Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମେଦବହୁଳତାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନ, ବିପଦରେ ଛୋଟପିଲା

ନୂଆଦିଲ୍ଲୀ : ଭାରତରେ ବଢ଼ିବାରେ ଲାଗିଛି ମେଦବହୁଳତା। ପିଲାଠୁ ବୃଦ୍ଧଙ୍କ ଯାଏ ସମସ୍ତେ ଏବେ ମେଦବହୁଳତାର ଶିକାର ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ବିପଜ୍ଜନକ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟାଇପ୍-୨ ମଧୁମେହ ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ,…

ଶୀତଦିନେ ଯାତ୍ରା କଲାବେଳେ ଟ୍ରାଭେଲ ବ୍ୟାଗରେ ରଖନ୍ତୁ ଏହି ଜିନିଷ..

ଭୁବନେଶ୍ବର: ଶୀତଦିନ ଆସିଗଲେ ସମସ୍ତେ ଟ୍ରାଭେଲ କରିବାକୁ ଭଲ ପାଆନ୍ତି । କିନ୍ତୁ ଶୀତ ଦିନରେ ସ୍କିନ ଅଧିକ ପ୍ରଭାବିତ ହୁଏ ତେଣୁ ତ୍ବଚାର ବିଶେଷ ଯତ୍ନ ନେବା ଅତି ଜରୁରୀ । ବୁଲିବା ବେଳେ ସ୍କିନର ଯତ୍ନ ନେବା ସମ୍ଭବପର ନୁହେଁ । ତେଣୁ କିଛିଟା ପ୍ରଡକ୍ଟ ନିଜର ବ୍ୟାଗରେ ରଖନ୍ତୁ ...…

ଅମୃତଭଣ୍ଡା ଫେସପ୍ୟାକ୍ ଲଗାନ୍ତୁ, ଦାଗହୀନ ଚେହେରା ପାଆନ୍ତୁ

ଭୁବନେଶ୍ବର: ଅମୃତଭଣ୍ଡା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଆମର ତ୍ବଚା ପାଇଁ ମଧ୍ୟ ଭଲ । ଆପଣଙ୍କୁ  ଗ୍ଲୋ ଫେସ୍ ପାଇଁ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଲଗାଇବା ଦରକାର ନାହିଁ । ଆପଣ ଘରେ ଅମୃତଭଣ୍ଡାରୁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇପାରିବେ । ଏଥିରେ ଫେସରୁ ବ୍ରଣ ଦାଗ ଦୂର ହେବା ସହ ଗ୍ଲୋ…

ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ପାଇଁ ରାମବାଣ ‘ବଜ୍ରାସାନ ‘

ଭୁବନେଶ୍ବର: ଆଜିକାଲି ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ସାଧାରଣ ଭାବେ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଏବେର ବ୍ୟସ୍ତବହୁଳ ଆରମଦାୟକ ଜୀବନଯାପନ ପ୍ରଣାଳୀ ଏହାର ମୁଖ୍ୟ କାରଣ ଅଟେ । ସେଥିପାଇଁ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବା ଜରୁରୀ ହୋଇପଡିଛି । ଜାଣିଛନ୍ତି କି, ଏହି ବଜ୍ରାସାନ…

କଦଳୀ ଭଣ୍ଡା ଖାଇଲେ ବ୍ଲଡସୁଗାର ହୁଏ ନିୟନ୍ତ୍ରିତ

ଭୁବନେଶ୍ବର: ବ୍ଲଡସୁଗାରକୁ ନିୟନ୍ତ୍ରିତ କରି ଜଣେ ସୁସ୍ଥ ଜୀବନ ଅତିବାହିତ କରି ପାରିବ । ବ୍ୟାୟାମ, ଫାଇବର ଆହାର ଏବଂ ଆଣ୍ଟିଅକ୍ସିଡାଣ୍ଟ ଖାଇବା ଦ୍ବାରା ରକ୍ତରେ ସୁଗାର ସ୍ତର ନିୟନ୍ତ୍ରଣ କରାଯାଇପାରିବ |ତେବେ ଆୟୁର୍ବେଦ ପଦ୍ଧତିରେ ମଧ୍ୟ ବ୍ଲଡସୁଗାର ଲେବଲ ଠିକ୍ କରାଯାଇ ପାରିବ । କଦଳୀ…

