Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀଜଗନ୍ନାଥ ମନ୍ଦିରର ୨୦୨୬ କ୍ୟାଲେଣ୍ଡର୍ ଓ ଡାଏରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି।…

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା।  ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର। କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲା ଜି.…

ଭାରତରେ ଲିଓନେଲ୍ ମେସି, ଫୁଟବଲରଙ୍କୁ ଦେଖିବାକୁ ପ୍ରବଳ ଗହଳି

କୋଲକାତା: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ୍ ମେସି ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ବିମାନ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିିଥିଲା। ଫୁଟବଲ୍…

ଆମେରିକା କି ଚୀନ୍ ନୁହେଁ, ବରଂ ଏହି ଦେଶକୁ AIର ‘ଫ୍ୟୁଚର୍ ବାଦଶାହ’ କୁହାଯିବ.. ଜାଣନ୍ତୁ କାହିଁକି ଏପରି…

ନୂଆଦିଲ୍ଲୀ: AI ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ପରଠାରୁ ବିଶ୍ୱ ପରିବର୍ତ୍ତନ ଦିଗରେ ଗତି କରୁଛି। ଅଧିକାଂଶ ଲୋକ ଅନୁମାନ କରୁଥିଲେ ଯେ ଆମେରିକା ଏବଂ ଚୀନ କୃତ୍ରିମ ବୁଦ୍ଧିମତ୍ତାର ଦୌଡ଼ରେ ପ୍ରାଧାନ୍ୟ ବିସ୍ତାର କରିବେ, କିନ୍ତୁ ଏବେ ଏହି କଥା ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଗତି କରୁଛି।…

Indian Currency Cost: ଭାରତୀୟ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଭାବନ୍ତି ଯେ ଭାରତୀୟ ମୁଦ୍ରା ମୁଦ୍ରଣ କରିବା ମହଙ୍ଗା ହୋଇଥାଏ। କିନ୍ତୁ ଏହା ସତ୍ୟ ନୁହେଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଡଭାନ୍ସ ସିକ୍ୟୁରିଟି ଫିଚର୍ସ ଥିବା ନୋଟ୍ ଛପାଯାଏ। ତଥାପି ପ୍ରତ୍ୟେକ ନୋଟର ଅସଲି ପ୍ରଡକ୍ସନ ଖର୍ଚ୍ଚ ଏହାର ଫେସ୍ ଭେଲ୍ୟୁର କେବଳ ଏକ ଛୋଟ…

ଥରୁଛି ଓଡ଼ିଶା; ୧୦°C ତଳେ ୧୧ ସହର…

ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖ ଯାଏଁ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି। ଡିସେମ୍ବର ୧୧ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଜୟପୁର, ଖୋର୍ଦ୍ଧା, ନବରଙ୍ଗପୁର,…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଥିଲା ଗୃହ। ଏହି ୧୧ ଦିନ ମଧ୍ୟରେ ୧୭,୪୪୦ କୋଟି ଟଙ୍କାର ସପ୍ଲିମେଣ୍ଟରୀ ବଜେଟ୍ ଏବଂ କିଛି ପ୍ରମୁଖ ବିଲ୍ ଗୃହୀତ ହୋଇଥିଲା। ତେବେ ଏହି ଅଧିବେଶନ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍; ସର୍ବସାଧାରଣ ନିମନ୍ତେ ଟ୍ରାଫିକ କଟକଣା ଜାରି

କଟକ: ଆସନ୍ତା ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ସେହିପରି ୮ ତାରିଖ ଦିନ ଅଭ୍ୟାସ ମ୍ୟାଚ ହେବାକୁ ଯାଉଅଛି । ଏହି ଦିନ ମ୍ୟାଚ୍ ଓ ଖେଳାଳି ମାନଙ୍କୁ ଦେଖିବା ନିମନ୍ତେ ବାରବାଟୀ ଷ୍ଟାଡିୟମ୍ ଓ ଏହାର…

ମଣିଷର ବ୍ଲଡ ଗ୍ରୁପ୍ କିପରି ନିର୍ଣ୍ଣୟ କରାଯାଏ?

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ରକ୍ତରେ ଏକ ଅନନ୍ୟ ବାୟୋଲଜିକାଲ ସିଗନେଚର ବା ଜୈବିକ ସ୍ୱାକ୍ଷର ଥାଏ। ଏହି ପରିଚୟ ଜୀବନଶୈଳୀ କିମ୍ବା ଖାଦ୍ୟ ଦ୍ୱାରା ନିର୍ଣ୍ଣୟ କରାଯାଏ ନାହିଁ, ବରଂ ଜନ୍ମ ପୂର୍ବରୁ ଆମର DNA ରେ ସନ୍ନିହିତ ହୋଇଯାଏ। ପିଲାଟି ଗର୍ଭଧାରଣ କରିବା ମୁହୂର୍ତ୍ତରୁ, ଉଭୟ…

ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ବର୍ଷ ପରେ ଭାରତ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଦୁଇ ନେତା ପରସ୍ପରକୁ ହାତ ମିଳାଇ ଆଲିଙ୍ଗନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିମାନବନ୍ଦରରେ ବୈଦେଶିକ ବ୍ୟାପାର…