Latest Odisha News

BREAKING NEWS

Browsing Category

ଫିଚର

ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ପିତାମାତାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ପୂଜାଙ୍କ ମା, ବାପାଙ୍କ ନାମରେ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୂଜାଙ୍କ ମା’ ମନୋରମା ବନ୍ଧୁକ ଦେଖାଇ ଧମକାଉଥିବା…

ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଶ୍ରୀ ସୂର୍ଯ୍ୟବଂଶୀ ପଦ୍ମଶ୍ରୀ ସ୍ୱାଇଁଙ୍କ…

ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅର୍ଦ୍ଧସାମରିକ ବାହିନୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ଏହାକୁ ନେଇ ସିଆଇଏସଏଫ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା କୁହାଯାଉଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅଗ୍ନିବୀରଙ୍କୁ ମଧ୍ୟ କେନ୍ଦ୍ରୀୟ ପୋଲିସ ଫୋର୍ସରେ ଚାକିରି…

ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର, ମଗଜି ଲଡୁକୁ ଜିଆଇ ମାନ୍ୟତା

ଭୁବନେଶ୍ୱର: ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର। ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଲା ପରେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି । ୨୦୨୦ରେ ଓୟୁଏଟି ସହଯୋଗରେ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ…

ଦିନକୁ ଦିନ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ଯ, ୬ ମାସରେ ୩୬ କୋଟି ଲୁଟିଲେ

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ଯ। ଶିକାର ହେଉଛନ୍ତି ଜନତା। ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଛନ୍ତି ସାଧାରଣ ଜନତା । ୨୦୨୪ ଜାନୁଆରୀରୁ ଜୁନ୍ ମାସ ଅର୍ଥାତ୍ ଗତ…

ମକା ଖାଇବା ପରେ ଭୁଲରେ କରନ୍ତୁ ନି ଏପରି କାମ, ବିଗିଡି ପାରେ ସ୍ୱାସ୍ଥ୍ୟାବସ୍ଥା !

ଭୁବନେଶ୍ଵର: ବର୍ଷାଦିନେ ମକା ଖାଇବାର ଆନନ୍ଦ ଟିକେ ଅଲଗା। ପ୍ରବଳ ବର୍ଷାରେ ମକାକୁ ପୋଡି ଲୁଣ, ଲଙ୍କା ଓ ଲେମ୍ବୁ ଦେଇ ଖାଇବା ଏକ ନିଆରା ସ୍ୱାଦ। ମକା ଖାଇବା କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। ଏଥିରେ ଫାଇବର, କ୍ୟାଲସିୟମ, ଭିଟାମିନ୍ ସି, ଭିଟାମିନ୍ B12…

ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କଲା ନକ୍ସା

ନୂଆଦିଲ୍ଲୀ: ଆପଣମାନେ ପିଲାଦିନରୁ ରାମାୟଣର ରାମସେତୁ ବିଷୟରେ ଶୁଣି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରୋ ରାମ ସେତୁ ସମ୍ପର୍କରେ ରୋଚକ ତଥ୍ୟ ଦେଇଛି। ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କରିଛି ନକ୍ସା। ସୂଚନା ଅନୁଯାୟୀ, ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର…

ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା

ତିରୁଚିରାପଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ବେଳେ ବାହାରିଲା ଟଙ୍କା ସାଙ୍ଗକୁ ପୁଳା ପୁଳା ସୁନା। ଏପରି ଘଟଣା ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ଘଟିଛି। ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଛି। ଏହି ମାମଲାରେ ଚେନ୍ନାଇରୁ…

ପତଞ୍ଜଳି ବିରୋଧରେ ୫୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ପତଞ୍ଜଳିର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ପତଞ୍ଜଳିଙ୍କୁ ଏହାର କର୍ପୁର ଉତ୍ପାଦ ବିକ୍ରୟ ନକରିବାକୁ ନିର୍ଦ୍ଦେଶ…

ଏଣିକି ଛାଡପତ୍ର ପରେ ମୁସଲିମ ମହିଳାଙ୍କୁ ମିଳିବ ଭରଣପୋଷଣ

ନୂଆଦିଲ୍ଲୀ: ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ମାମଲା ର ଶୁଣାଣି କରି କହିଛନ୍ତି। ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ…