Latest Odisha News
Browsing Category

ଖାଦ୍ୟ

ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁସ୍ଵାଦୁ ମକର ଚାଉଳ

ଭୁବନେଶ୍ଵର: ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ…

ଜାଣନ୍ତୁ ଅମୃତଭଣ୍ଡା ଖାଇବାର ସଠିକ୍ ସମୟ

ଅମୃତଭଣ୍ଡା ଏକ ଫଳ ଯାହା ଗ୍ରୀଷ୍ମ ଏବଂ ଶୀତ ଉଭୟ ସମୟରେ ଲୋକଙ୍କ ପ୍ରିୟ ଖାଦ୍ୟ ବୋଲି ବିବେଚନା କରାଯାଏ। ଏହାର ପୁଷ୍ଟିକର ତତ୍ତ୍ୱ କେବଳ ଆପଣଙ୍କ ପେଟକୁ ଆରାମ ଦିଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। କିନ୍ତୁ ଏହାକୁ ଖାଇବାର ସଠିକ୍ ସମୟ କ’ଣ? ଏହି ପ୍ରଶ୍ନ ବହୁତଙ୍କ…

ଶୀତୁଆ ପାଗରେ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଛତୁ ପରଟା

ଭୁବନେଶ୍ଵର: ପରଟା । ରୁଟି ଅପେକ୍ଷା ପରଟା ପ୍ରାୟ ସମସ୍ତଙ୍କର ପସନ୍ଦ । ସାଧା ପରଟା ହେଉ କି ପୁର ଦିଆ ପରଟା । ଶୀତୁଆ ପାଗରେ ଗରମା ଗରମ୍ ପରଟା ସହ ଯାହା ବି ଥାଉ ଶାନ୍ତିରେ ଖାଇ ହୋଇଯାଏ । ତେବେ ସାଧାରଣତଃ ଆପଣ ଆଳୁ ପରଟା, କୋବି ପରଟା, ପାଳଙ୍ଗ ପରଟା, ନଡିଆ ପରଟା ଆଦି ଖାଇଥିବେ ତ ନିଶ୍ଚୟ ।…

ଶୀତୁଆ ସନ୍ଧ୍ୟାରେ ଚୁଟ୍‌କିରେ ଘରେ ବନାନ୍ତୁ ଚିକେନ୍ ସୁପ୍

ଭୁବନେଶ୍ଵର: ଶୀତ ଦିନେ ସକାଳେ ସନ୍ଧ୍ୟାରେ ଗରମ ଗରମ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାସ୍ କରି ସନ୍ଧ୍ୟାବେଳେ ସମସ୍ତେ କିଛି ହେଲ୍‌ଦି ଓ ଟେଷ୍ଟି ଖାଇବାକୁ ମନ ବଳାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛୁ ଚିକେନ୍‌ ସୁପ୍‌ ରେସିପି । ଏହା ପାଟିକୁ ଯେମିତି ସୁଆଦିଆ…

ଏପରି ଜାଣନ୍ତୁ ଚିନି ଅସଲି ନା ନକଲି..

ଭୁବନେଶ୍ବର: ଆଜିକାଲି ବଜାରରେ ନକଲି ଖାଦ୍ୟ ସାମଗ୍ରୀ ମିଳୁଥିବା ଖବର ଆସୁଛି । ତେବେ ନିଜର ଓ ପରବାରର ସ୍ବାସ୍ଥ୍ୟ ପାଇଁ ଅସଲି ନକଲି ମଧ୍ୟରେ ପାର୍ଥକ୍ୟ ଜାଣିବା ଜରୁରୀ । ଚିନି ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର କରାଯାଏ । ଚା'ଠାରୁ ଆରମ୍ଭ କରି ମିଠା, କେକ୍ ,ପିଠା ସବୁଥିରେ ଚିନିର ବ୍ୟବହାର…

ଚର୍ମ ପାଇଁ ଏହି ଖାଦ୍ୟ ଅଭିଶାପ ସଦୃଶ…

ଭୁବନେଶ୍ବର: କିଛି ଜିନିଷ ଆମ ଚର୍ମ ପାଇଁ ଜହର ଭାବେ କାମ କରେ । ଏହାର ସିଧା ପ୍ରଭାବ ଆମ ଚର୍ମ ଉପରେ ପଡେ । ଦୈନନ୍ଦିନ ଖାଉଥିବା ଖାଦ୍ୟ ବେଶ୍ ଆମ ଶରୀର ଉପରେ ପ୍ରଭାବ ପକାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆମ ଚର୍ମ ପାଇଁ ଅଭିଶାପ ସଦୃଶ.. -ଚିନି ଧଳା ଜହର ଅଟେ । ମାତ୍ରାଧିକ…

