Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ ମୃତ୍ୟୁ କେବେ ? ଜାଣନ୍ତୁ କ’ଣ ଏହି ଟେଷ୍ଟ

ନୂଆଦିଲ୍ଲୀ: ଆଧୁନିକ ଚିକିତ୍ସାରେ ରୋଗର ଚିକିତ୍ସା କରିବାଠାରୁ ଅଧିକ ଏବେ ତାହାର ପ୍ରାଥମିକ ସଙ୍କେତଗୁଡ଼ିକୁ ଧରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଦିଗରେ ଏକ ନୂଆ ଗବେଷଣାରେ ସଙ୍କେତ ମିଳିଛି ଯେ ରକ୍ତରେ ଉପସ୍ଥିତ କିଛି ବିଶେଷ ପ୍ରୋଟିନ୍ ଭବିଷ୍ୟତରେ ଗମ୍ଭୀର ରୋଗ ଏବଂ ମୃତ୍ୟୁ ଆଣିପାରେ।…

ମାତ୍ର ୫ ମିନିଟରେ ବ୍ଲଡ୍ ପ୍ରେସର୍ ବଢାଇ ଦେବ ଏହି ତିନୋଟି ଜିନିଷ, ଖାଇବା ପୂର୍ବରୁ ୧୦୦ ଥର ଭାବନ୍ତୁ

ଭୁବନେଶ୍ୱର: ଆଜିକାଲିର ଜୀବନଶୈଳୀରେ ହାଇ ବ୍ଲଡ୍ ପ୍ରେସର୍ (ଉଚ୍ଚ ରକ୍ତଚାପ) ଏକ ସାଧାରଣ କଥା ହୋଇଗଲାଣି। ହେଲେ ଏହା ଯେ କେତେବେଳେ ଜୀବନ ବି ନେଇପାରେ ସେ କଥା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ। ଏହାକୁ ‘ନୀରବ ଘାତକ’ କୁହାଯାଏ କାରଣ ଏହାର ଲକ୍ଷଣଗୁଡ଼ିକ ଧୀରେ ଧୀରେ ପ୍ରକାଶ ପାଏ, କିନ୍ତୁ…

Kidney Disease: ଆପଣଙ୍କର ବି କିଡନୀ ରୋଗ ନାହିଁ ତ?, ଆଜି ହିଁ କରାନ୍ତୁ ଯାଞ୍ଚ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କ୍ରନିକ୍ କିଡନୀ ରୋଗର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ଷେତ୍ରରେ ଭାରତ ଚୀନ୍ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଲାନସେଟ୍ ଅଧ୍ୟୟନ ଏହି ଖୁଲାସା କରିଛି । ଭାରତରେ ପ୍ରାୟ ୧୩ କୋଟି ୮୦ ଲକ୍ଷ ଲୋକ କିଡନୀ ରୋଗରେ ପୀଡିତ। ଗତ କିଛି ବର୍ଷ ଧରି…

ସିଗରେଟ ସହ ଏହା ପିଉଛନ୍ତି କି ? ମାତ୍ର ଏତିକି ଦିନ ବଞ୍ଚିବେ !

ଭୁବନେଶ୍ୱର: ଆପଣ ଅନେକ ସମୟରେ ଦେଖିଥିବେ ଚା’ ଦୋକାନରେ ଅନେକ ଲୋକ ଚା’ ସହ ସିଗାରେଟ ଟାଣୁଥିବେ । ଅନେକଙ୍କ ଏହା ଅଭ୍ୟାସ ଥିବା ବେଳେ ଅନେତ ଏହାକୁ ଫ୍ୟାସନ ଭାବନ୍ତି । ହେଲେ ଏହା ଯେ କେତେବେଳେ ବି ଯେ ଜୀବନ ନେଇଯିବ କେହି ଜାଣନ୍ତି ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ…

Ginger benefits: ଏହି ୧୦ ସମସ୍ୟା ଦୂର କରିବ ‘ଅଦା’

ଭୁବନେଶ୍ବର: ଅଦା କେବଳ ଏକ ମସଲା ନୁହେଁ, ବରଂ ଏହା ଏକ ପ୍ରାକୃତିକ ଔଷଧ ଭାବରେ ମଧ୍ୟ କାମ କରେ। ଏହାକୁ ଆୟୁର୍ବେଦରେ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ, ତେଣୁ ଖାଦ୍ୟ ବ୍ୟତୀତ ଏହାକୁ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ। ଅଦାରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟରୀ ଗୁଣ ଅଛି,…

