Latest Odisha News

BREAKING NEWS

Browsing Category

କ୍ରିକେଟ

IPL ରୁ କେତେ ଟଙ୍କା ରୋଜଗାର କରିଥାଏ JioHotstar, ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୫) କେବଳ କ୍ରିକେଟ୍ ଓ ଗ୍ଲାମରର ନାମ ନୁହେଁ, ଏହା କୋଟି କୋଟି ଟଙ୍କାର ରୋଜଗାରର ଏକ ବଡ଼ ମଞ୍ଚ। ଏହି ଟୁର୍ନାମେଣ୍ଟରେ ଟିମ୍ ଫ୍ରାଞ୍ଚାଇଜିଙ୍କଠାରୁ ଆରମ୍ଭ କରି ବିସିସିଆଇ (BCCI) ପର୍ଯ୍ୟନ୍ତ ପ୍ରତିବର୍ଷ କୋଟି କୋଟି ଟଙ୍କାର ଲାଭ ହାସଲ…

ଆଇପିଏଲ୍ ଫାଇନାଲରେ ପଞ୍ଜାବ କିଙ୍ଗସ୍: ଶ୍ରେୟସଙ୍କ ଚମତ୍କାର ପ୍ରଦର୍ଶନ, ଫେଲ ମାରିଲେ ବୁମରାହ-ବୋଲ୍ଟ

ଅହମଦାବାଦ: ପଞ୍ଜାବ କିଙ୍ଗସ୍ (PBKS) ଆଇପିଏଲ୍ ୨୦୨୫ର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ରବିବାର ରାତିରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାଲିଫାୟାର ୨ରେ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସ (MI)କୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି।…

ଆଇପିଏଲ ଫାଇନାଲ ଜିତିଲେ ଟିମ୍‌ ମାଲିକଙ୍କୁ କେତେ ଟଙ୍କା ମିଳେ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କେବଳ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ନୁହେଁ, ଏହା ଏକ ବୃହତ୍‌ ବ୍ୟବସାୟିକ ମଡେଲ୍‌ ମଧ୍ୟ। ପ୍ରତି ବର୍ଷ ଯେତେବେଳେ ଏକ ଟିମ୍‌ ଫାଇନାଲରେ ଜିତିଥାଏ, ଖେଳାଳି, ସପୋର୍ଟ ଷ୍ଟାଫ୍‌ ଏବଂ ପ୍ରଶଂସକମାନେ ଯେତିକି ଖୁସି ହୁଅନ୍ତି, ତା’ଠାରୁ ଅଧିକ…

ଚଳିତ ସିଜନରେ ମୁମ୍ବାଇର ପ୍ରଥମ ବିଜୟ ହାସଲ

ମୁମ୍ବାଇ:ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ପରେ ସୋମବାର ଦିନ ବିଜୟ ସହ ପଏଣ୍ଟ ଖାତା ଖୋଲିଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୮ ଓ୍ବିକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ତେବେ ନିଜର ଡେବ୍ୟୁ ମ୍ୟାଚରେ ୪ ଓ୍ବିକେଟ…

ଆଇପିଏଲ ଖେଳାଳିରୁ ଅମ୍ପାୟାର; ଦିନେ ବିରାଟ ସହ ମିଶି ଜିତାଇଥିଲେ ବିଶ୍ବକପ୍

ନୂଆଦିଲ୍ଲୀ: IPL2025 ପାଇଁ ସବୁ ସେଟ୍ ହୋଇସାରିଣି । ମେଗା ଲିଗ୍ ୨୨ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହି ସିଜନ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ପୁରୁଣା ସାଥୀ ଖେଳାଳି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଣ୍ଡର -19 ବିଶ୍ୱକପରେ ବିରାଟଙ୍କ ସହ ଖେଳିଥିଲେ ସେହି ଖେଳାଳି ଏବଂ ଶ୍ରେଷ୍ଠ…

ସରିଲା WPL 2025; ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ହେଲା ଟଙ୍କା ବର୍ଷା

ମୁମ୍ବାଇ:  ଚଳିତ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇଲା ମୁମ୍ବାଇ । WPL2025ର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନ୍ ରେ ପରାସ୍ତ କରିଛି । ମୁମ୍ବାଇର ବ୍ରେବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀକୁ ୧୫୦ ରନ୍ ଟାର୍ଗେଟ୍ ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସଦଳ ମାତ୍ର…

ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆସିଲା ଖୁସି ଖବର; ଦଳରେ ଯୋଗଦେବେ ଏହି ଷ୍ଟାର ଖେଳାଳି

ହାଇଦ୍ରାବାଦ: ଗତ ସିଜନ ଆଇପିଏଲର ଫାଇନାଲ ମ୍ୟାଚ ଖେଳିଥିଲା ସନରାଇଜର୍ସ ହାଇଦ୍ରାବାଦ ଦଳ, କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ଠାରୁ ପରାଜୟ ହୋଇଥିଲା । ଏଥର ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ଦଳ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ତେବେ ଆଇପିଏଲ୍ ୨୦୨୫ ଆରମ୍ଭ…

ଭାରତ ନୁହେଁ ବର୍ତ୍ତମାନ ଏହି ଦେଶ ପାଇଁ ଖେଳିବେ ଷ୍ଟାର ସ୍ପିନର ଚହଲ..

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପରେ ଭାରତୀୟ ଷ୍ଟାର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଏକ ବିଦେଶୀ ଦଳ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ । ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆ ଦଳରୁ ବାହାରେ ଥିବା ଚହଲ ଏକ ବିଦେଶୀ ଦଳ ସହ ଚୁକ୍ତି କରିଛନ୍ତି । ସେ ପୂର୍ବରୁ ମଧ୍ୟ ଏହି ଦଳ ପାଇଁ ଖେଳି ସାରିଛନ୍ତି ।…

କୋହଲିଙ୍କ ୫୧ତମ ଶତକ, ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲାରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । କୋହଲିଙ୍କ ଏହା ଦିନିକିଆ କ୍ରିକେଟରେ ୫୧ତମ ଶତକ । ଏଥିସହ ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଥିବା ବେଳେ…

ହାଇଭୋଲଟେଜ ଫାଇଟ : ଟସ୍ ଜିତିଲା ପାକ୍, ଭାରତ କରୁଛି ବୋଲିଂ

ଦୁବାଇ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମହା ମୁକାବିଲା । ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ବାଂଲାଦେଶ ବିପକ୍ଷରେ ଭାରତର ଅନ୍ତିମ ଏକାଦଶ ଯାହା ଥିଲା ଆଜି…