Latest Odisha News

BREAKING NEWS

Browsing Category

ଫିଚର

କାଲିଠୁ ଭୁବନେଶ୍ୱରରୁ ବାଗଡୋଗ୍ରା ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୩୦ରେ ଦକ୍ଷିଣ ବଙ୍ଗଳାର ଅଣ୍ଡାଲରେ ରହିବା ସହିତ ବାଗଡୋଗ୍ରା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ର ସୂଚନା ଅନୁଯାୟୀ, ଏହି ବିମାନଗୁଡ଼ିକ ସପ୍ତାହରେ ଚାରି ଦିନ ଯଥା ସୋମବାର,…

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଲେ ଧର୍ମଶାଳା ବିଧାୟକ

ଭୁବନେଶ୍ୱର: ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି  ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏନେଇ ସେ ଲିଖିତ ଭାବେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି। ତାଙ୍କୁ ଖୁବଶୀଘ୍ର ସୁରକ୍ଷା ମିଳିବ ବୋଲି ସେ ଆଶାବାଦୀ। ବିଧାୟକ ଦାବି କରିଛନ୍ତି…

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯କୁ ଛୁଟି ଘୋଷଣା କଲେ ରାଜ୍ଯ ସରକାର

ଭୁବନେଶ୍ୱର: ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖରେ ପଡୁଛି। ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ…

ଚିନ୍ତା ବଢାଇଲା ରିପୋର୍ଟ; ଦେଶରେ ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧିଠାରୁ ଦେଶରେ ଛାତ୍ର ଆତ୍ମହତ୍ୟା ହାର ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି। ଗତ ୨୦ବର୍ଷ ମଧ୍ୟରେ ଛାତ୍ର ଆତ୍ମହତ୍ୟା ମାମଲା ବାର୍ଷିକ ୪ ପ୍ରତିଶତ ହାରରେ ବୃଦ୍ଧି…

ଆଗାମୀ ୫ ଦିନ ଯାଏଁ ବନ୍ଦ ରହିବ ପାସପୋର୍ଟ ପୋର୍ଟାଲ

ନୂଆଦିଲ୍ଲୀ: ଆଗାମୀ ୫ ଦିନ ପାଇଁ ଅନଲାଇନ୍ ପାସପୋର୍ଟ ପୋର୍ଟାଲରେ କୌଣସି କାର୍ଯ୍ୟ ହେବ ନାହିଁ। ପାସପୋର୍ଟ ସେବା ପୋର୍ଟାଲର ସୂଚନା ଅନୁଯାୟୀ, ବୈଷୟିକ ମେଣ୍ଟେନାସ୍ ପାଇଁ ଅଗଷ୍ଟ ୨୯ ତାରିଖ ରାତି ୮ଟାରୁ ସେପ୍ଟେମ୍ବର ୨ ତାରିଖ ସକାଳ ୬ ଯାଏଁ ପୋର୍ଟାଲ ସମ୍ପୂର୍ଣ୍ଣ ବନ୍ଦ ରହିବ। ଫଳରେ ଏହି…

ବହୁତ ହୋଇଗଲା… 

ନୂଆଦିଲ୍ଲୀ: ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୋରଦାର ହୋଇଛି ରାଜନୀତି । ବିଜେପି-ଟିଏମସି ମଧ୍ୟରେ ଆରମ୍ଭ ହୋଇଯାଇଛି ଆଉ ଏକ ପର୍ଯ୍ୟାୟ ବାକ୍‌ଯୁଦ୍ଧ । ଏଣେ ବିଜେପିର ୧୨ ଘଂଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଓ ଆରୋପ –ପ୍ରତ୍ୟାରୋପ । ଅନେକ ସ୍ଥାନରେ ବିଜେପି ତୃଣମୂଳ କଂଗ୍ରେସ…

ମହାରାଷ୍ଟ୍ରରୁ ସାତକୋଶିଆକୁ ଆସିବେ ୧୪ ବାଘ

ଭୁବନେଶ୍ୱର: ଅନୁଗୁଳର ସାତକୋଶିଆକୁ ଆସିବେ ନୂଆ ଅତିଥି। ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଚଳାଇବାକୁ ସବୁଜ ସଂକେତ ମିଳିଛି। ଯାହା ଫଳରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆସିବେ ୧୪ ବାଘ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍…

ଆର.ଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ

କୋଲକାତା: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ସଦସ୍ୟତାକୁ ବୁଧବାର ଦିନ ରଦ୍ଦ କରିଛି ଆଇଏମଏ। ଆଇଏମଏ ଅନୁଯାୟୀ, ସନ୍ଦୀପ ଘୋଷଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ଅନୁଶାସନ କମିଟି ସର୍ବସମ୍ମତି…

ଏନଡିଏକୁ ରାଜ୍ୟସଭା ଟନିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିକୁ ବଡ ଆଶ୍ୱସ୍ତି । ବିଜେପି ନେତୃତ୍ୱାଧିନ ଏନଡିଏକୁ ମିଳିଛି ରାଜ୍ୟସଭାରେ ବହୁମତ । ୯ ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମସ୍ତ ପ୍ରାର୍ଥୀ । ଏନଡିଏ ୧୧ ଆସନ ହାତେଇଥିବା ବେଳେ କଂଗ୍ରେସ…

୭ ଦିନ ମଧ୍ଯରେ ଆସିବ ନୂଆ ଆଇନ, ଅଭିଯୁକ୍ତଙ୍କୁ ମିଳିବ ଫାଶି ଦଣ୍ଡ: ମମତା

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦିନକୁ ଦିନ ବିକ୍ଷୋଭ ଜୋରଦାର ହେବାରେ ଲାଗିଛି। ବିଦ୍ରୋହ ବଢୁଥିବାରୁ ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରିକି ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ…