Latest Odisha News

BREAKING NEWS

Browsing Category

ଫିଚର

ବହୁତ ହୋଇଗଲା… 

ନୂଆଦିଲ୍ଲୀ: ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୋରଦାର ହୋଇଛି ରାଜନୀତି । ବିଜେପି-ଟିଏମସି ମଧ୍ୟରେ ଆରମ୍ଭ ହୋଇଯାଇଛି ଆଉ ଏକ ପର୍ଯ୍ୟାୟ ବାକ୍‌ଯୁଦ୍ଧ । ଏଣେ ବିଜେପିର ୧୨ ଘଂଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଓ ଆରୋପ –ପ୍ରତ୍ୟାରୋପ । ଅନେକ ସ୍ଥାନରେ ବିଜେପି ତୃଣମୂଳ କଂଗ୍ରେସ…

ମହାରାଷ୍ଟ୍ରରୁ ସାତକୋଶିଆକୁ ଆସିବେ ୧୪ ବାଘ

ଭୁବନେଶ୍ୱର: ଅନୁଗୁଳର ସାତକୋଶିଆକୁ ଆସିବେ ନୂଆ ଅତିଥି। ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଚଳାଇବାକୁ ସବୁଜ ସଂକେତ ମିଳିଛି। ଯାହା ଫଳରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆସିବେ ୧୪ ବାଘ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍…

ଆର.ଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ

କୋଲକାତା: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ସଦସ୍ୟତାକୁ ବୁଧବାର ଦିନ ରଦ୍ଦ କରିଛି ଆଇଏମଏ। ଆଇଏମଏ ଅନୁଯାୟୀ, ସନ୍ଦୀପ ଘୋଷଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ଅନୁଶାସନ କମିଟି ସର୍ବସମ୍ମତି…

ଏନଡିଏକୁ ରାଜ୍ୟସଭା ଟନିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିକୁ ବଡ ଆଶ୍ୱସ୍ତି । ବିଜେପି ନେତୃତ୍ୱାଧିନ ଏନଡିଏକୁ ମିଳିଛି ରାଜ୍ୟସଭାରେ ବହୁମତ । ୯ ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମସ୍ତ ପ୍ରାର୍ଥୀ । ଏନଡିଏ ୧୧ ଆସନ ହାତେଇଥିବା ବେଳେ କଂଗ୍ରେସ…

୭ ଦିନ ମଧ୍ଯରେ ଆସିବ ନୂଆ ଆଇନ, ଅଭିଯୁକ୍ତଙ୍କୁ ମିଳିବ ଫାଶି ଦଣ୍ଡ: ମମତା

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦିନକୁ ଦିନ ବିକ୍ଷୋଭ ଜୋରଦାର ହେବାରେ ଲାଗିଛି। ବିଦ୍ରୋହ ବଢୁଥିବାରୁ ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରିକି ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ…

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଭୟଭୀତ ଥିବା କହିଲେ ରାଷ୍ଟ୍ରପତି

କୋଲକାତା: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏବେ ବର୍ବରତାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ସେ ନିରାଶ ଓ ଭୟଭୀତ ଥିବା…

ସାଇବର ଠକଙ୍କ ଟାର୍ଗେଟରେ ଦେଶର ପ୍ରଧାନ ବିଚାରପତି, ଠକେଇ ପାଇଁ ପ୍ଲାନ…

ନୂଆଦିଲ୍ଲୀ: ହେଲୋ, ମୁଁ ସିଜେଆଇ। ମୁଁ କନଟପ୍ଲେସ୍ ରେ ଫସି ରହିଛି । ଆପଣ ମୋତେ କ୍ୟାବ୍ ପାଇଁ ୫୦୦ ଟଙ୍କା ପଠାଇପାରିବେ କି? କୋର୍ଟରେ ପହଞ୍ଚିବା ପରେ ଟଙ୍କା ଫେରାଇଦେବି। ଟଙ୍କା ଲୁଟ୍ ପାଇଁ ସାଇବର ଠକଙ୍କ ନୂଆ ତରିକା। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନାଁରେ ଲୋକଙ୍କୁ…

କଡା ସମାଲୋଚନା ପରେ ଏଏମଏମଏର ସଭାପତି ପଦରୁ ଇସ୍ତଫା ଦେଲେ ମୋହନଲାଲ

ବେଙ୍ଗାଲୁରୁ: ଅଭିନେତା ମୋହନଲାଲ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସବୁ ସଦସ୍ୟଙ୍କ ଇସ୍ତଫା ପରେ ଏବେ କମିଟି ଭାଙ୍ଗିଯାଇଛି। ଦୁଇ ମାସ…

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ଯ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୮ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା' ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ସମ୍ବଲପୁର ଝାଡୁଆପଡା…

କ୍ଷତି ସହୁଛି ଷ୍ଟାର, ୮୩୦ କୋଟି ଟଙ୍କା ଛାଡ ପାଇଁ ଦାବି

ନୂଆଦିଲ୍ଲୀ: ଷ୍ଟାର ସ୍ପୋର୍ଟସ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା। ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ହୋଇଥିବା ବେଳେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଯୋଗୁ କ୍ଷତି ସହିଥିଲା। 'କ୍ରିକବଜ୍'ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଏବେ…