Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ଦୁଇ ଦିନ ଯାଏଁ ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଓଡିଶାରେ ବର୍ଷାର ପରିମାଣ କମିବା ପରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ମଙ୍ଗଳବାର ଦିନ ୟେଲୋ ଆଲର୍ଟ ଜାରି କରିଛି ଆଇଏମଡି। ଜୁଲାଇ ୯ରେ ବାଲ‌େଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖ‌ୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଏବଂ…

ପିଏମ୍ ଆବାସ ଯୋଜନା ଟଙ୍କା ଧରି ପ୍ରେମିକ ସହ ୧୧ ମହିଳା ଫେରାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ନେଇ ଫେରାର ହୋଇଯାଇଛନ୍ତି ୧୧ ମହିଳା। ଏହି ଘଟଣା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋରଧରିଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୧୧ ଜଣ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର…

ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସତର୍କତା

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା ତାହାକୁ ଚିହ୍ନଟ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ…

ବିରାଟଙ୍କ ପବ୍‌ ବିରୋଧରେ ମାମଲା ରୁଜୁ 

ବେଙ୍ଗାଲୁରୁ: କ୍ରିକେଟ୍‌ ତାରକା  ବିରାଟ କୋହଲିଙ୍କର ମାଲିକାନାରେ ଥିବା ଏକ ପବ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା କୋହଲିଙ୍କର ୱାନ୮ କମ୍ୟୁନ ପବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା। ଏନେଇ ପୋଲିସ ପକ୍ଷରୁ ୱାନ୮…

ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ 

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ…

ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର ରାସ୍ତା

ଭୁବନ‌େଶ୍ବର: ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଦିନ ଦବିଯାଇଛି ରାସ୍ତା। ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଏକ ମିନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଆଇଗିଣିଆ ନିକଟସ୍ଥ ୧୬…

ହେମନ୍ତ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ହେମନ୍ତ ସୋରେନ ସରକାରରେ ସୋମବାର ଦିନ ଝ‌ାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚମ୍ପାଇ ସୋରେନଙ୍କ ସହ ଅନ୍ୟ ୧୦ ଜଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚର ବରିଷ୍ଠ ନେତା ତଥା ଅନ୍ୟାନ୍ୟ…

ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ସମାନତାର ମାଇଲଖୁଂଟ

ଏଥର ପ୍ୟାରିସ ଅଲିମ୍ପିକ୍ସ କେତେକ ଦୃଷ୍ଟିରୁ ଐତିହାସିକ ହେବାକୁ ଯାଉଛି । ବିଶେଷ କରି ମହିଳା ଆଥଲେଟଙ୍କ ପାଇଁ ପ୍ୟାରିସ ଅଲିମ୍ପିକ୍ସ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ । ଅଲିମ୍ପିକ୍ସ ପରି ବିଶ୍ୱକ୍ରୀଡାର ବୃହତ ଓ ଭବ୍ୟ ପ୍ରତିଯୋଗିତାରେ ଏଣିକି ପୁରୁଷମାନଙ୍କ ପରି ମହିଳାମାନଙ୍କର ମଧ୍ୟ ସମାନ…

ଚୀନ୍‌ର କାଳ ହେବ ଭାରତର ‘ଜୋରାୱର’

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଅତ୍ୟାଧୁନିକ ହାଲୁକା ଯୁଦ୍ଧ ଟ୍ୟାଙ୍କ ନିର୍ମାଣ କରିଛି ଭାରତ, ଯାହା କି ଉତ୍ତର-ପଶ୍ଚିମ ସୀମାନ୍ତର ହାଇ ଅଲଟିଟ୍ୟୁଡ୍ ବା ଉଚ୍ଚ ସ୍ଥାନରେ ଖୁବ୍ ସହଜରେ ମୁତୟନ ହୋଇ ଶତ୍ରୁପକ୍ଷକୁ ଚ୍ୟାଲେଂଜ କରିବ । ଜୋରାୱର ନାମକ…

ନିଟ୍-ୟୁଜି ପେପର ଲିକ୍ ମାମଲା; ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ବୁଧବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାରେ ଅନିୟମିତତା ହେବା ପରେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ତେଣୁ ସର୍ବୋଚ୍ଚ ଅଦାଲତ ସିବିଆଇ, ପରୀକ୍ଷା ଆୟୋଜନ କରିଥିବା…