Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଯୌନ ସ୍ୱାସ୍ଥ୍ୟ ଉପରେ ସିଗାରେଟ୍ ଏବଂ ନିକୋଟିନର କ୍ଷତିକାରକ ପ୍ରଭାବ: ସାବଧାନ କଲେ ଡାକ୍ତର

ସିଗାରେଟ୍ କିମ୍ବା ତମାଖୁ ସେବନ କେବଳ ଫୁସଫୁସ୍ ଏବଂ ହୃତପିଣ୍ଡ ପାଇଁ କ୍ଷତିକାରକ ନୁହେଁ। ଏହା ଆପଣଙ୍କ ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇଥାଏ ବୋଲି ଡାକ୍ତରମାନେ ସତର୍କ କରାଇଛନ୍ତି। ସିଗାରେଟରେ ଥିବା ନିକୋଟିନ୍ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥାଏ…

ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ହିପ୍ ରିପ୍ଲେସମେଣ୍ଟ, କରୋନା ପରବର୍ତ୍ତୀ ସମସ୍ୟା ଓ ବିଳମ୍ବିତ ଚିହ୍ନଟ ବଡ଼ କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି। ଦେଶରେ ଯୁବ ଏବଂ ମଧ୍ୟବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହିପ୍ ଆର୍ଥ୍ରାଇଟିସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ଭଳି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ…

ବ୍ରଶ୍ କରିବା ପରେ ମଧ୍ୟ କାହିଁକି ଦାନ୍ତ କ୍ଷୟ ହୁଏ? ପ୍ରକୃତ କାରଣ ଜାଣନ୍ତୁ…

ଭୁବନେଶ୍ବର: ପ୍ରତିଦିନ ଦାନ୍ତ ଘଷିଲେ ମଧ୍ୟ କିଛିଜଣଙ୍କ ଦାନ୍ତ କ୍ଷୟ ହୋଇଥାଏ । ତେବେ ଆପଣ ଏହାର କାରଣ ଜାଣିଛନ୍ତି କି ? କାରଣ ଦାନ୍ତ ଘଷିବା ଦ୍ଵାରା କ୍ୟାବିଟି ହେବ ନାହିଁ ବୋଲି ନିଶ୍ଚିତ ନୁହେଁ। ଏହା ସହିତ ଆହୁରି ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । କ୍ୟାବିଟି କାହିଁକି…

ଗର୍ଭାବସ୍ଥାରେ ଯୋଗ କରୁଛନ୍ତି କି ? ଜାଣନ୍ତୁ କ’ଣ କରିବେ, କ’ଣ କରିବେ ନାହିଁ…

ନୂଆଦିଲ୍ଲୀ: ଗର୍ଭାବସ୍ଥାର ପ୍ରଥମ ତିନି ମାସ ବା ପ୍ରଥମ ଟ୍ରାଇମେଷ୍ଟର ସମୟରେ ଶରୀରରେ ନୂଆ ପରିବର୍ତ୍ତନ ଆରମ୍ଭ ହୋଇଥାଏ। ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଅନୁସାରେ, ଏହି ସମୟରେ ମହିଳାମାନେ ଖୁବ୍ ହାଲୁକା ବ୍ୟାୟାମ କରିବା ଉଚିତ୍। ବେକ, କାନ୍ଧ ଏବଂ ଗୋଡ଼ର ଗଣ୍ଠି ପାଇଁ ସରଳ…

Weight gain:ଏହି ହରମୋନ ଅସନ୍ତୁଳନ ହେଲେ ମହିଳାଙ୍କ ଓଜନ ବଢେ…

ନୂଆଦିଲ୍ଲୀ: ମହିଳାମାନଙ୍କଠାରେ ହଠାତ୍ ଓଜନ ବୃଦ୍ଧି ପାଇଁ କେବଳ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ ଦାୟୀ ନୁହେଁ; ହରମୋନ୍ ପରିବର୍ତ୍ତନ ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ । ଶରୀରରେ କିଛି ଜରୁରୀ ହରମୋନ୍ ମେଟାବୋଲିଜିମ୍, ଭୋକ, ଫ୍ୟାଟ ଷ୍ଟୋରେଜ ଏବଂ ଏନର୍ଜି ସନ୍ତୁଳନକୁ ନିୟନ୍ତ୍ରଣ କରନ୍ତି।…

କେଉଁ ରାଜ୍ୟରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ? ୧୦ଟି ରାଜ୍ୟରୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ !

