Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଏପରି ଲକ୍ଷଣ ଦେଖାଯାଉଥିଲେ ଜାଣିନିଅନ୍ତୁ ଯେ କିଡନୀ କ୍ୟାନସର ! ତୁରନ୍ତୁ କରାନ୍ତୁ ଟେଷ୍ଟ

ଭୁବନେଶ୍ୱର: କିଡନୀ କ୍ୟାନସର ଏକ ଏଭଳି ରୋଗ, ଯାହା ଧୀରେ ଧୀରେ ବଢ଼ିଥାଏ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଅଧିକାଂଶ ଲୋକେ ନଜରଅନ୍ଦାଜ କରିଦିଅନ୍ତି। ଏହି କାରଣରୁ ଅନେକ କ୍ଷେତ୍ରରେ ଏହି ରୋଗ ବେଶୀ ବଢ଼ିଯିବା ପରେ ଧରାପଡ଼ିଥାଏ। ଯଦି ଆପଣ ନିଜ ଶରୀରରେ ହେଉଥିବା ପରିବର୍ତ୍ତନଗୁଡ଼ିକ ଉପରେ…

ଚର୍ଚ୍ଚାରେ ପରେଶ ରାଓ୍ବଲଙ୍କ ରେମେଡି: ରୋଗ ଭଲ କରିବ ପରିସ୍ରା!

ମୁମ୍ବାଇ: ବଲିଉଡ ଅଭିନେତା ପରେଶ ରାୱଲ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ହେରାଫେରି ସିନେମାରେ ବାବୁ ରାଓର ଚରିତ୍ରରେ ନଜର ଆସିଥିବା ପରେଶଙ୍କୁ , ଏବେ ବି ସେହି ଚରିତ୍ର ଦ୍ବାରା ହିଁ ଚିହ୍ନନ୍ତି ଲୋକେ । କିନ୍ତୁ ସବୁଠୁ ରୋଚକ କଥା ହେଉଛି, କୌଣସି ସିନେମା କିମ୍ବା କୌଣସି ବୟାନ ପାଇଁ…

ଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !

ଭୁବନେଶ୍ହର: ଆମେ ଦୁବ ଘାସ ପୂଜାରେ ବ୍ୟବହାର କରୁ । ଏହି ଘାସ ପ୍ରଭୁ ଗଣେଶଙ୍କ ଅତି ପ୍ରିୟ । ତେବେ ଜାଣିଛନ୍ତି ଏହି ଦୁବ ଘାସ ଶାରୀରିକ ଅସୁସ୍ଥତା ଓ ରୋଗ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ଏହା ଦୁବ ଘାସକୁ । ସକାଳେ…

ମଶା କାମୁଡ଼ିଲେ ରକ୍ତ ବାହାରେ ନାହିଁ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ମଶା କାମୁଡିବା ଆମ ସମସ୍ତଙ୍କ ପାଇଁ ଏକ ସାଧାରଣ ଅନୁଭବ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ମଶା କାମୁଡ଼ିଲେ କାହିଁକି ଆମ ଶରୀରରୁ ରକ୍ତ ବାହାରେ ନାହିଁ, ଯେପରି ଅନ୍ୟ ଆଘାତରେ ହୁଏ? ଏହା ପଛରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ବୈଜ୍ଞାନିକ ରହସ୍ୟ। ଆସନ୍ତୁ ଜାଣିବା ଏହି ପ୍ରଶ୍ନର…

ସ୍ତନ କର୍କଟରୁ ମୁକ୍ତି ଦେବ ଏହି ମେଡିସିନ୍: ସଂକ୍ରମଣକୁ ରୋକିବ

ନୂଆଦିଲ୍ଲୀ: ଏବେ ସ୍ତନ କର୍କଟର ଅନେକ ମାମଲା ସାମ୍ନାକୁ ଆସୁଛି । ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ତରରେ ପ୍ରାୟ ୨.୩ ନିୟୁତ ମହିଳା ସ୍ତନ କର୍କଟରେ ପୀଡିତା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରତପାର୍ଟରେ ଏହା ବି ଦର୍ଶାଯାଇଛି, ବିଶ୍ୱ ସ୍ତରରେ…

ବ୍ରେନ ଟ୍ୟୁମର କାହିଁକି ହୁଏ?

