Latest Odisha News

BREAKING NEWS

Browsing Category

ହକି

Men’s Hockey India League 2026: କଳିଙ୍ଗ ଲାନସର୍ସର ଦମଦାର ଆରମ୍ଭ, ୪-୨ ଗୋଲରେ ରାଞ୍ଚିକୁ ଦେଲା ମାତ୍

ଚେନ୍ନାଇ:ରବିବାର ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡିୟମରେ ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL)ରେ ବେଦାନ୍ତ କଳିଙ୍ଗ ଲାନସର୍ସ(Vedanta Kalinga Lancers) ଦମଦାର୍ ପ୍ରଦର୍ଶନ କରି ଚଳିତ ସିଜନ ବିଜୟରୁ ଆରମ୍ଭ କରିଛି । ରାଞ୍ଚି ରୟାଲ୍ସକୁ ୪-୨ ଗୋଲରେ ପରାସ୍ତ କରିଛି ଓଡିଶା…

Men’s Hockey India League:କମ୍ପିବ ଷ୍ଟାଡିୟମ…ଆଜିଠୁ ପୁରୁଷ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ;ଭୁବନେଶ୍ବରରେ…

ଚେନ୍ନାଇ:ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିବାବେଳେ ଏପଟେ ପୁରୁଷଙ୍କ ଲିଗ୍‌ ଆଜିଠୁ (ଶନିବାର-୩ ଜାନୁଆରୀ) ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ…

Women’s Hero Hockey India League 2025-26: ଆରମ୍ଭ ହେଲା ମହିଳା ହିରୋ ହକି ଇଣ୍ଡିଆ ଲିଗର ୨ୟ ସିଜିନ୍,…

ରାଞ୍ଚି: ମହିଳା ହିରୋ ହକି ଇଣ୍ଡିଆ ଲିଗର ଦ୍ୱିତୀୟ ସିଜିନ୍ ଆରମ୍ଭ ହୋଇଯାଇଛି । ମହିଳା ହକିକୁ ପୁଣି ଥରେ ନୂତନ ଶିଖରରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଯାଇଛି ହକି ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ ରାଞ୍ଚିରେ ୨୮ ଡିସେମ୍ବର, ୨୦୨୫ ରୁ ୧୦ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ ଖେଳାଯିବ। ଝାଡ଼ଖଣ୍ଡର…

Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …

ଚେନ୍ନାଇ:ରୋମାଞ୍ଚକର ବିଜୟ ପରେ ସେମିଫାଇନାଲରେ ସ୍ଥାନ ପକ୍କା କଲା ଭାରତୀୟ ହକି ଦଳ । ଜୁନିଅର ପୁରୁଷ ହକି ବିଶ୍ୱକପର ଆୟୋଜକ ଦଳ ଭାରତ, ବେଲଜିୟମକୁ ସୁଟଆଉଟରେ ପରାସ୍ତ କରି ଟପ୍-4ରେ ପ୍ରବେଶ କରିଛି । ରବିବାର(ଡିସେମ୍ବର ୭) ସାତ ଥର ଚାମ୍ପିଅନ ଜର୍ମାନୀ ବିପକ୍ଷରେ ସେମିଫାଇନାଲ ମୁକାବିଲା…

Harendra Singh resigns: ଏହି କାରଣରୁ ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍

ନୂଆଦିଲ୍ଲୀ:  ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ଇସ୍ତଫା ଦେଇଛନ୍ତି । ମୁଖ୍ୟ କୋଚ୍ ପଦରୁ ହରେନ୍ଦ୍ର ସିଂହ ହଠାତ୍ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ହକି ଦଳରୁ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ଏହି ଖବରକୁ ନିଶ୍ଚିତ କରି କହିଛି ଯେ ଭାରତୀୟ ହକି ଦଳର କୋଚ୍ ବ୍ୟକ୍ତିଗତ…

