Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ପେପର କପରେ ଚା’ ପିଉଥିଲେ ସାବଧାନ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ଵର: ଶୀତ ହେଉ କି ଖରା । ସକାଳର ଆରମ୍ଭ ଏକ କପ୍ ଚା’ ରୁ ହୋଇଗଲେ ସକାଳଟା ପୁରା ତାଜା ହୋଇଯାଏ । ତେବେ ସଭିଙ୍କୁ ଚା ଏତେତା ପସନ୍ଦ ନଥାଏ । କାହାକୁ ଚା ବଦଳରେ କଫି ପିଇବା ପସନ୍ଦ ଥାଏ । ସେ ଯାହା ବି ହେଉ ଘର ବାହାର, ରାସ୍ତା ଘାଟ ସବୁଠି ଖଲିଥାଏ ଚା’ ପସରା । ଗୋଟେ ଛୋଟ ଛୋଟ ପେପର…

ଅମୃତଭଣ୍ଡାର ଫେସ୍‌ ମାସ୍କ ଲଗାନ୍ତୁ, ଚେହେରାରେ ଆସିବ ଚମକ

ଭୁବନେଶ୍ବର:ଚେହେରାରେ ଚମକ ଆଣିବା ପାଇଁ,ଏବେ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଅମୃତଭଣ୍ଡା ଏବଂ ହଳଦୀରୁ କେମିକାଲ ଫ୍ରି ଫେସ୍‌ ମାସ୍କ ତିଆରି କରିପାରିବେ । ସ୍କିନ ସମସ୍ୟା ଥିଲେ ସେମାନେ ଏହି ପ୍ରାକୃତିକ ଫେସ୍ ମାସ୍କ ବ୍ୟବହାର କରିପାରିବେ । ଏହି ଫେସ୍‌ ମାସ୍କ ପାଇଁ…

ମଖାନା ଖାଇଲେ ଏନିମିଆ ସମସ୍ୟା ଦୂର ହୁଏ

ଭୁବନେଶ୍ବର: ମଖାନା ବା ପଦ୍ମ ମଞ୍ଜି । ଏହା ଶରୀର ପାଇଁ ସୁପରଫୁଡ । ଏଥିରେ ଭରି ରହିଛି ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକତତ୍ତ୍ବ । ନିୟମିତ ମଖାନାକୁ ଜଳଖିଆ ଭାବେ ଖାଇପାରିବେ । - ମଖାନା ବ୍ଲଡସୁଗାରକୁ ନିୟନ୍ତ୍ରଣ କରେ । ମଧୁମେହ ରୋଗୀ ନିୟମିତ…

ଏହି ଫେସ୍ ଯୋଗ କଲେ ସ୍କିନ ହେବ ଟାଇଟ

ଭୁବନେଶ୍ବର: ଯୋଗ ଦ୍ବାରା ଚର୍ମରେ ପଡୁଥିବା କୁଞ୍ଚକୁ ରୋକି ପାରିବେ ଓ ସ୍କିନ ଟାଇଟ୍ କରି ପାରିବେ । ଫଳରେ ବୟସ ବଢିବା ଯୋଗୁଁ ସ୍କିନରେ ପଡୁଥିବା କୁଞ୍ଚ ଦୂର ହେବ ଏବଂ ଆପଣ ୟଙ୍ଗ ଦେଖାଯିବେ । ଆସନ୍ତୁ ଶିଖିବା ଏହି ଫେସ୍ ଯୋଗ । ବେଲୁନ୍ ପୋଜ୍ - ଚକାମାଡି ବସି ପଡନ୍ତୁ । ଓଠ ଉପରେ ଦୁଇଟି…

ଲଗାନ୍ତୁ କାକୁଡି ଫେସପ୍ୟାକ୍; ମୁହଁର ଉଜ୍ୱଳତା ବଢିବ

ଭୁବନେଶ୍ବର: କାକୁଡି ଆମ ତ୍ୱଚା ପାଇଁ ବହୁତ ଭଲ । ଆପଣ ଜାଣିଛନ୍ତି କି, କାକୁଡିର ଫେସପ୍ୟାକ୍ ଲଗାଇବା ଦ୍ବାରା ମୁହଁରେ ବ୍ରଣ ସମସ୍ୟା ଦୂର ହୁଏ, ତ୍ୱଚା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ କାକୁଡି ଫେସପ୍ୟାକ୍ - କାକୁଡି ରସରେ ବେସନ…

