Latest Odisha News

BREAKING NEWS

Browsing Category

ଖେଳ

ୱାଶିଂଟନ ସୁନ୍ଦରଙ୍କ ନାମ ପଛରେ ରହିଛି ଏହି କାରଣ

ଚେନ୍ନାଇ: ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବ୍ୟାଟିଂ ସହାୟତାରେ ଗୁଜରାଟ ଟାଇଟନ୍ସ ରବିବାର ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ତେବେ ଚେନ୍ନାଇର ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟାର ଖେଳାଳିଙ୍କ ନାମ ପଛରେ ଏକ ଜବରଦସ୍ତ କାରଣ ରହିଛି । ସୁନ୍ଦରଙ୍କ ବାପା…

ଟିମରେ ସ୍ଥାନ ନମିଳିବାରୁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ସିରାଜ…

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ପେସ ବୋଲର ମହମ୍ମଦ ସିରାଜ ଆଇପିଏଲ ୨୦୨୫ରେ ନିଜର କ୍ୟାରିଅରର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ମାତ୍ର ୧୭ ରନ ଦେଇ ୪ଟି ଉଇକେଟ ନେଇ ଗୁଜରାଟ ଟାଇଟନ୍ସକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି। ଏହି ମ୍ୟାଚ…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପିତ

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ରାଜ୍ୟ…

ଟି୨୦ ବିଶ୍ୱକପର ଦାମୀ ଉପହାର ପାଇଲେ କୋହଲି

ବେଙ୍ଗାଲୁର: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ବ୍ୟସ୍ତ ଅଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କିପରି ଟ୍ରଫି ଜିତିବ ସେ ଏବଂ ତାଙ୍କ ଟିମ ଉଦ୍ୟମ ଜାରୀ ରଖିଛନ୍ତି । ଇତି ମଧ୍ୟରେ ଟି୨୦ ବିଶ୍ୱକପର ଏକ ଦାମୀ ଉପହାର କୋହଲିଙ୍କ ନିକଟରେ ପଂହଚିଛି । ଯାହାକୁ ଦେଖି କୋହଲି ବେଶ…

ଅବସର ଗୁଜବ ପରେ ମୁହଁ ଖୋଲିଲେ ଏମଏସ ଧୋନୀ

ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ଶେଷ ଓଭର ଆଡକୁ ବ୍ୟାଟିଂ କରିବାକୁ ଆସି ପୂର୍ବରୁ ସମାଲୋଚିତ ହୋଇଥିଲେ । ଦିଲ୍ଲୀ ବିପକ୍ଷରେ ତାଙ୍କ ଧୀମା ବ୍ୟାଟିଂ ପ୍ରଶଂସକ ଓ…

ଆରସିବି ବିପକ୍ଷ ମ୍ୟାଚରେ ଖେଳି ପାରନ୍ତି ବୁମରାହ

ମୁମ୍ବାଇ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଆଇପିଏଲ ପାଇଁ ଉପଲବ୍ଧ ହୋଇଛନ୍ତି । ଆଘାତ ସମସ୍ୟା ଯୋଗୁ ବୁମରାହ ଏ ପର୍ଯ୍ୟନ୍ତ ଚଳିତ ଆଇପିଏଲରେ ଗୋଟିଏ ମ୍ୟାଚ ଖେଳି ପାରି ନାହାନ୍ତି । ଫିଟ ଘୋଷିତ ହେବା ପରେ ସେ ସୋମବାର ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ…

ଧୋନିଙ୍କ ମ୍ୟାଚ ଷ୍ଟାଡିୟମରେ ଦେଖିଲେ ବାପା, ମା; ବଢ଼ିଲା ଅବସର ଚର୍ଚ୍ଚା

ଚେନ୍ନାଇ: ଆଇପିଏଲ୍‌ ୨୦୨୫ରେ ଏମଏସ୍‌ ଧୋନି ଖୁବ୍‌ ଚର୍ଚ୍ଚାରେ । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପକ୍ଷରୁ ଖେଳୁଥିବା ଏହି ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ୍‌ରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୯ ନମ୍ବରରେ ବ୍ୟାଟିଂ କରିଥିଲେ। ଆଉ ଦଳ ମ୍ୟାଚ ହାରିଥିଲା…

ଦିଲ୍ଲୀର ହ୍ୟାଟ୍ରିକ ବିଜୟ, ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଚେପକ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୨୫ ରନରେ ଚେନ୍ନାଇକୁ ହରାଇଛି । ୧୫ ବର୍ଷ ପରେ ଚେପକରେ ଚେନ୍ନାଇକୁ ହରାଇବାରେ ଦିଲ୍ଲୀ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି…

ବୁମରାହଙ୍କୁ ସବୁଜ ସଙ୍କେତ ଦେଲା ବିସିସିଆଇ ମେଡିକାଲ ଟିମ, ଏଥର ଖେଳିବେ ଆଇପିଏଲ

ମୁମ୍ବାଇ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ବିସିସିଆଇ ମେଡିକାଲ ଟିମ ଫିଟ ଘୋଷିତ କରିବା ସହ ଆଇପିଏଲ ଖେଳିବା ନେଇ ସବୁଜ ସଙ୍କେତ ଦେଇଛି । ବୁମରାହ ଖୁବ ଶୀଘ୍ର ମୁମ୍ବାଇ ଟିମ ସହିତ ଯୋଗ ଦେବେ । ରିପୋର୍ଟ ମୁତାବକ ଏପ୍ରିଲ ୭ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚ…

ମୁହଁରେ ବଲ ଲାଗିବାରୁ ଆମ୍ୱୁଲାନ୍ସରେ ଗଲେ ଇମାମ ଉଲ ହକ, କିୱି ଖେଳାଳିଙ୍କ ବୋଲିଂ ବେଳେ ଅନ୍ଧାର ହୋଇଗଲା ଷ୍ଟାଡିୟମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନର ଓପନର ଇମାମ ଉଲ ହକ ଆହତ ହେବା ପରେ ରିଟାୟାର୍ଡ  ହର୍ଟ ହୋଇ ମୈଦାନ ଛାଡ଼ିଛନ୍ତି। ମ୍ୟାଚ ସମୟରେ ଏକ ଡାଇରେକ୍ଟ ଥ୍ରୋ ତାଙ୍କ…