Sultan Azlan Shah cup 2025: ୪ର୍ଥ ଥରପାଇଁ ରୌପ୍ୟ ଜିଣିଲା ଭାରତ…ବେଲଜିୟମର ପ୍ରଥମ ଟାଇଟଲ

ନୂଆଦିଲ୍ଲୀ:ଭାରତ ୪ର୍ଥ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି । ସୁଲତାନ ଆଜଲାନ ଶାହ କପ୍ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ଠାରୁ ୦-୧ ଗୋଲରେ ପରାସ୍ତ ହୋଇଛି । ରବିବାର ମାଲେସିଆର ଇପୋହରେ ଅନୁଷ୍ଠିତ ଛଅ ଦଳୀୟ ସୁଲତାନ ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ପ୍ରଥମ ଟାଇଟଲ ହାସଲ…

Sultan Azlan Shah Cup 2025:କାନାଡାକୁ ୧୪-୩ଗୋଲରେ ପରାସ୍ତ କରି ଫାଇନାଲରେ ଭାରତ, ଆସନ୍ତାକାଲି ଟାଇଟଲ ଲଢେଇ

ନୂଆଦିଲ୍ଲୀ: ଶନିବାର ଭାରତୀୟ ସିନିୟର ପୁରୁଷ ହକି ଦଳ କାନାଡାକୁ ୧୪-୩ଗୋଲରେ ପରାସ୍ତ କରି ସୁଲତାନ ଆଜଲାନ ଶାହ କପ( Sultan Azlan Shah Cup 2025)ର ଫାଇନାଲରେ ପ୍ରବେଶ କରିଛି। ଭାରତର ବିଜୟରେ ଜୁଗରାଜ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଏକାକୀ ଚାରିଟି ଗୋଲ କରିଥିଲେ ।…

Hockey Men’s Junior World Cup: ବଡ ବିଜୟରୁ ଭାରତର ଅଭିଯାନ ଆରମ୍ଭ, ଆଜି ଭାରତ-ଓମାନ ଫାଇଟ୍

ଚେନ୍ନାଇ: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା କନିଷ୍ଠ ହକି ବିଶ୍ବକପ୍‌ରେ ଆୟୋଜକ ଭାରତ ଦମଦାର୍ ପ୍ରଦର୍ଶନ କରିଛି । ଭାରତୀୟ ଦଳ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଚିଲିକୁ ଏକତରଫା ଭାବେ ୭-୦ ଗୋଲ୍‌ରେ ହରାଇ ଦେଇଛି ଟିମ୍ ଇଣ୍ଡିଆ (FIH Hockey Men’s Junior World…

Sultan Azlan Shah Cup: ଆଜି ଉଦଘାଟନୀ ମ୍ୟାଚରେ ୫ଥର ଚାମ୍ପିଅନ ଭାରତ କୋରିଆକୁ ଭେଟିବ, ଏଠାରେ ଦେଖନ୍ତୁ…

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ନଭେମ୍ବର ୨୩ ରୁ ୩୦ ପର୍ଯ୍ୟନ୍ତ ମାଲେସିଆର ଇପୋହରେ ସୁଲତାନ ଆଜଲାନ ଶାହ କପ୍ ୨୦୨୫ (Sultan Azlan Shah Cup 2025) ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ । ୩୧ତମ ସୁଲତାନ ଆଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ଦଳ…

Sultan Azlan Shah Cup 2025: ସୁଲତାନ ଆଜଲାନ ଶାହ କପ୍ ରେ ସିନିୟରମାନଙ୍କୁ ବିଶ୍ରାମ, ନେତୃତ୍ବ ନେବେ ସଞ୍ଜୟ

ନୂଆଦିଲ୍ଲୀ:ହକି ଇଣ୍ଡିଆ ମାଲେସିଆର ଇପୋହ (Ipoh, Malaysia)ରେ ୨୩ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୧ତମ ସୁଲତାନ ଆଜଲାନ ଶାହ କପ୍ ୨୦୨୫(31st Sultan Azlan Shah Cup 2025) ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଏହି ଇଭେଣ୍ଟ ପାଇଁ ସଞ୍ଜୟଙ୍କୁ ଦଳର…