Latest Odisha News

BREAKING NEWS

Browsing Category

ଫିଚର

୫ ବର୍ଷ ମଧ୍ଯରେ କେତେ ସ୍ଥାନ ବୁଲିଛନ୍ତି ନବୀନ ଓ ପାଣ୍ଡିଆନ୍; ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୦ ରୁ ଅଧିକ ସରକାରୀ ଗସ୍ତ କରିଛନ୍ତି। ଏହା ବ୍ୟତୀତ ପୂର୍ବତନ 5T ସଚିବ ଭି.କେ ପାଣ୍ଡିଆନ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ତଥା ବାହାରେ ୯୦ରୁ ଅଧିକ ସ୍ଥାନ ପରିଦର୍ଶନ କରିଛନ୍ତି। ସୋମବାର ବିଧାନସଭାରେ ନୀଳମାଧବ ହିକକାଙ୍କ…

ସ୍ବାମୀଙ୍କ କାନ୍ଧରୁ କାର୍ଯ୍ୟଭାର ନେଲେ ସ୍ତ୍ରୀ, ସମ୍ଭାଳିବେ ମୁଖ୍ୟ ଶାସନ ସଚିବ ପଦ

ନୂଆଦିଲ୍ଲୀ: ଜଣେ ଆଇଏଏସ୍ ପତ୍ନୀ ତାଙ୍କ ଆଇଏଏସ୍ ସ୍ୱାମୀଙ୍କୁ ତାଙ୍କ ପଦରୁ ରିପ୍ଲେସ୍ କରିଛନ୍ତି | କେରଳରେ ଏହା ପ୍ରଥମ ଘଟଣା। ଯେତେବେଳେ ଜଣେ ମହିଳା ଆଇଏଏସ୍ ପତ୍ନୀ ତାଙ୍କ ସ୍ୱାମୀଙ୍କ ପରେ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା

କେଉଁ ରଙ୍ଗ ପସନ୍ଦ କରନ୍ତି ଆପଣ ? ଆପଣ ଜାଣନ୍ତି କି ଆପଣଙ୍କ ଫେବରେଟ୍ କଲର୍ କେଉଁଠି ନା କେଉଁଠି ନିଜର ପର୍ସନାଲିଟି ସମ୍ପର୍କରେ ବହୁତ କିଛି କୁହେ। ଆଜି ଆପଣଙ୍କ ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା। ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ପର୍ସନାଲିଟି ସମ୍ପର୍କରେ। ଦି ମାଇଣ୍ଡ…

ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଅନୁଯାୟୀ, ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ…

୩ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୧୭ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ବଢିଚାଲିଛି ଇଚ୍ଛାମୃତ୍ୟୁର ହାର । ସେ ଦେଶ ହେଉକି ରାଜ୍ୟ ସବୁଠି ପ୍ରତିଦିନ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ସବୁଠୁ ବେଶୀ ଅଛନ୍ତି ଯୁବବର୍ଗ । ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖି…

ଭୟଙ୍କର ଖାଦ୍ୟ ସଙ୍କଟ; ଜୀବଜନ୍ତୁ ମାରି ଖାଇବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାମିବିଆରେ ଗତ ୧୦୦ ବର୍ଷ ମଧ୍ୟରେ ଇତିହାସର ସବୁଠାରୁ ଦୟନୀୟ ସ୍ଥିତି ଉପୁଜିଛି। ଭୟଙ୍କର ମରୁଡ଼ି ଯୋଗୁ ଏଠାରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିଛି। ଏହି ଦେଶର ନାଗରିକମାନେ ଦିନକୁ ଦୁଇଥର ଖାଇବାକୁ ପାଉ ନାହାଁନ୍ତି। ଲୋକମାନେ ଖାଦ୍ୟ ଖାଇବାକୁ ପାଉନଥିବା ବେଳେ ପାଣି ପିଇବାକୁ…

ଇଣ୍ଟରନେଟର ନଲେଜରୁ ଲକ୍ଷପତି, ୪୨ ଡିଗ୍ରୀ ତାପମାତ୍ରାରେ ସେଓ ଚାଷ କରି ମାଲେମାଲ୍‌ ଚାଷୀ

ବାରଣାସୀ: ବିଜ୍ଞାନ ଦୁନିଆରେ ଏତେ ଅଗ୍ରଗତି କରିଛି ଯେ ଅସମ୍ଭବ ମନେହେଉଥିବା କାର୍ଯ୍ୟଗୁଡିକ ସମ୍ଭବ ହୋଇପାରିଛି। କେବଳ ଫସଲକୁ ଉଦାହରଣ ଭାବେ ନିଅନ୍ତୁ, ବଜାରରେ ବିନା ଋତୁର ଫଳ କିମ୍ବା ପନିପରିବା ସବୁବେଳେ ଉପଲବ୍ଧ। ସେଓ ବିଷୟରେ କୁହାଯାଏ ଯେ ଏହା କେବଳ ହିମାଚଳ ପ୍ରଦେଶର ଶୀତଳ ଜଳବାୟୁରେ…

ପତଞ୍ଜଳିର ଶାକାହାରୀ ଟୁଥପେଷ୍ଟରେ ରହିଛି କି ଆମିଷ ତତ୍ବ, ଜାଣନ୍ତୁ…

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି।ପତଞ୍ଜଳିର 'ଦିବ୍ୟ ଦନ୍ତ ମଞ୍ଜନ'କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏହି ପ୍ରଡକ୍ଟରେ ନନ୍ ଭେଜ୍ ତତ୍ବ ଅଛି। ଆଡଭୋକେଟ୍ ଯତୁନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ…

ରାଜଧାନୀରେ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଂଚଳର ସମସ୍ତ କୁକୁଡା ମାଂସ ଦୋକାନୀମାନଙ୍କ ପାଇଁ ନୋଟିସ୍ ଜାରି କରିଛି ବିଏମସି। ଭୁବନେଶ୍ବର ଆଖପାଖ ଅଂଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ ଉକ୍ତ ଅଂଚଳରୁ କୁକୁଡା କ୍ରୟ ନକରିବାକୁ କୁକୁଡା ମାଂସ ଦୋକାନୀମାନଙ୍କୁ ନୋଟିସ୍ ଜାରି କରିଛି…

ମଝି ଆକାଶରେ ଦୁର୍ଘଟଣା; ଏୟାରଲିଫ୍ଟ ବେଳେ ଖସିପଡିଲା ହେଲିକପ୍ଟର

କେଦାରନାଥ: ବାୟୁ ସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଥିବା ଜଣାପଡିଛି। ହେଲିକପ୍ଟର ଦୁର୍ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ବାୟୁ…