ହଠାତ୍ ମୁଣ୍ଡ ବୁଲାଉଥିଲେ ଅଣଦେଖା କରନ୍ତୁନି, ନିଶ୍ଚିତ ପଢ଼ନ୍ତୁ ଡାକ୍ତରଙ୍କ ଏହି କଥା

ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀରେ ଅନେକ ଲୋକ ହଠାତ୍ ମୁଣ୍ଡ ବୁଲାଇବା କିମ୍ବା ଭାରସାମ୍ୟ ହରାଇବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା କେବଳ ବୟସ୍କମାନଙ୍କୁ ନୁହେଁ, ବରଂ ଯୁବକ-ଯୁବତୀମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ଡାକ୍ତରମାନେ କହୁଛନ୍ତି ଯେ ଏହି ଲକ୍ଷଣ ସାଧାରଣତଃ ଥକ୍କାପଣ, ପାଣିର…

ମହିଳାଙ୍କ ଠାରେ ଏହି ଲକ୍ଷଣ ଥିଲେ ସାବଧାନ ! ନେଇଯିବ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହିଳାଙ୍କ ମଧ୍ୟରେ ଗର୍ଭାଶୟ କର୍କଟ (Cervical Cancer) ଏକ ମାରାତ୍ମକ ରୋଗ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏକ ଏପରି ରୋଗ, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ, କିନ୍ତୁ ଅଜ୍ଞତା ଓ ଅବହେଳା ଏହାକୁ ବିପଜ୍ଜନକ…

ଚମକଦାର ତ୍ୱଚା ପାଇଁ ଏହି ଫଳଗୁଡ଼ିକୁ ଖାଦ୍ୟରେ କରନ୍ତୁ ସାମିଲ …

ଭୁବନେଶ୍ବର: ଶୀତଦିନ ଆସିଗଲାଣି। ଏହି ଋତୁରେ ଅନେକ ଚର୍ମ ସମସ୍ୟା ହୋଇଥାଏ । ସାଧାରଣତଃ ଶୁଷ୍କତା,କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଯାଏ । କାରଣ ଥଣ୍ଡା, ଶୁଷ୍କ ପବନ ଏବଂ ଘର ଭିତରେ ଗରମ ହେବା ଦ୍ୱାରା ଚର୍ମର ଆର୍ଦ୍ରତା ନଷ୍ଟ ହୋଇଯାଏ। ଏହି ସମସ୍ୟାଗୁଡ଼ିକରୁ ରକ୍ଷା ପାଇବା ପାଇଁ ଆପଣଙ୍କ…

ଆପଣ ଚା’ ସହ ସିଗାରେଟ ନେଉଛନ୍ତି କି ? ତେବେ ଜୀବନ ମାତ୍ର ଏତିକି ଦିନ

ଭୁବନେଶ୍ୱର: ଆପଣ ଅନେକ ସମୟରେ ଦେଖିଥିବେ ଚା’ ଦୋକାନରେ ଅନେକ ଲୋକ ଚା’ ସହ ସିଗାରେଟ ଟାଣୁଥିବେ । ଅନେକଙ୍କ ଏହା ଅଭ୍ୟାସ ଥିବା ବେଳେ ଅନେତ ଏହାକୁ ଫ୍ୟାସନ ଭାବନ୍ତି । ହେଲେ ଏହା ଯେ କେତେବେଳେ ବି ଯେ ଜୀବନ ନେଇଯିବ କେହି ଜାଣନ୍ତି ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ…

ଶୀତଦିନେ ଆସ୍ଥମା ହେବାର ଆଶଙ୍କା କାହିଁକି ବଢ଼ିଯାଏ? ଏହା ପଛରେ କ’ଣ ରହିଛି କାରଣ..

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହେବା ସହିତ ପାଗ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି । ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇଛି । ଶୀତ ସାଙ୍ଗରେ ବିଭିନ୍ନ ପ୍ରକାରର ରୋଗ ନେଇକି ଆସିଥାଏ, ଏବଂ ଏହି ଋତୁରେ ଦୀର୍ଘକାଳୀନ ରୋଗ ମଧ୍ୟ ବହୁତ କଷ୍ଟକର ହୋଇଯାଏ । ଶୀତଦିନେ ଆସ୍ଥମା ହେଉଛି ଏକ ରୋଗ…