Latest Odisha News
Browsing Category

ସ୍ୱାସ୍ଥ୍ୟ

ଅତ୍ୟଧିକ କେଶ ଝଡୁଛିକି? କରନ୍ତୁ ଏହି କାମ..

ଭୁବନେଶ୍ବର: ମଣିଷର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମୁଣ୍ଡର କେଶ । ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ସମସ୍ତଙ୍କ ପାଇଁ କେଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସମସ୍ତଙ୍କୁ ସୁନ୍ଦର ଏବଂ ଗହଳିଆ କେଶ ପସନ୍ଦ । ହେଲେ ବର୍ତ୍ତମାନ ସମୟରେ କେଶ ପାଚିବା ଓ ଝଡିବା ଏକ ପ୍ରମୁଖ ସମସ୍ୟା…

ଖଜୁରୀ ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ , ଜାଣନ୍ତୁ ଉପକାରିତା

ଭୁବନେଶ୍ବର:ଖଜୁରୀ ଗୁଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ |ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ | ଆପଣ ଆଖୁରୁ ଗୁଡ ତିଆରି ବିଷୟରେ ହଜାରେ ଥର ଶୁଣିଥିବେ | କିନ୍ତୁ ଖଜୁରୀରୁ ପ୍ରସ୍ତୁତ ଗୁଡ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ |ଖଜୁରୀ ଗୁଡ ଅନେକ ପୋଷକତତ୍ତ୍ୱରେ…

ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣନ୍ତୁ ଆପଣଙ୍କ କିଡନୀ ଫେଲ୍ ହେଉଛି…

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଥିରେ ଥିବା କୌଣସି ତ୍ରୁଟି ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ମୁଖ୍ୟ ଭୂମିକା ଗ୍ରହଣ କରେ । କିଡନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ, କିନ୍ତୁ ବର୍ତ୍ତମାନ ସମୟରେ ଭୁଲ…

ପୁଣି ଡରାଇଲାଣି ମହାମାରୀ, ନେଲାଣି ୭୯ ଜୀବନ 

ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ଏଯାବତ୍ ୭୯ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ କାହିଁକି ହଠାତ୍ ଏହି ମହାମାରୀ ମୁଣ୍ଡ ଟେକିଛି ସେନେଇ କିଛି ସ୍ପଷ୍ଟ କାରଣ ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି…

ବିଶ୍ୱ ଏଡ୍‌ସ ଦିବସ: ଭୁବନେଶ୍ୱର ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍

ଭୁବନେଶ୍ଵର: ଏମ୍‌ସରେ ଚିହ୍ନଟ ହୋଇଛନ୍ତି ୩୧ ଜଣ ଏଚ୍ଆଇଭି ପଜିଟିଭ୍। ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର ଏମ୍‌ସର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟ‌ରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ…

କେତେ ତାପମାତ୍ରାରେ ବ୍ୟବହାର କରିବା ଉଚିତ୍ ଗିଜର?

ଭୁବନେଶ୍ବର: ଶୀତ ଦିନ ଆସିଗଲାଣି । ଶୀତ ଦିନେ ଆସିଲେ ଗିଜର ଓ୍ବାଟର ହିଟରର ଖୋଜା ପଡେ । ଉଷୁମ ପାଣିରେ ଗାଧୋଇବା ପାଇଁ ଅନେକ ବାଥ୍‌ରୁମ୍‌ରେ ଗିଜର ବ୍ୟବହାର କରିଥାନ୍ତି । କିନ୍ତୁ, ଆପଣ ଜାଣନ୍ତି କି, ଏହାକୁ ବ୍ୟବହାର କରିବା ସମୟରେ କିଛି କିଛି ଅସାବଧାନତା ବିଭିନ୍ନ ଦୁର୍ଘଟଣା ଏମିତିକି…

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ହାଇ-ଗ୍ରେଡ ଗ୍ଲିଓମା ଅସ୍ତ୍ରୋପଚାର ଆରମ୍ଭ

ବ୍ରହ୍ମପୁର: ମସ୍ତିଷ୍କରେ ହେଉଥିବା ଜଟିଳ ଟ୍ୟୁମରର ହେବ ସଫଳ ଚିକିତ୍ସା। ଏହାପାଇଁ ଆଉ ଦୂରକୁ ଯିବେନି ରୋଗୀ। ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ବଡ ଟ୍ୟୁମରକୁ  ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ।…

ଆପଣଙ୍କର ଥଣ୍ଡା, ଶ୍ଵାସ ଜନିତ ସମସ୍ୟା ଅଛି କି ? ପାଣିରେ ମିଶାଇ ପିଅନ୍ତୁ ଏହି ଜଡିବୁଟି…

ଭୁବନେଶ୍ଵର : ଶୀତ ଋତୁରେ ଅଧିକାଂଶ ଲୋକ କାଶ, ଥଣ୍ଡା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାନ୍ତି। କିଛି ଲୋକଙ୍କ ଗଳା ଯନ୍ତ୍ରଣା ଏବଂ ଶ୍ବାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏପରି ସ୍ଥିତିରେ, ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ । ଶୀତଦିନେ,…

କେବଳ ପାଣି ପିଇବା ଦ୍ବାରା କିଡନୀର ଷ୍ଟୋନ ଠିକ୍ ହୋଇପାରିବ କି? କ’ଣ କହୁଛନ୍ତି ଏକ୍ସପର୍ଟ..

ନୂଆଦିଲ୍ଲୀ: କିଡନୀରେ ପଥର ହେବ ବର୍ତ୍ତମାନ ଏହା ଏକ ସାଧାରଣ କଥା ହୋଇଗଲାଣି । ବିଶେଷକରି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ହେତୁ ଅନେକ ଲୋକଙ୍କ କିଡନୀରେ ପଥର ବଢିବାରେ ଲାଗେ । ଜୁଗ୍ ଜୁଗ୍ ଜିଓ ଅଭିନେତା ମନମିତ ସିଂ ମଧ୍ୟ ପଥର ସହ ଜଡିତ ଏକ ବଡ଼ ଖୁଲାସା କରିଛନ୍ତି । ମନମିତ ସିଂ କହିଛନ୍ତି ଯେ…

କୋଭିଡ୍, ମଙ୍କିପକ୍ସ ଓ ମାରବର୍ଗ : କେଉଁଟି ଅଧିକ ଭୟଙ୍କର ?

ନୂଆଦିଲ୍ଲୀ: ଆଫ୍ରିକାରେ ଦ୍ରୁତଗତିରେ ବଢିବାରେ ଲାଗିଛି ମାରବର୍ଗ ଭାଇରସ ସଂଖ୍ୟା। ଏହି ଭାଇରସ କାରଣରୁ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବାର ଦେଖିବାକୁ ମିଳୁଛି। ଏହି କାରଣରୁ ମଧ୍ୟ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଏହି ଭାଇରସ କାରଣରୁ କିଛି ଲୋକଙ୍କ ପାଖରେ ଗମ୍ଭୀର ସମସ୍ୟା…