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (NCRB) ର ୨୦୨୪ ସଦ୍ୟତମ ତଥ୍ୟ ସମଗ୍ର ଦେଶକୁ ଚିନ୍ତିତ କରିଛି । ଗତ ବର୍ଷ ଭାରତରେ ହୃଦଘାତରେ ମୋଟ ୩୮ ହଜାର ୫୯୯ ଜଣଙ୍କର ମୃତ୍ୟୁ ହୋଇଥିଲା । ତଥ୍ୟ ଅନୁସାରେ ମହାରାଷ୍ଟ୍ର ତାଲିକାର ଶୀର୍ଷରେ ଅଛି, କେବଳ ୧୪ ହଜାର ୮୭୪ ଜଣଙ୍କ ମୃତ୍ୟୁ…

ଫୁଲ୍ କ୍ରିମ୍ କ୍ଷୀର ନା ଟୋଣ୍ଡ କ୍ଷୀର: ଆପଣଙ୍କ ପାଇଁ କେଉଁଟି ସ୍ୱାସ୍ଥ୍ୟକର? ପାର୍ଥକ୍ୟ କ’ଣ?

ନୂଆଦିଲ୍ଲୀ: ଫୁଲ-କ୍ରିମ୍ ଏବଂ ଟୋଣ୍ଡ କ୍ଷୀର ମଧ୍ୟରେ କ’ଣ ପାର୍ଥକ୍ୟ ଅଛି, ଏବଂ କେଉଁଟି ଆପଣଙ୍କ ପାଇଁ ଭଲ? ଉଭୟର ଲାଭ ଏବଂ କ୍ଷତି ବିଷୟରେ ଜାଣନ୍ତୁ, ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଆଧାରିତ ସଠିକ୍ ପସନ୍ଦ କରନ୍ତୁ । କ୍ଷୀର ଆମ ଦୈନନ୍ଦିନ ଖାଦ୍ୟର ଏକ ଅତ୍ୟାବଶ୍ୟକୀୟ ଅଂଶ । ଏଥିରେ…

Use Daily Kajal?: ପ୍ରତିଦିନ ଆଖିରେ ଲଗାଉଛନ୍ତି କି କଜଳ? ସାବଧାନ୍!

ଭୁବନେଶ୍ବର: କୁହାଯାଏ ଝିଅଟିଏ ଆଖିରେ ଖାଲି କଜଳ ଲଗାଇଦେଲେ ତାର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ପ୍ରତିଦିନ ଆଖିରେ କଜଳ ଲଗାଇବା କେତେ କ୍ଷତିକାରକ? କ’ଣ ଆପଣ ବି ଡେଲି ଆଖିରେ ଲଗାଉଛନ୍ତି କି କଜଳ? କ’ଣ ଆପଣ ବି ଭାବନ୍ତି କି କଜଳ ବିନା ଆପଣଙ୍କ ଲୁକ୍ ଅଧିୁରା?…

Fake Paneer On Your Plate?: ଆପଣ ଆଉ ଖାଉନାହାନ୍ତି ତ ନକଲି ପନିର? ଆଜି ହିଁ ଯାଞ୍ଚ୍ କରନ୍ତୁ…ଏହି ରାଜ୍ୟ…

ମୁମ୍ବାଇ: ପନିରର କଥା ଆସିଲେ ହିଁ ଆପଣଙ୍କ ପାଟିରେ ପାଣି ଆଣିଦିଏ, ବିଶେଷ କରି ଶାକାହାରୀଙ୍କ ପାଇଁ, ଏହା କୌଣସି ମଟନ୍ ଚିକେନ ଠାରୁ କମ୍ ନୁହେଁ। ତାହା ମଟର ପନିର ହେଉ କିମ୍ବା ଗରମ ପନିର ଟିକ୍କା...ପାଟିରେ ଲାଳ ଜମିଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ଏପରି ସ୍ୱାଦ ସହିତ ଖାଉଥିବା…

କ’ଣ ଅତ୍ୟଧିକ ଲୁଣ ଖାଇବା ଦ୍ବାରା ଆମ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ କି ?

ନୂଆଦିଲ୍ଲୀ: ଲୁଣ ଆମ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ, କିନ୍ତୁ ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଲୋକମାନେ ପ୍ରାୟତଃ ଜାଣିପାରନ୍ତି ନାହିଁ ଯେ ଅତ୍ୟଧିକ ଲୁଣ ସେବନ ଶରୀରରେ ବିଭିନ୍ନ ଅସନ୍ତୁଳନ ସୃଷ୍ଟି କରିପାରେ । କ୍ୟାଲସିୟମ ଏକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ…