Latest Odisha News
Browsing Category

ଫିଚର

ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ, ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

କଟକ: କଟକର ମହାନଦୀ ନଦୀକୁ ଯୁବକ ଡେଇଁବା ଘଟଣା। ବୁଧବାର ଦିନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ସକାଳେ କଟକସ୍ଥିତ ଜଗତପୁର-କେନ୍ଦ୍ରାପଡା କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସେ ମଙ୍ଗଳବାର…

ସେପ୍ଟେମ୍ବର ସୁଦ୍ଧା ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ଯରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ନୂଆ ରାସନ କାର୍ଡ ପାଇଁ ଏବେ…

ଚଳିତ ବର୍ଷ ବନ୍ୟଜନ୍ତୁ ଆକ୍ରମଣରେ ୬୮ ମୃତ

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶାରେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ଅତି କମରେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ। ଚଳିତ ବର୍ଷ ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ…

ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା’ ବିଲ୍‌ ପାସ୍, ଜାଣନ୍ତୁ କ’ଣ ରହିଛି ଦଣ୍ଡବିଧାନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ଦୁଷ୍କର୍ମ ବିରୋଧୀ ବିଲ୍ 'ଅପରାଜିତା' ପାରିତ ହୋଇଛି। ବିରୋଧୀମାନେ ମଧ୍ୟ ଏହି ବିଲକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ରାଜ୍ୟ ଆଇନ ମନ୍ତ୍ରୀ ମଲୟ ଘଟକ ଏହି ବିଲ୍ ଆଗତ କରିଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା…

ସାଧାରଣ ଲୋକେ ବଡ଼ ଡ୍ରୋନ୍ କିଣି ପାରିବେ କି ? ଜାଣନ୍ତୁ ଡ୍ରୋନ୍ ଉଡାଇବା ପାଇଁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଯେତେ ଶୀଘ୍ର ଟେକ୍ନୋଲୋଜି ବିକଶିତ ହୁଏ, ସେତେ ଶୀଘ୍ର ଏହା ବଜାରରେ ଉପଲବ୍ଧ ମଧ୍ୟ ହୁଏ। ଟେକ୍ନୋଲୋଜୀର ଚାହିଦାକୁ ଦେଖି ବଜାରରେ ଏହାର ମୂଲ୍ୟ ସେତେ ଶସ୍ତା ମଧ୍ୟ ହୋଇଯାଏ। ଆମେ ଯଦି ଡ୍ରୋନ୍ କଥା କହିବା, ତେବେ ଆଜିକାଲି ପ୍ରାୟ ସମସ୍ତେ ଡ୍ରୋନ କିଣିବାରେ ସକ୍ଷମ ହେଲେଣି। ପୂର୍ବରୁ…

୫ ବର୍ଷ ମଧ୍ଯରେ କେତେ ସ୍ଥାନ ବୁଲିଛନ୍ତି ନବୀନ ଓ ପାଣ୍ଡିଆନ୍; ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୦ ରୁ ଅଧିକ ସରକାରୀ ଗସ୍ତ କରିଛନ୍ତି। ଏହା ବ୍ୟତୀତ ପୂର୍ବତନ 5T ସଚିବ ଭି.କେ ପାଣ୍ଡିଆନ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ତଥା ବାହାରେ ୯୦ରୁ ଅଧିକ ସ୍ଥାନ ପରିଦର୍ଶନ କରିଛନ୍ତି। ସୋମବାର ବିଧାନସଭାରେ ନୀଳମାଧବ ହିକକାଙ୍କ…

ସ୍ବାମୀଙ୍କ କାନ୍ଧରୁ କାର୍ଯ୍ୟଭାର ନେଲେ ସ୍ତ୍ରୀ, ସମ୍ଭାଳିବେ ମୁଖ୍ୟ ଶାସନ ସଚିବ ପଦ

ନୂଆଦିଲ୍ଲୀ: ଜଣେ ଆଇଏଏସ୍ ପତ୍ନୀ ତାଙ୍କ ଆଇଏଏସ୍ ସ୍ୱାମୀଙ୍କୁ ତାଙ୍କ ପଦରୁ ରିପ୍ଲେସ୍ କରିଛନ୍ତି | କେରଳରେ ଏହା ପ୍ରଥମ ଘଟଣା। ଯେତେବେଳେ ଜଣେ ମହିଳା ଆଇଏଏସ୍ ପତ୍ନୀ ତାଙ୍କ ସ୍ୱାମୀଙ୍କ ପରେ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା

କେଉଁ ରଙ୍ଗ ପସନ୍ଦ କରନ୍ତି ଆପଣ ? ଆପଣ ଜାଣନ୍ତି କି ଆପଣଙ୍କ ଫେବରେଟ୍ କଲର୍ କେଉଁଠି ନା କେଉଁଠି ନିଜର ପର୍ସନାଲିଟି ସମ୍ପର୍କରେ ବହୁତ କିଛି କୁହେ। ଆଜି ଆପଣଙ୍କ ମନ ପସନ୍ଦର ରଙ୍ଗ କହିବ ପର୍ସନାଲିଟିର ଗୁମର କଥା। ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ପର୍ସନାଲିଟି ସମ୍ପର୍କରେ। ଦି ମାଇଣ୍ଡ…

ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଅନୁଯାୟୀ, ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ…

୩ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୧୭ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ବଢିଚାଲିଛି ଇଚ୍ଛାମୃତ୍ୟୁର ହାର । ସେ ଦେଶ ହେଉକି ରାଜ୍ୟ ସବୁଠି ପ୍ରତିଦିନ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ସବୁଠୁ ବେଶୀ ଅଛନ୍ତି ଯୁବବର୍ଗ । ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖି…