Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବିଟରୁଟ୍ ଫେସ୍ ପ୍ୟାକ୍: ଚେହେରାରେ ଆସିବ ଗୋଲାପୀ ଚମକ

ଭୁବନେଶ୍ବର: ମହିଳାମାନେ ସୁନ୍ଦର ଏବଂ ଉଜ୍ଜ୍ଵଳ ତ୍ବଚା ପାଇଁ ବିୟୁଟିପାର୍ଲର ଯାଆନ୍ତି, କିନ୍ତୁ ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ । କାରଣ ଏଥିରେ ଅନେକ ଉତ୍ପାଦ ଅଛି ଯାହା ରାସାୟନିକ ପଦାର୍ଥରୁ ତିଆରି, ଯାହା କିଛି ସମୟ ପାଇଁ ଚେହେରାରେ ଚମକ ଆଣିଥାଏ ସତ କିନ୍ତୁ ପରେ ଏହାର ଫଳାଫଳ…

ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣନ୍ତୁ ଆପଣଙ୍କ କିଡନୀ ଫେଲ୍ ହେଉଛି…

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଥିରେ ଥିବା କୌଣସି ତ୍ରୁଟି ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ମୁଖ୍ୟ ଭୂମିକା ଗ୍ରହଣ କରେ । କିଡନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ, କିନ୍ତୁ ବର୍ତ୍ତମାନ ସମୟରେ ଭୁଲ…

ପୁଣି ଡରାଇଲାଣି ମହାମାରୀ, ନେଲାଣି ୭୯ ଜୀବନ 

ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ଏଯାବତ୍ ୭୯ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ କାହିଁକି ହଠାତ୍ ଏହି ମହାମାରୀ ମୁଣ୍ଡ ଟେକିଛି ସେନେଇ କିଛି ସ୍ପଷ୍ଟ କାରଣ ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି…

ମାଣ୍ଡିଆ ସୁପ୍ : ଦେହକୁ ହିତ, ପାଟିକୁ ସୁଆଦ

ଭୁବନେଶ୍ବର: ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆରେ ଅଧିକ ଫାଇବର,ମିନରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଏକାଧିକ ଭିଟାମିନ୍, କ୍ୟାଲସିୟମ ସହ ଏହା ଔଷଧୀୟଗୁଣ ରହିଛି । ତେବେ ଆପଣ ଶୀତଦିନରେ ଏହି ମାଣ୍ଡିଆକୁ ନେଇ ଏପରି ଏକ ସୁପ୍ ପ୍ରସ୍ତୁତ କରିପାରିବେ ,ଯାହାକୁ ପିଇବା ପରେ ଶୀତକୁ ଭୁଲିଯିବେ…

ବିଶ୍ୱ ଏଡ୍‌ସ ଦିବସ: ଭୁବନେଶ୍ୱର ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍

ଭୁବନେଶ୍ଵର: ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩୧ ଜଣ ଏଚ୍ଆଇଭି ପଜିଟିଭ୍। ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର ଏମ୍‌ସର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟ‌ରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ…

ରୋଗ ବଢ଼ାଉଛି ସ୍ମାର୍ଟଫୋନ, ଏବେଠୁ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍‌ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି ଯୁବପିଢ଼ି, ଯାହା ଦ୍ଵାରା ସେମାନଙ୍କର ଅଧିକାଂଶ କାର୍ଯ୍ୟ ବାକି ରହିଯାଏ…

କେତେ ତାପମାତ୍ରାରେ ବ୍ୟବହାର କରିବା ଉଚିତ୍ ଗିଜର?

ଭୁବନେଶ୍ବର: ଶୀତ ଦିନ ଆସିଗଲାଣି । ଶୀତ ଦିନେ ଆସିଲେ ଗିଜର ଓ୍ବାଟର ହିଟରର ଖୋଜା ପଡେ । ଉଷୁମ ପାଣିରେ ଗାଧୋଇବା ପାଇଁ ଅନେକ ବାଥ୍‌ରୁମ୍‌ରେ ଗିଜର ବ୍ୟବହାର କରିଥାନ୍ତି । କିନ୍ତୁ, ଆପଣ ଜାଣନ୍ତି କି, ଏହାକୁ ବ୍ୟବହାର କରିବା ସମୟରେ କିଛି କିଛି ଅସାବଧାନତା ବିଭିନ୍ନ ଦୁର୍ଘଟଣା ଏମିତିକି…

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ହାଇ-ଗ୍ରେଡ ଗ୍ଲିଓମା ଅସ୍ତ୍ରୋପଚାର ଆରମ୍ଭ

ବ୍ରହ୍ମପୁର: ମସ୍ତିଷ୍କରେ ହେଉଥିବା ଜଟିଳ ଟ୍ୟୁମରର ହେବ ସଫଳ ଚିକିତ୍ସା। ଏହାପାଇଁ ଆଉ ଦୂରକୁ ଯିବେନି ରୋଗୀ। ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ବଡ ଟ୍ୟୁମରକୁ  ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ।…

ବଜାରର ମହଙ୍ଗା ସିରମକୁ କରନ୍ତୁ ବାଏ! ନିଜେ ଘରେ ବନାନ୍ତୁ ହେୟାର ସିରମ୍

ଭୁବନେଶ୍ବର: ନିଜ କେଶର ଯତ୍ନ ନେବା ନିହାତି ଦରକାର । ଆଜିକାଲି କେଶ ଝଡିବା, କେଶର ଚମକ କମିଯିବା ଆଉ ମଧ୍ୟ ଅସମୟରେ କେଶ ଧଳା ହେବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଶରେ ହେୟାର ସିରମ୍ ଲଗାଇବା ଜରୁରୀ । କିନ୍ତୁ ବଜାରରେ ଏତେ ମହଙ୍ଗା ସିରମ୍ ବ୍ୟବହାର…

ଆପଣଙ୍କର ଥଣ୍ଡା, ଶ୍ଵାସ ଜନିତ ସମସ୍ୟା ଅଛି କି ? ପାଣିରେ ମିଶାଇ ପିଅନ୍ତୁ ଏହି ଜଡିବୁଟି…

ଭୁବନେଶ୍ଵର : ଶୀତ ଋତୁରେ ଅଧିକାଂଶ ଲୋକ କାଶ, ଥଣ୍ଡା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାନ୍ତି। କିଛି ଲୋକଙ୍କ ଗଳା ଯନ୍ତ୍ରଣା ଏବଂ ଶ୍ବାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏପରି ସ୍ଥିତିରେ, ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ । ଶୀତଦିନେ,…