ଏହି ଘରୋଇ ଉପାୟରେ ପାଦ ଫାଟିବା ସମସ୍ୟା ହେବ ଦୂର

ଭୁବନେଶ୍ବର: ପାଣିରେ କାମ କରିବା ଦ୍ୱାରା ପାଦରେ ପାଣି ଖାଇବା ଭଳି ସମସ୍ୟା ଦେଖାଯାଏ । ସବୁ ଋତୁରେ ପାଦ ଫାଟିଥାଏ । ତେବେ ଏହି ସମସ୍ୟାକୁ ଘରୋଇ ଉପାୟରେ ଦୂର କରି ପାରିବେ । ଏଥିସହ ପାଦକୁ ସୁନ୍ଦର କରି ପାରିବେ । - ପାଦକୁ ସଫ୍ଟ କରିବା ପାଇଁ ଗ୍ଲିସେରିନ୍ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ।…

ସୁସ୍ଥ ହାର୍ଟ ପାଇଁ କରନ୍ତୁ ଏହି ଯୋଗାସାନ…

ଭୁବନେଶ୍ବର:ଯୋଗ ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ତେବେ ସୁସ୍ଥ ହାର୍ଟ ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ସହ ନିୟମିତ ଯୋଗ ଅଭ୍ୟାସ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଯୋଗାସନ ବିଷୟରେ ଯାହା ହାର୍ଟ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ । -…

କ’ଣ ଆପଣ କୋଷ୍ଠକାଠିନ୍ୟକୁ ନେଇ ସମସ୍ୟାରେ ଅଛନ୍ତି? ଜାଣନ୍ତୁ କିପରି ପାଇବେ ଆରାମ…

ଭୁବନେଶ୍ବର: କୋଷ୍ଠକାଠିନ୍ୟ କାରଣରୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅନେକ ଲୋକ ଏହି ସମସ୍ୟାରେ ଦୀର୍ଘ ସମୟ ଧରି ବହୁ ଅସୁବିଧା ଭୋଗ କରନ୍ତି । ସେମାନେ ବୁଝିପାରନ୍ତି ନାହିଁ ଯେ ଏହି ପରିସ୍ଥିତିରେ କ'ଣ କରିବେ ଏବଂ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ । ଏହି…

ଓଜନ ହ୍ରାସ ପାଇଁ ଖାଆନ୍ତୁ କଳା ଲୁଣ ଓ ହେଙ୍ଗୁ

ଭୁବନେଶ୍ବର: ଆମ ରୋଷେଇ ଘରର ସାମଗ୍ରୀରୁ ଆମେ ଅନେକ ରୋଗରୁ ନିସ୍ତାର ପାଇ ପାରିବା । ଯେମିତି କଳା ଲୁଣ ଓ ହେଙ୍ଗୁ । ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ସକାଳେ ଖାଲି ପେଟରେ କଳା ଲୁଣ ଏବଂ ହେଙ୍ଗୁ ପାଣି ପିଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ । -କଳା ଲୁଣ ଏବଂ…

ଶୀତ ଦିନେ ଗାଧୋଉନାହାନ୍ତି କି ବଢ଼ିବ ଆୟୁଷ ! ଜାଣନ୍ତୁ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ଶୀତ ଦିନେ ଗାଧୋଇବା ସମସ୍ତଙ୍କ ପାଇଁ ଏକ କଠିନ କାମ ହୋଇଥାଏ। କିଛି ଲୋକ ଏମିତି ବି ଥାନ୍ତି ଯେଉଁମାନେ ଦୁଇରୁ ତିନି ଦିନ ଶୀତ ଦିନେ ଗାଧୋଇନଥାନ୍ତି। ଆଉ ଏକଥା ସେମାନେ କାହାକୁ କହିବାକୁ ଲାଜ କରନ୍ତି। ଏପରି ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା କୁଆଡ଼େ ଶୀତ ଦିନେ…