Latest Odisha News

BREAKING NEWS

Browsing Category

ଫିଚର

ତୁମେ ଆମ ଚାମ୍ପିଅନ୍; ଭିନେଶଙ୍କ ପାଇଁ ଭାରତୀୟ ଅଲିମ୍ପିକ ସଂଘ ସଭାପତିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ଭିନେଶ ଫୋଗଟ। ଏହି ଘଟଣା ରେ ମ୍ରିୟମାଣ ହୋଇପଡିଛନ୍ତି ସାରା ଭାରତବାସୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି ଯେ, "ଭିନେଶ ତୁମେ ଚାମ୍ପିଅନଙ୍କ ଭିତରେ…

ଆଗାମୀ ୨୫ ବର୍ଷରେ ଦେଶରେ ଏତେ କୋଟି ଲୋକେ ହୋଇଯିବେ ବୃଦ୍ଧ, ସଂଖ୍ୟା ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଦୁନିଆର ସବୁଠାରୁ ଜନବହୁଳ ଦେଶ। ପରିସଂଖ୍ୟାନ ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟା ପ୍ରାୟ ୧.୪୪ ବିଲିୟନ। ତେବେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍, ଯାହାର ଜନସଂଖ୍ୟା ୧.୪୨ ବିଲିୟନ। ଯଦି ଆମେ ଏହାକୁ ବୟସ ଦୃଷ୍ଟିରୁ ଦେଖିବା, ତେବେ ଭାରତରେ ଅନେକ ଯୁବକ ଅଛନ୍ତି।…

ରହସ୍ୟମୟ ଗଛ, ଡାଳରେ ବସିଲେ ମରିଯାଆନ୍ତି ପକ୍ଷୀ

ନୂଆଦିଲ୍ଲୀ: ଜୀବ, ଉଦ୍ଭିଦ ସମସ୍ତଙ୍କୁ ନେଇ ଆମେ ପରିବେଶରେ ବାସ କରୁ। ଆମ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ଗଛ ଲତା ଅଛନ୍ତି। କିଛି ଉଦ୍ଭିଦ କିମ୍ବା ଉଦ୍ଭିଦ ଜାତ ଦ୍ରବ୍ୟକୁ ଆମେ ଖାଉ ଏବଂ କିଛି କିଛି ଗଛ ଆମର ବହୁତ ଉପରକାର କରନ୍ତି। କିନ୍ତୁ ଆମ ଜଗତରେ ଏପରି ମଧ୍ୟ ଗଛ ଅଛି ଯାହା ବିଷୟରେ…

ଭିନେଶ ଫୋଗଟ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପ୍ୟାରିସ: ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଭିନେଶ ଫୋଗଟ। ଆଜି ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂ ଫାଇନାଲରେ ଭାଗ ନେବାକୁ ଅଯୋଗ୍ୟ ଘୋଷିତ ହେବା ପରେ ସେ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଡିହାଇଡ୍ରେସନ ଯୋଗୁ ଭିନେଶ ଫୋଗଟଙ୍କୁ ଡାକ୍ତରଖାନାରେ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଙ୍ଗଳବାର ଫିଜିର ସର୍ବୋଚ୍ଚ ନାଗରିକ ପୁରସ୍କାର ‘Companion of the Order of Fiji’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି। ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର…

ଅଶାନ୍ତ ବାଂଲାଦେଶ; ଭାରତର ୧୨ କମ୍ପାନୀ ଉପରେ ପ୍ରଭାବ ପଡିପାରେ

ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଥିବା ହିଂସା ଯୋଗୁଁ ଅନେକ ଭାରତୀୟ କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଏଥିମଧ୍ୟରେ ୧୨ ଟି ତାଲିକାଭୁକ୍ତ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩-୨୪ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୪ ବିଲିୟନ ଡ଼ଲାର…

ରୋହିତଙ୍କ କଭର ଡ୍ରାଇଭ ଓ ପୁଲ ସଟ୍ ପଛରେ କେଉଁ ଖାଦ୍ୟ?

ମୁମ୍ବାଇ: ଆମେ ସମସ୍ତେ ରୋହିତ ଶର୍ମାଙ୍କୁ ତାଙ୍କର କଭର ଡ୍ରାଇଭ୍ ଏବଂ ଶକ୍ତିଶାଳୀ ପୁଲ୍ ସଟ୍ ପାଇଁ ଜାଣୁ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ କ୍ରିକେଟର ଏହି ଅଧିନାୟକଙ୍କୁ କ'ଣ ଖାଇବାକୁ ଭଲ ଲାଗେ ? ରୋହିତଙ୍କ ଭଳି ଜଣେ ମୁମ୍ବାଇବାସୀ ବଡ଼ାପାଓ ପ୍ରତି ଆଗ୍ରହ ରହିଥିବ ବୋଲି ସାଧାରଣରେ…

ନୂଆଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଚଳିତ ଥର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ…

ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ; ଚିକେନ ଖାଇଲେ, ଯିଏ ଯାହା ପାରିଲେ ଲୁଟି ନେଲେ… 

ଢାକା: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀ ଦେଶ ଛାଡିବା ମାତ୍ରେ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ସରକାରୀ ବାସଭବନରେ ପ୍ରବେଶ କରିବା ସହ ଭଙ୍ଗାରୁଜା ମଧ୍ଯ କରିଛନ୍ତି। ବିକ୍ଷୋଭକାରୀମାନେ…

ଭାରତରେ ଶରଣ ନେଲେ କି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଛାଡିବାର କିଛି ଘଣ୍ଟା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ସନ୍ଧ୍ୟାରେ ଗାଜିଆବାଦର ହିଣ୍ଡନ ବିମାନବନ୍ଦରରେ ଅବତରଣ କରିଛନ୍ତି। ଆଜି ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଢାକା ଛାଡି ଦେଇଥିଲେ। ଅପରପକ୍ଷରେ ବାଂଲାଦେଶର…