Latest Odisha News
Browsing Category

ଖାଦ୍ୟ

ରୁଟି ସହ ଖାଆନ୍ତୁ ରାଜସ୍ଥାନର ‘ରସୁଣ ଚଟଣୀ’

ଭୁବନେଶ୍ବର: ରାଜସ୍ଥାନରେ ଲୋକମାନେ ରସୁଣ ଏବଂ ଲଙ୍କା ଚଟଣୀ ବହୁତ ସୌଉକରେ ଖାଆନ୍ତି | ସେଠାରେ ବାଜରା ଏବଂ  ରୁଟି ସହ ରସୁଣ ଲାଲ ଲଙ୍କା ଚଟଣୀ ଖାଆନ୍ତି | ତେବେ ଆସନ୍ତୁ ଆଜି ଶିଖିବା ରାଜସ୍ଥାନୀ ଶୈଳୀରେ ଲଙ୍କା ରସୁଣର ଲାଲ୍ ଚଟଣୀ କିପରି ସହଜରେ ପ୍ରସ୍ତୁତ କରାଯାଏ? ସାମଗ୍ରୀ:୨୦-୨୫ ରସୁଣ…

ଆସ ଖାଇବା ସୁଆଦିଆ ‘ମାଣ୍ଡିଆ ହାଲୁଆ’

ଭୁବନେଶ୍ବର: ବଢ଼ୁଛି ମାଣ୍ଡିଆରେ ତିଆରି ଖାଦ୍ୟ ସାମଗ୍ରୀର ଚାହିଦା। ଦିନେ ଲୋକମାନେ ଭାବୁଥିଲେ ମାଣ୍ଡିଆରେ କେବଳ ଜାଉ ତିଆରି ହୁଏ । କିନ୍ତୁ ମାଣ୍ଡିଆରୁ ଟେଷ୍ଟି ଟେଷ୍ଟି ଖାଦ୍ୟ ଏବେ ପ୍ରସ୍ତୁତ କରିଲେଣି ଲୋକେ । ତେବେ ଆସନ୍ତୁ ଆଜି ଶିଖିବା 'ମାଣ୍ଡିଆ ହାଲୁଆ' ରେସିପି  । ସାମଗ୍ରୀ:-…

ଜାଣନ୍ତୁ ବ୍ଲୁବେରୀ ଖାଇବାର ୫ ଲାଭ: ସ୍ବାସ୍ଥ୍ୟ ପାଇଁ ରାମବାଣ

ଭୁବନେଶ୍ବର: ବ୍ଲୁବେରୀ ଫଳ, ଅନେକ ପୋଷକ ତତ୍ତ୍ବର ଅଧିକାରୀ । ବ୍ଲୁବେରି ଏକ ସୁସ୍ଥ ଏବଂ ଚାପମୁକ୍ତ ଖାଦ୍ୟ ।  ଏଥିରେ ଫାଇବର, ଭିଟାମିନ୍ ସି, ଭିଟାମିନ୍ କେ, ମାଙ୍ଗାନିଜ୍ ଏବଂ ପୋଟାସିୟମ୍ ଭରପୂର ପରିମାଣରେ ଭରିରହିଛି । ଏଥିସହିତ ଏଥିରେ ସୋଡିୟମ୍ ମଧ୍ୟ କମ୍ ଏବଂ ପ୍ରାୟତଃ ଏଥିରେ ଅଧିକ…

ଛୁଟି ଦିନରେ ଘରେ ବନାନ୍ତୁ ଏହି ସୁସ୍ଵାଦୁ ଖାଦ୍ୟ, ନିଅନ୍ତୁ ମଜା…

ଭୁବନେଶ୍ଵର: ପିଲାମାନଙ୍କୁ ସବୁବେଳେ ବାହାରର ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲ ଲାଗେ।  ସଂଧ୍ୟା ସମୟରେ ‘ଚା’ ସହ କିଛି ସ୍ନାକ୍ସ ହୋଇଗଲେ ଖାଇବାର ମଜା ଦୁଇ ଦୁଣ ବଢିଯାଏ । ଘରେ ଛୋଟପିଲାମାନେ ମଧ୍ୟ ସ୍ନାକ୍ସ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ଏକ ଟେଷ୍ଟି…

ଏହି ଶୀତରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଦହି କାଞ୍ଜି

ଭୁବନେଶ୍ଵର: ଓଡ଼ିଆମାନଙ୍କର ପାରମ୍ପାରିକ ଖାଦ୍ୟ ମଧ୍ୟରେ ଦହି କାଞ୍ଜି ବେଶ୍‌ ଜଣାଶୁଣା। ଶୀତ ଦିନେ ଗରମ ଗରମ ଦହି କାଞ୍ଜି ଖାଇବାକୁ ଯେତିକି ଭଲ ଲାଗେ, ତାହା ସ୍ୱାସ୍ଥ୍ୟ ପାଇଁ ବି ବେଶ୍‌ ଲାଭଦାୟକ। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ଦହି କାଞ୍ଜି। ଆବଶ୍ୟକୀୟ ସାମଗ୍ରୀ କଖାରୁ,…