ଶରୀରରେ ଦେଖାଦେଉଛି କି ଏ ସମସ୍ତ ଲକ୍ଷଣ, ତେବେ ହୋଇପାରେ ଭିଟାମିନ ବି ୧୨ ର ଅଭାବ

ଭୁବନେଶ୍ଵର: ଆମ ଶରୀର କୁ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ଓ ଭିଟାମିନ ର ଆବଶ୍ୟକତା ରହିଥାଏ l ଏହି ଭିଟାମିନ ଆମ ଶରୀରକୁ ଗଠନ କରିବା ସହିତ ଆମକୁ ମଜବୁତ ରଖିବାରେ ମୁଖ୍ୟ କାର୍ଯ୍ୟ କରିଥାଏ l କିନ୍ତୁ କୌଣସି ଗୋଟିଏ ଭିଟାମିନ ର ଯଦି ସାମାନ୍ୟ କମ ବେଶୀ ହୋଇଯାଏ ତେବେ ଆମେ ଅନେକ କଷ୍ଟର ଶିକାର…

ଘରେ ବନାନ୍ତୁ ଶୁଦ୍ଧ ‘ସମ୍ବର ମସଲା’

ଭୁବନେଶ୍ବର : ଆଜିକାଲି ଖବର ଆସୁଛି ଅପମିଶ୍ରଣ , ନକଲି ମସଲା ଖବର । ତେବେ ଚିନ୍ତା କରନ୍ତୁ ନାହିଁ ନିଜେ ଅତି ସହଜରେ ଘରେ ବନାନ୍ତୁ 'ସମ୍ବର ମସଲା'। ଦୋସା, ଇଟିଲି ସହ ଖାଇ ପାରିବେ ଏହି ସମ୍ବର ମସଲାରେ ତିଆରି ସୁଆଦିଆ ସମ୍ବର .. ସାମଗ୍ରୀ- ୩୦ ଭୃସଙ୍ଗ ପତ୍ର ୪ ଚାମଚ ଗୋଟା ଧନିଆ ୧…

ଶୀତୁଆ ସକାଳରେ ଗୋଲାପ ଚା’ର ମଜା ନିଅନ୍ତୁ

ଭୁବନେଶ୍ବର: ଭାରତୀୟମାନେ ସବୁ ଋତୁରେ ଚା’ ପିଇବାକୁ ପସନ୍ଦ କରନ୍ତୁ । ଅଦା ଚା’, ତୁଳସୀ ଚା’, ଲେମନ ଟି ଏମିତି କେତେ ଚା’ ପିଇଥିବେ । କିନ୍ତୁ କେବେ ଗୋଲାପ ଚା' ପିଇଛନ୍ତି କି? ଯଦି ଆପଣଙ୍କ ଘରେ ଗୋଲାପ ଫୁଲ ଗଛ ଅଛି, ତେବେ ଆପଣ ସହଜରେ ଏହି ଚା ରେସିପି ପ୍ରସ୍ତୁତ କରିପାରିବେ | ତେବେ…

ଏହି ଖାଦ୍ୟ ୨୦୨୪ରେ ସର୍ବାଧିକ ଅର୍ଡର ହୋଇଥିଲା, ସ୍ବିଗିରେ ଏକ ମିନିଟରେ ୧୫୮ ଅର୍ଡର

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି ୨୦୨୪ ମସିହାରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟର ବିବରଣୀ ପ୍ରକାଶ କରିଛି | ୨୦୨୪ ମସିହାରେ ବିରିୟାନୀ ଭାରତୀୟଙ୍କ ପ୍ରଥମ ପସନ୍ଦ ଥିଲା | ଏହି ବର୍ଷ ଜାନୁଆରୀ ୧ରୁ ନଭେମ୍ବର ୨୨ ମଧ୍ୟରେ ୮.୩କୋଟି ବିରିୟାନୀ ଅର୍ଡର କରାଯାଇଥିଲା |…