Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ ଅବସରରେ ଭାରତୀୟ ଖେଳାଳିଙ୍କ ହେଲା ବ୍ରୋଙ୍କୋ ଟେଷ୍ଟ

ନୂଆଦିଲ୍ଲୀ: ୟୁଏଇକୁ ଶୋଚନୀୟ ଭାବେ ପରାସ୍ତ କରି ଭାରତ ଏସିଆ କପ ଟି୨୦ କ୍ରିକେଟରେ ବିଜୟ ଅଭିଯାନ ଆରମ୍ଭ କରିଛି । ଏହା ପରେ ଦଳ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଶେଷ ସୀମାରେ ପଂହଚିଛି । ଇତି ମଧ୍ୟରେ ଟିମର ଷ୍ଟ୍ରେନ୍ଥ ଓ…

ରୁଟ ଶତକ ନ ମାରିଲେ ବିନା ପୋଷାକରେ ଏହି ଖେଳାଳି ଏମସିଜିରେ ଦୌଡିବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ନଭେମ୍ବରରୁ ଆଶେସ ସିରିଜ ଆରମ୍ଭ ହେବ । ଏବେଠାରୁ ଏ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ଏହି…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମଧ୍ୟରେ କାହାର ପଲା ରହିଛି ଭାରୀ

ଦୁବାଇ: ଏସିଆ କପ କ୍ରିକେଟର ମହା ମୁକାବିଲା ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ଏହା ଉପରେ ରହିଛି । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଆସନ୍ତୁ ନଜର ପକାଇବା କାହାର ପଲା ଭାରୀ ରହିଛି । ହେଡ ଟୁ…

ମହିଳା ଏସିଆ କପ ହକି: ଚୀନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ ହକିରେ ଗୁରୁବାର ଭାରତ ସୁପର ଫୋର ମୁକାବିଲାରେ ଆୟୋଜକ ଚୀନଠାରୁ ୪-୧ ଗୋଲରେ ପରାଜିତ ହୋଇଛି । ଏଥିସହ ଚୀନ ଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତର ଫାଇନାଲ ପ୍ରବେଶ ନେଇ ଚାପ ବଢ଼ିବାରେ ଲାଗିଛି । ସେପ୍ଟମ୍ବର ୧୨ରେ ଖେଳାଯିବାକୁ ଥିବା ଜାପାନ ବିପକ୍ଷ…

ସଚିନ ସତରେ କଣ ହେବେ ବିସିସିଆଇ ସଭାପତି !

ମୁମ୍ବାଇ: ଭାରତୀୟ କ୍ରିକେଟ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମ୍ପର୍କୀତ ସମସ୍ତ ଖବର ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ନୂଆ ସଭାପତି ଖୋଜୁଛି । ଇତି ମଧ୍ୟରେ ସଚିନଙ୍କୁ ବିସିସିଆଇ ସଭାପତି କରିବାକୁ ଚାହୁଁଛି ବୋଲି ସୋସିଆଲ ମିଡିଆରେ…

ଭାରତ-ପାକିସ୍ତାନ ମ୍ୟାଚ ହେବାକୁ ଦିଅ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ୟୁଏଇ ବିପକ୍ଷରେ ରେକର୍ଡ ବିଜୟ ହାସଲ କରି ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ପୂର୍ବରୁ ଏହି ମ୍ୟାଚକୁ ବାତିଲ କରିବା ନେଇ ଜଣେ ବ୍ୟକ୍ତି ମାମଲା…

ଏସିଆ କପ କ୍ରିକେଟ: ରେକର୍ଡର ଲମ୍ବା ଲାଇନ ଲଗାଇଲା ଟିମ ଇଣ୍ଡିଆ

ଦୁବାଇ: ଏସିଆ କପ ଟି୨୦ କ୍ରିକେଟରେ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ୟୁଏଇ ବିପକ୍ଷ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିବା ସହ ରେକର୍ଡର ଲମ୍ବା ଲାଇନ ଲଗାଇଛି । ୧୩.୧ ଓଭରରେ ୟୁଏଇକୁ ୫୭ ରନରେ ଅଲଆଉଟ କରିବା ପରେ ଭାରତ ୯୩ ବଲ ବାକି…

ସଞ୍ଜୁ ସାମସନ ଖେଳିବା ନେଇ ଏହା କହିଲେ ସୂର୍ଯ୍ୟକୁମାର

ଦୁବାଇ: ସେପ୍ଟମ୍ବର ୧୦ରେ ୟୁଏଇ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କିପରି ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି । ମଙ୍ଗଳବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସଞ୍ଜୁ ସାମସନ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ ମଜାକିଆ ଢ଼ଙ୍ଗରେ ଉତର…

ଡାକ୍ତରଖାନାରେ ରୋହିତ ଶର୍ମା !

ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ବିପକ୍ଷ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଇତି ମଧ୍ୟରେ ଏକ ଭିଡିଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଏଥିରେ ରୋହିତଙ୍କୁ ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ପ୍ରତିଷ୍ଠିତ…

ଏସିଆ କପ କ୍ରିକେଟ: ମାନ୍ଦା ରହିଛି ଭାରତ-ପାକିସ୍ତାନ ଟିକେଟ ବିକ୍ରି

ଦୁବାଇ: ଏସିଆ କପ ୨୦୨୫ ମଙ୍ଗଳବାରଠାରୁ ଆରମ୍ଭ ହୋଇଯିବ । ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ରହିବା ସ୍ୱାଭାବିକ । ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ସବୁଠାରୁ ଆଗ ବିକ୍ରି ହୋଇଥାଏ । ଏଥର କିନ୍ତୁ ଏ ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ଟିକେଟ ବିକ୍ରି ହୋଇ ନାହିଁ ।…