Latest Odisha News

BREAKING NEWS

Browsing Category

ଫିଚର

ଏସିଆର ସବୁଠାରୁ ମହଙ୍ଗା ଟ୍ରେନ୍, ମିଳୁଛି ୫ଷ୍ଟାର୍ ହୋଟେଲ୍ ଭଳି ସୁବିଧା

ଯାତ୍ରୀବାହୀ ଟ୍ରେନ୍ ଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ବହୁତ ଯାତ୍ରା କରିଛନ୍ତି। ଭାରତରେ ଟ୍ରେନକୁ ଦେଶର ଲାଇଫ୍ ଲାଇନ୍ କୁହାଯାଇଥାଏ। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ରପ୍ତାନୀ ଏବଂ ଆମଦାନୀ କିମ୍ବା ଯାତାୟତ ପାଇଁ ଭାରତରେ ଟ୍ରେନ୍ ହିଁ ବଡ ଭୂମୀକା ଗ୍ରହଣ କରିଥାଏ।…

ମାଆ ଦୁର୍ଗାଙ୍କ ନଅଟି ରୂପରୁ ଶିଖନ୍ତୁ ନଅଟି କଥା, ଜାଣନ୍ତୁ କ’ଣ ରହିଛି ନଅ ଦେବୀଙ୍କ ରହସ୍ୟ

ଆଜିଠାରୁ ମାଆଙ୍କ ନବରାତ୍ରୀ ପୂଜା। ନିଜ ନିଜ ଘରେ ମାଆଙ୍କୁ ସ୍ଥାପନା କରି ୯ ଦିନର ବ୍ରତ ପାଳିବେ ଶ୍ରଦ୍ଧାଳୁ। ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ। ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ…

ସମଲେଶ୍ଵରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠା ମନା

ସମ୍ବଲପୁର: ସମଲେଶ୍ଵରୀ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ସମ୍ବଲପୁର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରିଲ୍ସ ଏବଂ ପ୍ରି ୱେଡିଂ ଭିଡିଓ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ସୂଚନା…

ଜାତିସଂଘ ସଚିବଙ୍କୁ ବ୍ୟାନ କଲା ଇସ୍ରାଏଲ୍, ଦେଶରେ ପଶିପାରିବନି… 

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲ୍ ବ୍ୟାନ କରିଦେଇଛି। ଏହି ପ୍ରତିବନ୍ଧକ ପରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଆଉ ଇସ୍ରାଏଲ୍ ଯାଇପାରିବେ ନାହିଁ। ଏନେଇ ଇସ୍ରାଏଲ୍ କହିଛି ଯେ ଆଣ୍ଟୋନିଓ ଗୁଟେରସ ମିଳିତ ଜାତିସଂଘର…

ଓଡିଶାରେ ମହାତ୍ମା

ଭୁବନେଶ୍ବର: ସତ୍ୟ ଓ ଅହିଂସାର ପୂଜାରୀ, ଶାନ୍ତିର ବାର୍ତ୍ତାବହ ମହାତ୍ମା ଗାନ୍ଧି ନିଜ ଜୀବନ କାଳରେ ୭ଥର ଓଡିଶା ଆସି ଦେଇଥିଲେ ସ୍ୱାଧୀନତାର ମନ୍ତ୍ର । ଦେଶମାତୃକାର ସ୍ୱାଧୀନତା ଓ ସ୍ୱାଧିକାର ପାଇଁ ଓଡିଶାବାସୀଙ୍କୁ ପ୍ରେରିତ କରିଥିଲେ ଗାନ୍ଧିଜୀ । ଦେଇଥିଲେ ଅହିଂସାର ମହନୀୟ ବାର୍ତ୍ତା ।…

କେଉଁ ଦେଶରେ ନିଜକୁ ଅଧିକ ସୁରକ୍ଷିତ ମନେ କରନ୍ତି ମହିଳା…

ନୂଆଦିଲ୍ଲୀ: କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଅଭିଯୋଗ ସାମନାକୁ ଆସିବା ପରେ ଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଅପରାଧ ହାର, ସର୍ବସାଧାରଣ ପରିବହନ ସ୍ଥିତି, ରାତି ସମୟରେ ସୁରକ୍ଷା, ଆଇନ ବ୍ୟବସ୍ଥା ଓ ସାମାଜିକ…

ଚଳନ୍ତା ବସରେ ଅଗ୍ନିକାଣ୍ଡ, ୨୫ ଛାତ୍ରଛାତ୍ରୀ ଜଳିଗଲେ

ବ୍ୟାଙ୍ଗକକ୍: ଥାଇଲ୍ୟାଣ୍ଡରେ ୪୪ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ତେବେ ଅଗ୍ନିକାଣ୍ଡର କାରଣ…

ମ୍ୟୁଜିକ୍ କିପରି ଥେରାପି ଭଳି କାମ କରେ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କିପରି ହୋଇଥାଏ ଲାଭଦାୟକ

କଥାରେ ଅଛି, 'ସାତ ସୁରେ ବନ୍ଧା ଏ ଜୀବନ...।' ବାସ୍ତବରେ ସଂଗୀତ ବିନା ଜୀବନ ରଙ୍ଗହୀନ। ସଂଗୀତ ଜୀବନରେ ଭରେ ପ୍ରାଣ। ଅନେକ ସମୟରେ ଗୀତ ଗାଇ ଗାଇ କିମ୍ବା ଶୁଣି ଶୁଣି ରୋଗୀର ଅସ୍ତ୍ରୋପଚାର ହେଉଥିବାର ଖବର ସାମ୍ନାକୁ ଆସେ। ଏହାର ଅର୍ଥ ସଂଗୀତ ମଧ୍ୟ ଜୀବନରୁ ଯନ୍ତ୍ରଣା ହରିନିଏ। ତେଣୁ ମଣିଷ…

ଅକ୍ଟୋବରରେ ପାର୍ଟନରଙ୍କ ସହ କରନ୍ତୁ ପ୍ଲାନିଂ: ଏହି ସବୁ ସ୍ଥାନକୁ ବୁଲି ଯାଆନ୍ତୁ ସାରା ଜୀବନ ମନେ ରହିବ

ନୂଆଦିଲ୍ଲୀ: ଅକ୍ଟୋବର ମାସ ବୁଲାବୁଲି ପାଇଁ ସବୁଠାରୁ ଉତ୍ତମ ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ବୁଲାବୁଲି ପାଇଁ ଉତ୍ତମ ପାଗ ସହ ଅନେକ ଛୁଟିଦିନ ମଧ୍ୟ ମିଳିଥାଏ । ତେଣୁ ଯଦି ଆପଣ ଅକ୍ଟୋବର ମାସରେ ବୁଲାବୁଲି ପାଇଁ ଯୋଜନା କରୁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଭଲ ସ୍ଥାନ ବିଷୟରେ…

ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି ଲୋକଙ୍କୁ ସର୍ବଦା ଅତ୍ୟଧିକ କ୍ରୋଧ ଲାଗେ। ଆଉ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ। କ୍ରୋଧକୁ ଆୟତ୍ତ କରିବା…