Latest Odisha News

BREAKING NEWS

Browsing Category

ଖେଳ

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଗିଲ

ଦି ଓଭାଲ: ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଅନେକଗୁଡିଏ ରେକର୍ଡ ଭାଙ୍ଗିଛନ୍ତି । ସେ ଗ୍ୟାରୀ ସୋବର୍ସ ଓ ସୁନୀଲ ଗାଭାସ୍କରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସେ ୧୧ ରନ କରିଥିବା ବେଳେ ଅଧିନାୟକ ଭାବେ ଭାରତ ପକ୍ଷରୁ ଗୋଟିଏ ସିରିଜରେ…

କେଏଲ ରାହୁଲଙ୍କୁ ନେଇ ଚର୍ଚ୍ଚା: ୨୫ କୋଟିରେ କିିଣିବାକୁ ଚର୍ଚ୍ଚା!

ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ବ୍ୟାଟରୁ ଇଂଲଣ୍ଡରେ ଜୋରଦାର ରନ ବର୍ଷା ହେଉଛି। ସେ ସିରିଜରେ ଦୁଇଟି ଶତକ ହାସଲ କରିଛନ୍ତି। ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୬ରେ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି କୋଲକାତା ନାଇଟ ରାଇଡର୍ସ…

ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗିଲ, ଷ୍ଟୋକ୍ସ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ତେବେ ଲମ୍ବା ସିରିଜରେ ମ୍ୟାଚ ମଧ୍ୟରେ କମ ଦିନ ବ୍ୟବଧାନ ରହିବା ନେଇ ଶୁଭମନ ଗିଲ ଓ ବେନ ଷ୍ଟୋକ୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ବୋଲରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…

ସ୍ପଟ ଫିକ୍ସିଂ, ଡୋପିଂରେ ଧରାପଡିଥିବା ଏହି ଖେଳାଳି ଜିମ୍ବାୱେ ଟିମରେ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟର ବିବାଦୀୟ ଖେଳାଳି ବ୍ରେଣ୍ଡନ ଟେଲର ପୂନର୍ବାର ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ୩୯ ବର୍ଷୀୟ ଟେଲରଙ୍କୁ ଆଇସିସି ନିଲମ୍ବିତ କରିଥିଲା । ନିଲମ୍ବନ ଦଣ୍ଡାଦେଶ ପୂର୍ଣ୍ଣ ହେବା ପରେ ଟେଲର ପୂନର୍ବାର ଜିମ୍ବାୱେ ଟିମରେ ସ୍ଥାନ ପାଇଛନ୍ତି । ଜାନୁୟାରୀ…

ଟି୨୦ରେ ଅଭିଷେକ ଶର୍ମା ଏକ ନମ୍ବର

ଦୁବାଇ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏବେ ଆନ୍ତର୍ଜାତୀୟ ଟି୨୦ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଅଷ୍ଟ୍ରେଲିଆର ଟ୍ରେଭିସ ହେଡଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ୮୨୯ ରେଟିଂ ପଂଏଟ ପାଇଛନ୍ତି । ହେଡ ୮୧୪…

ତେନ୍ଦୁଲକର-ଆଣ୍ଡରସନ ଟ୍ରଫି: ଅନ୍ତିମ ଟେଷ୍ଟରୁ ବାଦ ପଡିଲେ ଷ୍ଟୋକ୍ସ, ଆର୍ଚ୍ଚର

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଅନ୍ତିମ ମ୍ୟାଚ ଦି ଓଭାଲରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଅନ୍ତିମ ଟେଷ୍ଟରୁ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚ୍ଚର ଓ ବ୍ରାୟଡନ କର୍ସ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି…

ପାକିସ୍ତାନ ସହ ସେମିଫାଇନାଲ ମ୍ୟାଚ ଖେଳିବାକୁ ମନା କଲା ଭାରତୀୟ ଟିମ

ନୂଆଦିଲ୍ଲୀ: ୩୧ ଜୁଲାଇରେ ବର୍ମିଂହାମରେ ଭାରତ ଓ ପାକିସ୍ତାନ ମଧ୍ୟରେ ରିଟାୟର୍ଡ କ୍ରିକେଟର୍ସ ୱାର୍ଲ୍ଡ ଚାମ୍ପିୟନଶିପର ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିଲା । ତେବେ ଭାରତ ଏହି ମ୍ୟାଚ ଖେଳିବାକୁ ମନା କରି ଦେଇଛି । ଯୁବରାଜ ସିଂ ନେତୃତ୍ୱଧୀନ ଟିମର ଏହି ନିଷ୍ପତିକୁ ବିଭିନ୍ନ ମହଲରେ…

ପିଚ୍ କ୍ୟୁରେଟରଙ୍କ ସହ କୋଚ ଗମ୍ଭୀରଙ୍କ ଝଗଡା, କ’ଣ ହୋଇପାରେ ଦଣ୍ଡବିଧାନ?

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଓଭାଲରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ପିଚ୍ କ୍ୟୁରେଟର ଲି ଫୋର୍ଟିସଙ୍କ ଝଗଡା ହୋଇଛି। ଫୋର୍ଟିସ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ପରେ ସେ କହିଛନ୍ତି, ଏହି ମାମଲାକୁ ଆଗକୁ ନେବେ ନାହିଁ। କିନ୍ତୁ ଯଦି…

ଷ୍ଟୋକ୍ସଙ୍କ ହ୍ୟାଣ୍ଡସେକ ଡ୍ରାମାକୁ ନେଇ ମୁହଁ ଖୋଲିଲେ ଗମ୍ଭୀର

ମାଂଚେଷ୍ଟର: ଚତୁର୍ଥ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଇଂଲଣ୍ଡ ଖେଳାଳିଙ୍କୁ ନିରାଶ କରିଥିଲା । ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ହ୍ୟାଣ୍ଡସେକକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ରବୀନ୍ଦ୍ର…

ଅନ୍ତିମ ଟେଷ୍ଟରୁ ଏହି ୪ ଖେଳାଳି ଟିମ ଇଣ୍ଡିଆରୁ ଓହରିବା ନିଶ୍ଚିତ

ମାଂଚେଷ୍ଟର: ଭାରତ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ର ରଖି ସିରିଜରେ ଏବେ ବି ତିଷ୍ଠି ରହିଛି । ଏବେ କିଙ୍ଗଷ୍ଟନ ଓଭାଲରେ ୩୧ରୁ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିରିଜ ଡ୍ର ରଖିବାକୁ ହେଲେ…