ଶୀତୁଆ ସକାଳରେ ଗୋଲାପ ଚା’ର ମଜା ନିଅନ୍ତୁ

ଭୁବନେଶ୍ବର: ଭାରତୀୟମାନେ ସବୁ ଋତୁରେ ଚା’ ପିଇବାକୁ ପସନ୍ଦ କରନ୍ତୁ । ଅଦା ଚା’, ତୁଳସୀ ଚା’, ଲେମନ ଟି ଏମିତି କେତେ ଚା’ ପିଇଥିବେ । କିନ୍ତୁ କେବେ ଗୋଲାପ ଚା' ପିଇଛନ୍ତି କି? ଯଦି ଆପଣଙ୍କ ଘରେ ଗୋଲାପ ଫୁଲ ଗଛ ଅଛି, ତେବେ ଆପଣ ସହଜରେ ଏହି ଚା ରେସିପି ପ୍ରସ୍ତୁତ କରିପାରିବେ | ତେବେ…

ଶୀତଦିନେ ପ୍ରତିଦିନ ଦୌଡ଼ିବା ଜରୁରୀ କି? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଯଦି ଆପଣ ଶରୀରର ଚର୍ବିକୁ ଶୀଘ୍ର କମେଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଦୌଡିବା ଅଭ୍ୟାସ କରନ୍ତୁ। ଦୌଡିବା ମଧ୍ୟ ଏକ ବ୍ୟାୟାମ ଯେତିକି ସରଳ ସେତିକି ପ୍ରଭାବଶାଳୀ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଯେତେବେଳେ ଆପଣ ଦୌଡ଼ନ୍ତି, ସମଗ୍ର ଶରୀର ଗତି ହୁଏ। ଆପଣ ପ୍ରତିଦିନ କେତେ…

ଗୋଟିଏ ଯୋଗ ଆସନାର ଅନେକ ଉପକାର: ଶଶାଙ୍କାସନ

ଭୁବନେଶ୍ବର: ଶଶାଙ୍କାସନ ଯୋଗ କରି, ଆମେ ଅନେକ ପ୍ରକାରର ସମସ୍ୟାରୁ ଅନେକ ଆରାମ ପାଇପାରିବା କି? ଆଜ୍ଞା ହଁ, ଶଶାଙ୍କାସନ ନାମକ ରାବିଟ୍ ପୋଜ୍ ବେକ, କାନ୍ଧ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଓ ଅନେକ ଲାଭ ଶରୀରକୁ ମିଳିଥାଏ | ତେବେ  ଆସନ୍ତୁ ଜାଣିବା ଶଶାଙ୍କାସାନା କିପରି ସଠିକ୍ ଭାବରେ…

ଏହି ଖାଦ୍ୟ ୨୦୨୪ରେ ସର୍ବାଧିକ ଅର୍ଡର ହୋଇଥିଲା, ସ୍ବିଗିରେ ଏକ ମିନିଟରେ ୧୫୮ ଅର୍ଡର

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି ୨୦୨୪ ମସିହାରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟର ବିବରଣୀ ପ୍ରକାଶ କରିଛି | ୨୦୨୪ ମସିହାରେ ବିରିୟାନୀ ଭାରତୀୟଙ୍କ ପ୍ରଥମ ପସନ୍ଦ ଥିଲା | ଏହି ବର୍ଷ ଜାନୁଆରୀ ୧ରୁ ନଭେମ୍ବର ୨୨ ମଧ୍ୟରେ ୮.୩କୋଟି ବିରିୟାନୀ ଅର୍ଡର କରାଯାଇଥିଲା |…

ଶରୀରରେ ଡିମେନ୍ସିଆ ରୋଗର ଦେଖାଯାଏ ଏହି ସବୁ ସଙ୍କେତ, କିପରି ଜାଣିବେ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମାନସିକ ରୋଗ ବହୁତ ବୃଦ୍ଧି ପାଇଛି । ଡିମେନ୍ସିଆ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଏହି ମସ୍ତିଷ୍କ ରୋଗ ବିଶେଷ ଭାବରେ ମାନସିକ ସ୍ବାସ୍ଥ୍ୟ ସହିତ ଜଡିତ, ଯେଉଁଥିରେ ଜଣେ ବ୍ୟକ୍ତିକୁ ମନେରଖିବା, ଭୁଲିଯିବା, ଚିନ୍ତା କରିବା, ଜିନିଷ ବୁଝିବା ଏବଂ ଧ୍ୟାନ ଦେବାରେ…