Latest Odisha News
Browsing Category

ଖେଳ

ଏସିଆ କପ ପାକିସ୍ତାନ, ଶ୍ରୀଲଙ୍କାରେ ଖେଳାଯିବ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଂଟର ୨୦୨୩ ସଂସ୍କରଣ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନରେ ୪ଟି ଏବଂ ବାକି ୯ଟି ମୁକାବିଲା ଶ୍ରୀଲଙ୍କାରେ ହେବ । ପାକିସ୍ତାନରେ ଭାରତର ଗୋଟିଏ ବି ମ୍ୟାଚ ହେବ ନାହିଁ । ଗ୍ରୁପ ଷ୍ଟେଜର ୪ଟି ମ୍ୟାଚ ପାକିସ୍ତାନ-ନେପାଳ,…

ଜାତୀୟ ସିନିୟର କିରୋଗୀ ପୁମ ସି ଟାଏକୋଣ୍ଡୋ : ସିକ୍କିମ ଚାମ୍ପିୟନ, ଓଡିଶା ରନର୍ସଅପ

ପୁରୀ: ଡେରାଡୁନରେ ୩୮ତମ ଜାତୀୟ ସିନିୟର କିରୋଗୀ ଓ ପୁମ ସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମତ୍କାର ପ୍ରଦର୍ଶନ କରି ଓଡିଶା ପୁମସା ବିଭାଗରେ ରନର୍ସଅପ ହୋଇଛି । ସିକ୍କିମ ଟିମ ଓଭରାଲ ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାରେ ୪୧ ଜଣିଆ ଟିମ ଅଂଶଗ୍ରହଣ କରିଥିଲେ ।…

ଦୁଲୀପ ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶାନ୍ତନୁ, ସୂର୍ଯ୍ୟକାନ୍ତ ଷ୍ଟାଣ୍ଡବାଇ

ଭୁବନେଶ୍ୱର: ବାଙ୍ଗାଲୋରରେ ଜୁନ ୨୮ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଦୁଲୀପ ଟ୍ରଫି ଆୟୋଜିତ ହେବ । ଏ ନେଇ ବୁଧବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡିଶାର ଓପନର ଶାନ୍ତନୁ ମିଶ୍ରଙ୍କ ସ୍ଥାନ ମିଳିଛି । ରଣଜୀ ଟ୍ରଫିରେ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ…

୩୯ ବର୍ଷ ପରେ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ପ୍ରଥମ ୩ଟି ସ୍ଥାନରେ ଗୋଟିଏ ଦେଶର ବ୍ୟାଟ୍ସମ୍ୟାନ

ସିଡନୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ହାତେଇବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଦୀର୍ଘ ୩୯ ବର୍ଷ ପରେ ଆଇସିସି ର‌୍ୟାଙ୍କିଙ୍ଗରେ ଗୋଟିଏ ଦେଶର ୩ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ମାର୍ନସ ଲାବୁସେନ ଶୀର୍ଷ ସ୍ଥାନ ବଜାୟ ରଖିଥିବା…

ଏନସିଏରେ ପ୍ରଶିକ୍ଷଣ ନେବେ ଅର୍ଜୁନଙ୍କ ସମେତ ୨୦ ଅଲରାଉଣ୍ଡର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାଜିତ ହେବା ପରେ ବିସିସିଆଇ ଯତ୍ନବାନ ହୋଇ ଉଠିଛି । ୩ଟି ଯାକ ଫର୍ମାଟ ପାଇଁ ଅଲଗା ଅଲଗା ଟିମ ପ୍ରସ୍ତୁତ ନେଇ ବିିସିସିଆଇ ରଣନୀତି ଆରମ୍ଭ କରିଛି । ଇତି ମଧ୍ୟରେ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ ସମେତ…

ଅଧିନାୟକ ଭାବେ କୋହଲି, ଧୋନୀଙ୍କଠାରୁ ଆଗରେ ଅଛନ୍ତି ରୋହିତ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହେବା ପରେ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ତାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଦାବୀ ହେଉଛି । ତେବେ ଆମେ ଯଦି ରେକର୍ଡ ଉପରେ ଆଖି ପକାଇବା ତେବେ ରୋହିତ…

ଟିମ ଇଣ୍ଡିଆର ୨୦୨୫ ଇଂଲଣ୍ଡ ଗସ୍ତ ପାଇଁ ଭେନ୍ୟୁ ଘୋଷିତ

ନୂଆଦିଲ୍ଲୀ: ୨୦୨୫ରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର କେଉଁ କେଉଁ ଭେନ୍ୟୁରେ ମ୍ୟାଚ ଖେଳାଯିବ ତାହା ସ୍ପଷ୍ଟ କରିଛି । ୨୦୨୫ରୁ ୨୦୩୧ ପର୍ଯ୍ୟନ୍ତ ଇସିବି ଉଭୟ ପୁରୁଷ ଓ ମହିଳା ଟିମର କାର୍ଯ୍ୟସୂଚୀ ଘୋଷିତ କରିଛି ।…

କ୍ରିକେଟ ଇତିହାସର ବ୍ୟୟବହୁଳ ବଲ ପକାଇ ଅଲୋଡା ରେକର୍ଡରେ ସାମିଲ ହେଲେ ତନୱର

ଚେନ୍ନାଇ: ତାମିଲନାଡୁ ପ୍ରିମିୟର ଲିଗ କ୍ରିକେଟରେ ଅଭିଷେକ ତନୱର ଏକ ଅଲୋଡା ରେକର୍ଡ କରିଛନ୍ତି । ସେ କ୍ରିକେଟ ଇତିହାସରେ ଗୋଟିଏ ବଲରେ ସର୍ବାଧିକ ୧୮ରନ ଦେଇଛନ୍ତି । ସାଲେମ ସ୍ପାର୍ଟାନ୍ସ ଓ ଚେପକ ସୁପର ଗିଲିସ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେଉଥିଲା । ସାଲେମର ଅଭିଷେକ ପ୍ରଥମ ୩ ଓଭର ଭଲ…

ଫୁଟବଲ ପ୍ରତିଭା ଦେଖାଇବାକୁ ସାଲିଆସାହିରୁ ଯିବେ ସ୍ପେନ୍

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିର ସୁଲେଖା କହଁର (୧୬) ଓ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଏକ ଗାଁର ଶ୍ରୀଜଳ କିସ୍କୁ (୧୨)ଙ୍କ ପାଇଁ ଏହା ଏକ ନିଆରା ଆନନ୍ଦ ତଥା ମୁହୂର୍ତ୍ତ। ୟୁରୋପୀୟ ରାଷ୍ଟ୍ରରେ ନିଜର ଫୁଟବଲ ଖେଳର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସ୍ପେନର ପ୍ରଶିକ୍ଷକମାନେ…

ମେସିଙ୍କ ପରେ ପିଏସଜି ଛାଡିବେ କିଲିୟନ ଏମବାପେ

ପ୍ୟାରିସ: ଫ୍ରାନ୍ସର ଲୋକପ୍ରିୟ ଫୁଟବଲ କ୍ଲବ ପ୍ୟାରିସ ସେଂଟ ଜର୍ମାନକୁ ଆଉ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଛି । ଷ୍ଟାର ଖେଳାଳି ଲିଓନେଲ ମେସିଙ୍କ ପରେ ଟିମର ଅଧିନାୟକ ତଥା ଫ୍ରାନ୍ସ ଷ୍ଟାର କିଲିୟାନ ଏମବାପେ ମଧ୍ୟ ଦଳ ଛାଡିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି । ଜୁନ ୨୦୨୪ ପରେ ମୁଁ ଏହି…