Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

କ’ଣ କୋଭିଡ୍-୧୯ ଆଉ ଏଚଏମପିଭି ଭିତରେ କିଛି ସମାନତା ରହିଛି ?

ନୂଆଦିଲ୍ଲୀ: ଏବେ ଦେଶକୁ ଘାରିଛି ଏଚଏମପିଭି ଚିନ୍ତା । ୨ ଦିନ ଭିତରେ ୭ଟି ଶିଶୁ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଆଡଭାଇଜରି ଜାରି କରିଛନ୍ତି ସେଠିକା ସରକାର । ମାସ୍କ ପିନ୍ଧିବା ସହ ଗହଳିପୂର୍ଣ୍ଣ ସ୍ଥାନକୁ…

ଏଚଏମପିଭି ଭୟ: ‘ଡରିବାର କିଛି ନାହିଁ , ରାଜ୍ୟରେ ସେଭଳି ସ୍ଥିତି ନାହିଁ’, କହିଲେ ମନ୍ତ୍ରୀ

ଭୁବନେଶ୍ବର: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ । ପୁଣି କରୋନା ଭଳି କାହା ମେଲାଇବ ନାହିଁ ତ ଏଚଏମପିଭି ? ଆଉ ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ…

ପୁଣି ଫେରିବ କି ଲକଡାଉନ୍! ବଢୁଛି ନୂଆ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା…ଜାଣନ୍ତୁ କ’ଣ ରହିଛି ଲକ୍ଷଣ..

ନୂଆଦିଲ୍ଲୀ: ପୁଣି ଦେଶରେ ଫେରିବ ଲକଡାଉନ୍ ସାଙ୍ଗକୁ ମାସ୍କ । କାରଣ ଏବେ ପୁଣି ଡରାଇଲାଣି ଆଉ ଏକ ନୂଆ ଚୀନ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା ଏଚଏମପିଭି । ସବୁ ସଂକ୍ରମଣର କେନ୍ଦ୍ରସ୍ଥଳୀ ଚୀନରୁ ମୁଣ୍ଡ ଟେକିଥିବା ଏଚଏମପିଭି ଏବେ ଦେଶରେ ତାର କାହା ମେଲାଇଲାଣି । ଗତ କାଲି ୫ ଜଣ ଏଥିରେ…

ବେଙ୍ଗାଲୁରୁ ପରେ ଗୁଜୁରାଟରୁ ଆଉ ଜଣେ ଏଚଏମପିଭି ମାମଲା ଚିହ୍ନଟ

ଅହମ୍ମଦାବାଦ: ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଅହମ୍ମଦାବାଦରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତିସହିତ ଦେଶରେ ଏବେ ମୋଟ ୩ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚୀନରେ ଏବେ ଏଚଏମପିଭି ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶରେ ଭାଇରସ…

ଫିଟ୍ ରହିବାକୁ ସାଇକେଲକୁ କରନ୍ତୁ ନିଜର ସାଥୀ..

ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ । ଏଥିସହ ସାଇକେଲ ଚଳାବା ଦ୍ବାରା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ କମ୍ କରିହେବ । ଆସନ୍ତୁ ଜାଣିବା ସାଇକେଲ ଚଲେଇବା ଦ୍ବାରା କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ.. -ଯଦି ଆପଣ ପ୍ରତିଦିନ ୩୦…

କରନ୍ତୁ ପଶ୍ଚିମୋତାଶନ ଆସନ, ପେଟର ଚର୍ବି ହେବ କମ୍

ଭୁବନେଶ୍ବର: ପଶ୍ଚିମୋତାଶନର ନାମ ପଶ୍ଚିମ ଏବଂ ଉତ୍ତାନ ଶବ୍ଦ ମିଶିକି ହୋଇଛି । ପଶ୍ଚିମ ଅର୍ଥାତ୍ ପଶ୍ଚିମ ଦିଗ କିମ୍ବା ଶରୀରର ପଛ ଭାଗ ଏବଂ ଉତ୍ତାନର ଅର୍ଥ ଟାଣି ହେବା । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ, ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମୋତାଶନ କରିବାର ପଦ୍ଧତି, ଏହାର ଉପକାର ଏବଂ ସତର୍କତା…

ପ୍ରତିଦିନ ବ୍ରେଡ ଖାଉଥିଲେ ହୋଇଯାଆନ୍ତୁ ସାବଧାନ..

