Latest Odisha News
Browsing Category

ସ୍ୱାସ୍ଥ୍ୟ

ଅଧିକ ଗରମରୁ ହୋଇପାରେ ହାର୍ଟ ଆଟାକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇପାରେ ହୃତପିଣ୍ଡ ଜନିତ ସମସ୍ୟା। ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣା ଅନୁସାରେ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରତି ବର୍ଷ ହଜାର ହଜାର ଜୀବନ ଯାଉଥିବା ଜାଣିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନ ସହିତ…

ପ୍ରତ୍ୟେକ ଦିନ ପିଅନ୍ତୁ ମାଠିଆ ପାଣି, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ଵର: ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆସିସାରିଛି। ଏମିତିକି ଅନେକ ସହରରେ ଏବେ ୩୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ପୁଣି ଖରାଦିନ ଆସିବା ମାତ୍ରେ ହିଁ ଲୋକମାନେ ନିଜ ନିଜ ଘରେ ଥଣ୍ଡା ପାଣି ରଖିବାର ବ୍ୟବସ୍ଥା କରନ୍ତି। ଏମିତିକି କିଛି ଲୋକ ଫ୍ରିଜ୍ ଓ ଏସି ମଧ୍ୟ କିଣିବାକୁ ଚିନ୍ତା…

ଚିଆ ସିଡ୍‌ ଦ୍ୱାରା କ’ଣ ସତରେ କମେ ଓଜନ?

ଚିଆ ସିଡ୍ ବା ଓଡ଼ିଆରେ କହିଲେ ବଣ ତୁଳସୀ ମଞ୍ଜି । ଏହାର ଉପକାର ଆମେ ଅଳ୍ବ ବହୁତ ଜାଣିଛେ । ଏହି ଚିଆ ସିଡରେ ଓମେଗା-୩, ମ୍ୟାଗ୍ନେସିୟମ । ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହାର ଏହି ସବୁ ଗୁଣ ପାଇଁ ଏହାକୁ ସୁପର ଫୁଡ୍ ବୋଲି କୁହାଯାଏ । ଏହା ରାଶି ଭଳି…

ଶରୀରପାଇଁ ଲାଭଦାୟକ କଖାରୁ ଫୁଲ…

ଭୁବନେଶ୍ଵର: ଆମ ଓଡ଼ିଆ ଘରେ ପ୍ରାୟ ଆମେ ମାନେ କଖାରୁ ଫୁଲକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ । କଖାରୁ ଫୁଲ ଭଜା ବିଶେଷ କରି ସମସ୍ତଙ୍କର ପ୍ରିୟ ଅଟେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭାତ ଥାଳି ନିକଟରେ କଖାରୁ ଫୁଲ ଭଜା ଅତି ଖୁସି ରେ ଖାଇ ଥାଆନ୍ତି । କିନ୍ତୁ ଏହି କଖାରୁ ଫୁଲ ରେ କିଛି ଏପରି…

ଅଧିକ ପ୍ରୋଟିନ ଖାଉଛନ୍ତି କି ? ହୋଇପାରେ ସାଂଘାତିକ ସମସ୍ୟା

ନୂଆଦିଲ୍ଲୀ : ଗାଜିଆବାଦର ଇନ୍ଦିରାପୁରମରେ ବ୍ୟାୟାମ ସମୟରେ ଜଣେ ଜିମ୍ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ବାଳକଟି ବ୍ୟାୟାମ କରିବା ପୂର୍ବରୁ ପ୍ରୋଟିନ ଶେକ୍ ଖାଇଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ,…

କ୍ରନିକ୍ କିଡନୀ ଡିଜିଜ୍ ରୁ କିପରି ପାଇବେ ରକ୍ଷା; ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ: କ୍ରନିକ୍ କିଡନୀ ଡିଜିଜ୍ (ସିକେଡି) ଏକ ଅତ୍ୟନ୍ତ ଗମ୍ଭୀର ଅବସ୍ଥା । ଏହି ଅବସ୍ଥାରେ କିଡନୀ ଧୀରେ ଧୀରେ ରକ୍ତରୁ ଜୀବାଣୁ ସଫା କରିବାର କ୍ଷମତା ହରାଇଥାଏ । କିଡନୀ ବୃକକ୍ ଇଲେକ୍ଟ୍ରୋଲାଇଟ୍ସକୁ ସନ୍ତୁଳିତ କରେ ଏବଂ ଜରୁରୀ ହରମୋନଗୁଡ଼ିକୁ ବଜାୟ ରଖି ରକ୍ତଚାପ ନିୟନ୍ତ୍ରଣ କରିବାରେ…

କେଶରୁ କିପରି ସହଜରେ ଛଡାଇବେ ହୋଲି ରଙ୍ଗ ? ଜାଣନ୍ତୁ…

ଭୁବନେଶ୍ବର : ଆନନ୍ଦ ତଥା ଭାଇଚାରାର ପର୍ବ ହୋଲି। ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରନ୍ତି ଏହି ପର୍ବ । ହୋଲିରେ ବ୍ୟବହୃତ ରାସାୟନିକ ରଙ୍ଗ, ଏବଂ ପାଣି ଆପଣଙ୍କ କେଶକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇପାରେ। ରାସାୟନିକ ରଙ୍ଗ କେଶରୁ ଆର୍ଦ୍ରତା ଦୂର କରିବ ସହିତ ରୁପି, କେଶ ଝଡ଼ିବା…

ସ୍ଵାସ୍ଥ୍ୟପାଇଁ ବରଦାନ ସଜନା ଛୁଇଁ…

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

କିଡନୀ ରୋଗରୁ ରକ୍ଷା ପାଇଁ କେତେ ସମୟ ବ୍ୟାୟାମ ଆବଶ୍ୟକ? ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କିଡନୀ ରୋଗର ବର୍ଦ୍ଧିତ ବିପଦ, ଏହାର ପ୍ରତିରୋଧ ଏବଂ ଉପଯୁକ୍ତ ଯତ୍ନ ବିଷୟରେ ସଚେତନ କରିବା । କିଡନୀ ଆମ ଶରୀରର ସବୁଠାରୁ…

କ’ଣ ସିଗାରେଟ୍ ପିଇବା ଦ୍ବାରା ମାନସିକ ଚାପ ହ୍ରାସ ହୋଇଥାଏ? ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ, ଅଫିସ ଚାପ ଏବଂ ବ୍ୟକ୍ତିଗତ ଜୀବନରେ ସମସ୍ୟା ଯୋଗୁଁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଛି । ଅଫିସରେ କାମ କରୁଥିବା ଅନେକ ଲୋକ ସେମାନଙ୍କର ମାନସିକ ଚାପ କମାଇବା ପାଇଁ ସିଗାରେଟ୍ ବ୍ୟବହାର କରନ୍ତି । କିନ୍ତୁ ସିଗାରେଟ୍…