Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ; ବସ ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରି ଗୁଳିମାଡ

ବାଲୁଚିସ୍ତାନ: ପାକିସ୍ତାନର ବାଲୁଚିସ୍ତାନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ଦିନ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବସରୁ ଯାତ୍ରୀଙ୍କୁ…

ଜିପିଏସ ଯୋଗୁ ମରୁଭୂମିରେ ବାଟବଣା ହୋଇ ଚାଲିଗଲା ଭାରତୀୟଙ୍କ ଜୀବନ

ଦୁବାଇ: ସାଉଦି ଆରବରେ କାର୍ଯ୍ୟରତ ୨୭ ବର୍ଷୀୟ ଭାରତୀୟ ନାଗରିକ ମହମ୍ମଦ ଶେହଜାଦ ଖାନଙ୍କ ଦେହାନ୍ତ ହୋଇଛି। ତେଲେଙ୍ଗାନାର ବାସିନ୍ଦା ଶେହଜାଦ ସାଉଦିର ମରୁଭୂମି ରୁବ-ଅଲ-ଖାଲି ବୁଲିବାକୁ ଯୀଇ ପ୍ରାଣ ହରାଇଛନ୍ତି। ଏହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ। ଗଣମାଧ୍ୟମ…

୮ ଦିନରୁ ୮ ମାସ; ଏ ବର୍ଷ ଫେରିବେ ନାହିଁ ସୁନୀତା 

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହୋଇଛି । ଆଇଏସଏସରେ ଫସି ରହିଥିବା ଆମେରିକାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମସ ଓ ସାଥୀ ବୁଚ୍ ୱିଲମୋରଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହେବ । ମହାକାଶକୁ ନାସା ମିଶନରେ ମାତ୍ର ୮ ଦିନ ପାଇଁ ଯାଇଥିଲେ ଦୁଇ ମହାକାଶଚାରୀ ।…

ମିଛଧରା ଟେଷ୍ଟରୁ ସତ ଧରିବ ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ତଦନ୍ତ ଜୋରଦାର କରିଛି ସିବିଆଇ । ସବୁ ଦିଗରୁ ତଦନ୍ତ ଜାରି ରଖିଛି ଏଜେନସୀ । ସତ ଓଗାରିବା ପାଇଁ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ଆରଜି କର ମେଡିକାଲ କଲେଜ ଓ…

ବିଏମସିର ପୂର୍ବତନ ଇଞ୍ଜିନିୟରଙ୍କ ସମ୍ପତ୍ତି ବ୍ୟାଜାପ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ଇଞ୍ଜିନିୟର ସୁବାଷ ଚନ୍ଦ୍ର ମିଶ୍ରଙ୍କ ୫.୮୬କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆର୍ୟବହିର୍ଭୁତ ସମ୍ପତ୍ତି ବ୍ୟାଜାପ୍ତ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିରେ ୩ଟି କୋଠା ରହିଛି। ମୌଜା ରାଜାରାନୀ,…

ସାଇକୋଲଜିକାଲ ଟେଷ୍ଟ କ’ଣ ଏବଂ କେଉଁ କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ?

ନୂଆଦିଲ୍ଲୀ: ମନୁଷ୍ୟ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ । ଯେଉଁ ବ୍ୟକ୍ତିଙ୍କର ମସ୍ତିଷ୍କ ସଠିକ୍ ଭାବରେ କାମ କରେ ନାହିଁ, ତାଙ୍କୁ ଅସୁସ୍ଥ କୁହାଯାଏ। ଆଜି ଆମେ ଆପଣଙ୍କୁ କହିବୁ ମାନସିକ ରୋଗ ଚିହ୍ନଟ କରିବା ପାଇଁ କାହିଁକି ମାନସିକ ପରୀକ୍ଷା କରାଯାଏ ଏବଂ ଏଥିରୁ କ’ଣ…

୧୫୬ ଔଷଧକୁ ବ୍ୟାନ କଲେ ସରକାର, ଜାଣନ୍ତୁ କେଉଁ ସବୁ ମେଡିସିନ ସାମିଲ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକୁ ଗୁରୁବାର ଭାରତ ସରକାର ଏକ ବଡ ଝଟକା ଦେଇଛନ୍ତି। ୧୫୬ ଔଷଧର ଫିକ୍ସଡ ଡୋଜ ମିଶ୍ରଣକୁ ସରକାର ବ୍ୟାନ କରିଛନ୍ତି। ଏଥିରେ ଆଣ୍ଟିବାୟୋଟିକ୍, ଯନ୍ତ୍ରଣା ନିବାରକ ଏବଂ ମଲ୍ଟିଭିଟାମିନ୍ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ ବୋଲି ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି…

ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ନିବାସରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ପହଞ୍ଚିଛନ୍ତି। ଏହି ଅବସରରେ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ…

ରୋନାଲ୍ଡୋଙ୍କ ରେକର୍ଡ; ୟୁଟ୍ୟୁବରେ ଏଣ୍ଟ୍ରି ପରେ ୯୦ ମିନିଟରେ ୧୦ ଲକ୍ଷ ସବସ୍କ୍ରାଇବର

ନୂଆଦିଲ୍ଲୀ: ବିଶ୍ୱର ଖ୍ୟାତନାମା ଫୁଟବଲ ତାଲିକାରେ ରହିଥାନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ଏବେ ସେ ଡିଜିଟାଲ ଦୁନିଆରେ ପ୍ରବେଶ କରିଛନ୍ତି। ଏହି ଫୁଟବଲ୍ ଖେଳାଳି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ଚ୍ୟାନେଲ୍ ଲଞ୍ଚ କରୁକରୁ ପ୍ରଥମ ୯୦ ମିନିଟରେ ଏକ ମିଲିୟନରୁ ଅଧିକ ଲୋକେ ତାଙ୍କ…