ଭୁବନେଶ୍ବର: ଆଧୁନିକ ଛାପ ଆମର ଖାଇବାରେ ଦେଖିବାକୁ ମିଳୁଛି । ସକାଳୁ ଛତୁଆ , ଚୁଡା କଦଳୀ ଖାଇବା ବଦଳରେ ବ୍ରେଡବଟର କିମ୍ବା ଟୋଷ୍ଟ , ସାଣ୍ଡୱିଚ୍ ଖାଉଛନ୍ତି ଆଜିକାଲିର ପିଲା । ଯଦି ଆପଣ ନିୟମିତ ଭାବେ ବ୍ରେଡ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ…

ଆତଙ୍କ ଖେଳାଇଲାଣି ରହସ୍ୟମୟ ଭାଇରସ, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ନୂଆଦିଲ୍ଲୀ: ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ । ଡରାଇଲାଣି ନୂଆ ଭାଇରସ୍ ଏଚଏମପିଭି । କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ । କୋଭିଡ୍ ଭଳି ସଂକ୍ରମିତ ହେଉଛନ୍ତି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି । ଏହାର ଲକ୍ଷଣ ଠିକ୍ ଫ୍ଲୁ…

ଅଫିସ୍ କାମ ଚାପରେ ମଧ୍ୟାହ୍ନ ଭୋଜନ ଛାଡୁଛନ୍ତି କି; ହେବ ହୃଦରୋଗ

ଭୁବନେଶ୍ବର: ଅଫିସ୍ କାମର ଚାପ, ମିଟିଙ୍ଗ, ଡେଡଲାଇନ୍ ଅବା ଅଫିସ୍ ରେ ଖାସ୍ ହେବା ଆଶାରେ ମଧ୍ୟାହ୍ନ ଭୋଜନକୁ ଭୁଲିଯାଉଛନ୍ତି କି, ତେବେ ଏହା ଶରୀର ପାଇଁ ବେଶ୍ କ୍ଷତିକାରକ ଅଟେ । ଆଜିକାଲି ଭିତରେ ଏହାର ପ୍ରଭାବ ଦେଖିପାରିବେ ନାହିଁ, ଦୀର୍ଘଦିନ ପରେ ଏହାର ପ୍ରଭାବ ବେଶ୍ ଶରୀରର ଉପରେ ପଡିଥାଏ ।…

ମହୁ ଓ ଡାଲଚିନି ଖାଇଲେ ମିଳିବ କି ଲାଭ? ଗୁଣ ଜାଣି ହେବେ ଆଶ୍ଚର୍ଯ୍ୟ

ସୁସ୍ଥ ରହିବ ପାଇଁ ସ୍ୱାସ୍ଥ୍ୟକର ଭୋଜନ ଆବଶ୍ୟକ। ଠିକ୍ ସେହିଭଳି ଶରୀରର ଓଜନ ଠିକ ରଖିବାକୁ ମଧ୍ୟ ସଠିକ ଭୋଜନ ଓ ବ୍ୟାୟାମ ଆବଶ୍ୟକ। ମୋଟାପଣ ହେବା ଭଲ ନୁହେଁ। ଏହାକୁ କମ କରିବାକୁ ଅନେକ ଲୋକେ ଅନେକ ଚେଷ୍ଟା କରନ୍ତି। ଏଥିପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି। ବାଲାନ୍ସ ଡାଏଟ୍ ଓ ନିୟମିତ…