ଭୁବନେଶ୍ବର: ବ୍ରେନ ଟ୍ୟୁମର ହେଲେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ହୋଇଥାଏ । ଏହି ଗମ୍ଭୀର ରୋଗ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ମଧ୍ୟରେ ଦେଖାଯାଇପାରେ । ତେବେ ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ । ଜାଣି ରଖନ୍ତୁ ବ୍ରେନ ଟ୍ୟୁମର ଦୁଇ…

ଖାଲି ପେଟରେ ଖାଆନ୍ତୁ ରସୁଣ;ଦୂର ହେବ ମାଂସପେଶୀ ଯନ୍ତ୍ରଣା

ଭୁବନେଶ୍ବର: ଆମ ଭାରତର ରୋଷେଇ ଘରେ ବ୍ୟବହାର ହେଉଥିବା ମସଲାମାନଙ୍କରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିମଧ୍ୟରୁ ରସୁଣ ଅନ୍ୟତମ । ଏହି ରସୁଣ ଆମ ଶରୀର ପାଇଁ ବେଶ ଉପଯୋଗୀ । ଏହି ରସୁଣ ଖାଦ୍ୟର ସ୍ବାଦକୁ ଯେପରି ବଢାଇଦେଇଥାଏ ସେପରି ଶରୀର ପାଇଁ ବି ବହୁତ ଲାଭଦାୟକ । ତେବେ ଜାଣିଛନ୍ତି ଖାଲି…

ଭିଟାମିନ୍ ଡି’ ଅଭାବରୁ କାହିଁକି ଦୁର୍ବଳ ହୁଏ ହାଡ? ବୟସ ବୃଦ୍ଧି ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ: ଆପଣମାନେ ପିଲାଦିନେ ନିଶ୍ଚୟ ଶୁଣିଥିବେ ଯେ ଯଦି ଆମେ ଖରାରେ ବସିବା, ତେବେ ଆମର ହାଡ଼ ମଜବୁତ ରହିବ । ସେତେବେଳେ, ଆମେ ଭାବୁଥିଲୁ ଯେ ଏହା କେବଳ ଏପରି କୁହାଯାଉଛି, କିନ୍ତୁ ବୟସ ବଢ଼ିବା ସହିତ, ଆମେ ଶରୀର ବିଷୟରେ ଅନେକ କଥା ବୁଝିବା ଆରମ୍ଭ କରୁ । ବିଶେଷକରି ଯେତେବେଳେ ହଠାତ୍…

ଶରୀରରେ ଲିଭର ଖରାପ ହେବା କେବେଠୁ ଆରମ୍ଭ ହୁଏ? କ’ଣ ଏହାର ଲକ୍ଷଣ..

ନୂଆଦିଲ୍ଲୀ: ଆପଣ କେବେ ନା କେବେ ଶୁଣିଥିବେ ଯେ କାହାର ଲିଭର ଖରାପ ହୋଇଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କିପରି ଆରମ୍ଭ ହୁଏ? ଆମ ଶରୀର ପୂର୍ବରୁ କୌଣସି ସଙ୍କେତ ଦେଇଥାଏ କି? ପ୍ରାୟତଃ ଆମେ ଛୋଟ ଛୋଟ ଶାରୀରିକ ସମସ୍ୟାକୁ ସାମାନ୍ୟ ଭାବି ଅଣଦେଖା କରିଦେଉ, କିନ୍ତୁ ପରେ ସେଗୁଡ଼ିକ ଏକ…

ଔଷଧୀୟ ଗୁଣରେ ଭରପୁର ଅଶ୍ଵଗନ୍ଧା

ଭୁବନେଶ୍ୱର: ଆପଣ ମାନେ ପ୍ରାୟତଃ ଆୟୁର୍ବେଦିକ ବହି ବା ଔଷଧରେ ଅଶ୍ଵଗନ୍ଧା ନା ଶୁଣିବାକୁ ପାଇଥିବେ । ଆଉ ଏହା ମଧ୍ୟ ଶୁଣିବାକୁ ପାଇଥିବେ ଯେ ଏହାକୁ ବ୍ୟବହାର କରିବା ଦ୍ଵାରା ମଣିଷ ଜୀବନ ସବୁଦିନ ପାଇଁ ବଦଳି ଯାଇଥାଏ । ତେବେ ଅଶ୍ଵଗନ୍ଧା ଯେତେ ଲାଭକାରୀ ଓ ଗୁଣକାରୀ ହୋଇଥାଏ ସେତିକି ସାବଧାନ…