Latest Odisha News

BREAKING NEWS

Browsing Category

କ୍ରିକେଟ

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ବିସିସିଆଇ,ଆଇସିସି ସହିତ କୌଣସି ବୈଠକର ସୂଚନା ନାହିଁ : ପିସିବି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଉପସ୍ଥିତିରେ ଆଇସିସି ସହିତ ଚାମ୍ପିୟନ୍ସ ଟ୍ରଫି ସମ୍ପର୍କିତ କୌଣସି ବୈଠକ ସମ୍ପର୍କରେ ସୂଚନା ପାଇ ନାହୁଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି । ସୂଚନାଯୋଗ୍ୟ, ଶୁକ୍ରବାର ପିସିବି ଓ ବିିସିସିଆଇ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ଖେଳିବା ନେଇ…

ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ: ଯଶସ୍ୱୀ, ରାହୁଲଙ୍କ ଅର୍ଦ୍ଧଶତକ

ପର୍ଥ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୧୭୨ ରନ ସଂଗ୍ରହ କରିନେଇଛି । ଯଶସ୍ୱୀ ଜୈସୱାଲ ୯୦ ଓ କେଏଲ ରାହୁଲ ୬୨ ରନ କରି…

ଟି୨୦ରେ ବିଶ୍ୱରେକର୍ଡ କଲେ ତିଳକ

ହାଇଦ୍ରାବାଦ: ସୟେଦ ମୁସ୍ତାକ ଅଲି ଟ୍ରଫିରେ ଭାରତର ବ୍ୟାଟ୍ସମ୍ୟାନ ସୟେଦ ମୁସ୍ତାକ ଅଲି ଟ୍ରଫିରେ ବିଶ୍ୱରେକର୍ଡ କରିଛନ୍ତି । ହାଇଦ୍ରାବାଦର ଅଧିନାୟକ ତିଳକ ଶନିବାର ମେଘାଳୟ ବିପକ୍ଷରେ ୧୫୧ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ରେ କ୍ରମାଗତ ୩ଟି ଶତକ ହାସଲ କରିବାରେ…

ଅଷ୍ଟ୍ରେଲିଆରେ ବୁମରାହଙ୍କ ଆଉ ଏକ ସଫଳତା

ପର୍ଥ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଓଭରାଲ ଏହା ତାଙ୍କର ୧୧ତମ ୫ ୱିକେଟ ସଫଳତା । ଅଷ୍ଟ୍ରେଲିଆ ମାଟିରେ…

ଅଷ୍ଟ୍ରେଲିଆରେ ପନ୍ତଙ୍କ ମହାରେକର୍ଡ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପନ୍ତ ୩୭ ରନର ଇନିଂସ ଖେଳିଥିଲେ । ଏଥିସହ ଭ୍ରମଣକାରୀ ଦଳର ୱିକେଟକିପର ଭାବେ ସେ ଅଷ୍ଟ୍ରେଲିଆରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ପନ୍ତ ୧୩ଟି ଇନିଂସରେ…

ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର

ପର୍ଥ: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ସୁବିଧାଜନକ ସ୍ଥିତିରେ ରହିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଛନ୍ତି । ନୀତିଶ ପର୍ଥର ବାଉନ୍ସ ପିଚରେ ଭଲ…

ପର୍ଥ ଟେଷ୍ଟ: ବୁମରାହଙ୍କ ଚମତ୍କାର ବୋଲିଂ, ଗୋଟିଏ ଦିନରେ ପଡିଲା ୧୭ ୱିକେଟ

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା । ଗୋଟିଏ ଦିନରେ ୧୭ ୱିକେଟର ପତନ ଘଟିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ୬୭ ରନରେ ୭ ଟି ୱିକେଟ ହରାଇ ବିପଦରେ ପଡିଛି । ଅଧିନାୟକ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…