ସଜନାଛୁଇଁ ଆଚାର : ଥରେ କଲେ ବର୍ଷସାରା ଖାଉଥିବେ

ଭୁବନେଶ୍ବର: ସବୁବେଳେ ଆମ୍ବ ,ଲେମ୍ବୁ ଆଚାର କେତେ ଖାଇବେ ଆସନ୍ତୁ ଆଜି ଶିଖିବା ସଜନାଛୁଇଁର ଆଚାର ପ୍ରଣାଳୀ । ଏବେ ଶୀତଋତୁରେ ସଜନାଛୁଇଁ ଗଛରେ ଭରି ହେଲାଣି । ତେବେ ଆସନ୍ତୁ ପୋଷକତତ୍ତ୍ବରେ ଭରପୂର ସଜନାଛୁଇଁରୁ ତିଆରି କରିବା ଆଚାର । କେମିକାଲ ଫ୍ରି ଆଚାର ଘରେ କରି ଖାଆନ୍ତୁ ଓ ଖୁଆନ୍ତୁ ।…

ମାଣ୍ଡିଆ ସୁପ୍ : ଦେହକୁ ହିତ, ପାଟିକୁ ସୁଆଦ

ଭୁବନେଶ୍ବର: ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆରେ ଅଧିକ ଫାଇବର,ମିନରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଏକାଧିକ ଭିଟାମିନ୍, କ୍ୟାଲସିୟମ ସହ ଏହା ଔଷଧୀୟଗୁଣ ରହିଛି । ତେବେ ଆପଣ ଶୀତଦିନରେ ଏହି ମାଣ୍ଡିଆକୁ ନେଇ ଏପରି ଏକ ସୁପ୍ ପ୍ରସ୍ତୁତ କରିପାରିବେ ,ଯାହାକୁ ପିଇବା ପରେ ଶୀତକୁ ଭୁଲିଯିବେ…

ଆପଣଙ୍କର ଥଣ୍ଡା, ଶ୍ଵାସ ଜନିତ ସମସ୍ୟା ଅଛି କି ? ପାଣିରେ ମିଶାଇ ପିଅନ୍ତୁ ଏହି ଜଡିବୁଟି…

ଭୁବନେଶ୍ଵର : ଶୀତ ଋତୁରେ ଅଧିକାଂଶ ଲୋକ କାଶ, ଥଣ୍ଡା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାନ୍ତି। କିଛି ଲୋକଙ୍କ ଗଳା ଯନ୍ତ୍ରଣା ଏବଂ ଶ୍ବାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏପରି ସ୍ଥିତିରେ, ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ । ଶୀତଦିନେ,…

ସଂସଦରେ ୫୦ ପଇସାରେ ମିଳୁଥିଲା ପେଟପୂରା ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ବର୍ତ୍ତମାନର ମୂଲ୍ୟ…

ନୂଆଦିଲ୍ଲୀ: ସଂସଦରେ ଚାଲୁଛି ଶୀତକାଳୀନ ଅଧିବେଶନ। ପ୍ରତି ଅଧିବେଶନରେ ହଙ୍ଗାମା କରୁଛନ୍ତି ବିରୋଧୀ । ତେଣୁ ପ୍ରତିଦିନ ସ୍ଥଗିତ ହେଉଛି ସଂସଦର କାର୍ଯ୍ୟକାଳ । ତେଣୁ ସଂସଦକୁ ଆସୁଥିବା ସାଂସଦ, ସାମ୍ବାଦିକ ଓ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂସଦରେ ଖାଦ୍ୟପେୟ ପାଇଁ ଗୋଟିଏ କ୍ୟାଣ୍ଟିନ…

ଜାଣନ୍ତୁ ଶୀତରେ କିପରି କରିବେ ବାଦାମର ସେବନ, ୮୦ ପ୍ରତିଶତ ଲୋକ କରିଥାନ୍ତି ଏହି ଭୁଲ୍?

ଭୁବନେଶ୍ବର: ଶୀତ ଆସିବା ମାତ୍ରେ ଲୋକମାନେ ପ୍ରତିଦିନ ବାଦାମ ଖାଇବା ଆରମ୍ଭ କରନ୍ତି । ବାଦାମ ଶରୀରକୁ ଶକ୍ତି ଦେଇଥାଏ ଏବଂ ଏଥିରେ ଥିବା ଭିଟାମିନ୍ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ବାଦାମ ଖାଇବା ଦ୍ବାରା ଶରୀରରେ ଉଷ୍ମତା ଆସିଥାଏ । ବାଦାମ ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରାଏ…