୍ଥାନରେ ଗୋଟିଏ ଘଣ୍ଟା ବସି କାମ କରିବା, ଭୁଲ ଅବସ୍ଥାରେ ଶୋଇବା ଏବଂ ନିଷ୍କ୍ରିୟ ଜୀବନ ଶୈଳୀ ଯୋଗୁଁ ଜଣଙ୍କୁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଅଣ୍ଟା ଏବଂ ବେକରେ ଯନ୍ତ୍ରଣା ବ୍ୟତୀତ ଶରୀରରେ ଷ୍ଟିଫ୍‌ନେସ୍ ବା ରକା ପଶିବା ଭଳି ସମସ୍ୟା…

ଜିମ୍ ଉପକରଣରେ ଟୟଲେଟ ସିଟ୍ ଠାରୁ ଅଧିକ ବ୍ୟାକ୍ଟେରିଆ

ଭୁବନେଶ୍ୱର: କେବଳ ଘର ନୁହେଁ ପ୍ରତ୍ୟକ ସ୍ଥାନରେ ରହିଛନ୍ତି କୀଟାଣୁ। ଘରେ ଥିବା ସ୍ବିଚ ବୋର୍ଡ, ବେସିନ , ତକିଆ, ଟିଭି, ଏସି ବାଲକୋନୀ ଭଳି ଅନେକ ସ୍ଥାନରେ ଥାଆନ୍ତି ବ୍ୟାକ୍ଟେରିଆ। ସବୁଠୁ ଅଧିକ ବ୍ୟାକ୍ଟେରିଆ ଟୟଲେଟ ସିଟରେ ଦେଖିବାକୁ ମିଳିଥାଏ। ଏକ ନୂଆ ଗବେଷଣା ଅନୁସାରେ ଜିମ ଲଭରଙ୍କ ପାଇଁ…

ଦିନବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଦିନରେ ଖାଇବା ପରେ ନିଦ ଆସେ। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଯଦି ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା…

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…