Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଫ୍ୟାସନରେ ଫ୍ଲେୟର୍ଡ ଜିନ୍ସ , ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି ।…

ଆମେରିକାରେ ବ୍ୟାନ୍ ଏହି ଗ୍ୟାସ ମେଡିସିନ୍..କିନ୍ତୁ ଭାରତରେ ରହିଛି ବହୁଳ ଚାହିଦା…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବ୍ୟବହୃତ ଗ୍ୟାସ ବା ଛାତି ପୋଡା ମେଡିସିନ୍ ରାନିଟିଡିନ୍ ଏବେ ଆମେରିକାରରେ ସଂପୂର୍ଣ୍ଣ ନିଷେଧ । ହେଲେ ଭାରତରେ ଏବେ ବି ଏହାର ଚାହିଦା ରହିଛି । ଭାରତ ବଜାରରେ ଏବେ ବି ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ଏମିତି କାହିଁକି? କାହିଁକି ଦେଶର…

ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ସଫା କରିବେ ?

ଭୁବନେଶ୍ବର: ଶୀତ ଦିନ ହେଲେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧେଇଥାନ୍ତି । ତେବେ ମୁଣ୍ଡ ଧୋଇଲାବେଳେ ଆପଣ ଗରମ ପାଣି ବ୍ୟବହାର କରୁଛନ୍ତି କି ତେବେ ଏପରି କରନ୍ତୁ ନାହିଁ । ଚର୍ମ ବିଶେଷଜ୍ଞଙ୍କ ଅନୁସାରେ, ଗରମ ପାଣି କେଶ ପାଇଁ କ୍ଷତିକାରକ । ଗରମ ପାଣିର ବ୍ୟବହାରରେ କେଶ ଶୁଷ୍କ ଓ ରୁକ୍ଷ…

ଫେବୃଆରୀରୁ ଆୟୁଷ୍ମାନ: ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ବର: ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା । ଆସନ୍ତା ବର୍ଷ ଫେବୃଆରୀରୁ ରାଜ୍ୟରେ ଉଭୟ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ…

ସକାଳୁ ତେଜପତ୍ର ପାଣି ପିଅନ୍ତୁ, ପେଟ ସମସ୍ୟା ଦୂର ହେବ

ଭୁବନେଶ୍ବର:  ଆମ ଭାରତର ରୋଷେଇଘରେ ବ୍ୟବହାର ହେଉଥିବା ମସଲା କେବଳ ପାଟି ପାଇଁ ସୁଆଦିଆ ନୁହେଁ ଦେହ ପାଇଁ ବି ଲାଭଦାୟକ । ସେହିପରି ତରକାରୀରେ ବ୍ୟବହୃତ ହେଉଥିବା ତେଜପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ତେଜପତ୍ରକୁ ସିଝାଇ ଏହାର ପାଣି ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ।…

ଘରେ ବନାନ୍ତୁ ଶୁଦ୍ଧ ‘ସମ୍ବର ମସଲା’

ଭୁବନେଶ୍ବର : ଆଜିକାଲି ଖବର ଆସୁଛି ଅପମିଶ୍ରଣ , ନକଲି ମସଲା ଖବର । ତେବେ ଚିନ୍ତା କରନ୍ତୁ ନାହିଁ ନିଜେ ଅତି ସହଜରେ ଘରେ ବନାନ୍ତୁ 'ସମ୍ବର ମସଲା'। ଦୋସା, ଇଟିଲି ସହ ଖାଇ ପାରିବେ ଏହି ସମ୍ବର ମସଲାରେ ତିଆରି ସୁଆଦିଆ ସମ୍ବର .. ସାମଗ୍ରୀ- ୩୦ ଭୃସଙ୍ଗ ପତ୍ର ୪ ଚାମଚ ଗୋଟା ଧନିଆ ୧…

ଖାଇବା ସ୍କିପ୍ କରୁଛନ୍ତି କି? ଜାଣନ୍ତୁ ମସ୍ତିଷ୍କ ଉପରେ ପଡିବାରେ ଏହି ପ୍ରଭାବ….

ଭୁବନେଶ୍ବର: ଆପଣଙ୍କର ବି ସମୟ ସମୟରେ ଖାଇବା ସ୍କିପ୍ କରିବାର ଅଭ୍ୟାସ ରହିଛି କି? କେବେ ଆପଣ ଅନୁଭବ କରିଛନ୍ତି କି ଯେ ଆପଣଙ୍କ ପେଟ ଖାଲି ରହିଲେ ଆପଣଙ୍କ ମୁଣ୍ଡ ବିନ୍ଧୁଛି? ନିଶ୍ଚିତ ଭାବେ କେବେ ନା କେବେ ଆମେ ତାହା ଅନୁଭବ କରିଛେ । ଆମେ ସମସ୍ତେ ଜଳଖିଆ ନଖାଇବାର ଖରାପ ଦିଗ ବିଷୟରେ…

ମେଦବହୁଳତାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନ, ବିପଦରେ ଛୋଟପିଲା

ନୂଆଦିଲ୍ଲୀ : ଭାରତରେ ବଢ଼ିବାରେ ଲାଗିଛି ମେଦବହୁଳତା। ପିଲାଠୁ ବୃଦ୍ଧଙ୍କ ଯାଏ ସମସ୍ତେ ଏବେ ମେଦବହୁଳତାର ଶିକାର ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ବିପଜ୍ଜନକ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟାଇପ୍-୨ ମଧୁମେହ ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ,…

ଶୀତଦିନେ ଯାତ୍ରା କଲାବେଳେ ଟ୍ରାଭେଲ ବ୍ୟାଗରେ ରଖନ୍ତୁ ଏହି ଜିନିଷ..

ଭୁବନେଶ୍ବର: ଶୀତଦିନ ଆସିଗଲେ ସମସ୍ତେ ଟ୍ରାଭେଲ କରିବାକୁ ଭଲ ପାଆନ୍ତି । କିନ୍ତୁ ଶୀତ ଦିନରେ ସ୍କିନ ଅଧିକ ପ୍ରଭାବିତ ହୁଏ ତେଣୁ ତ୍ବଚାର ବିଶେଷ ଯତ୍ନ ନେବା ଅତି ଜରୁରୀ । ବୁଲିବା ବେଳେ ସ୍କିନର ଯତ୍ନ ନେବା ସମ୍ଭବପର ନୁହେଁ । ତେଣୁ କିଛିଟା ପ୍ରଡକ୍ଟ ନିଜର ବ୍ୟାଗରେ ରଖନ୍ତୁ ...…

ଅମୃତଭଣ୍ଡା ଫେସପ୍ୟାକ୍ ଲଗାନ୍ତୁ, ଦାଗହୀନ ଚେହେରା ପାଆନ୍ତୁ

ଭୁବନେଶ୍ବର: ଅମୃତଭଣ୍ଡା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଆମର ତ୍ବଚା ପାଇଁ ମଧ୍ୟ ଭଲ । ଆପଣଙ୍କୁ  ଗ୍ଲୋ ଫେସ୍ ପାଇଁ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଲଗାଇବା ଦରକାର ନାହିଁ । ଆପଣ ଘରେ ଅମୃତଭଣ୍ଡାରୁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇପାରିବେ । ଏଥିରେ ଫେସରୁ ବ୍ରଣ ଦାଗ ଦୂର ହେବା ସହ ଗ୍ଲୋ…