Latest Odisha News

BREAKING NEWS

Browsing Category

ଖେଳ

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ: ପଞ୍ଜାବ ଦଳର ଏକତରଫା ବିଜୟ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପର ଚତୁର୍ଥ  ଦିନରେ  ୭ଟି ମ୍ୟାଚ ଖେଳାଯାଇଛି। ଗୁରୁବାର ସକାଳ ଅଧିବେଶନରେ ୪ଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଅଧିବେଶନରେ ତିନିଟି ମ୍ୟାଚ ଖେଳାଯାଇଛି । ତେବେ ଅପରାହ୍ଣ ୪ଟାରେ ଚତୁର୍ଥ  ଦିନର…

ଆଇପିଏଲରେ କୋହଲିଙ୍କ ଆଉ ଏକ କୀର୍ତିମାନ

ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ବ୍ୟାଟ୍ସମ୍ୟାନ ଚଳିତ ୧୮ତମ ସଂସ୍କରଣରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୦୦୦ ବାଉଣ୍ଡରୀ ଶଟ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଅକ୍ଷର…

ଜମି ଓ ଚାକିରି ବଦଳରେ ଭିନେଶ ଫୋଗଟ ଚାହାଁନ୍ତି ୪ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ତଥା ଜିନ୍ଦର ଜୁଲାନା ବିଧାନସଭା କଂଗ୍ରେସ ବିଧାୟକ ଭିନେଶ ଫୋଗଟ ହରିୟାଣା ସରକାରଙ୍କୁ ତାଙ୍କ ପସନ୍ଦ ଜଣାଇ ଦେଇଛନ୍ତି। ଏପରିକି ସରକାରଙ୍କ ଦ୍ୱାରା ଦିଆଯାଇଥିବା ତିନୋଟି ବିକଳ୍ପ ମଧ୍ୟରୁ ଭିନେଶ ନଗଦ ପୁରସ୍କାର ବାଛିଛନ୍ତି। ରାଜ୍ୟର କ୍ରୀଡା ନୀତି ଅନୁଯାୟୀ ୪…

ରିତୁରାଜ ଓହରିଲେ, ଧୋନୀ ହେଲେ ଅଧିନାୟକ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ଇତି ମଧ୍ୟରେ ଦଳର ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ବାକିତକ ମ୍ୟାଚରୁ ଓହରି ଯାଇଛି । ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । କୋଚ ଷ୍ଟିଫେନ…

ଭିନେଶଙ୍କ ପରି ଓଜନ କମାଇବେ ଲଭଲୀନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଭାରତର ମହିଳା ବକ୍ସର ଲଭଲୀନା ବୋରଗୋହେନ ଓଜନ ବର୍ଗରେ ପରିବର୍ତନ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେ ୭୫ କିଗ୍ରା ବଦଳରେ ୭୦ କିଗ୍ରା ବିଭାଗରେ ଅଂଶଗ୍ରହଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ…

୪ର୍ଥ ଦିନ ସକାଳ ଅଧିବେଶନ: ସିଆରପିଏଫ୍, ସିଆଇଏସଏଫ୍, ବିଏସଏଫ୍, ମଣିପୁର ବିଜୟୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ଚତୁର୍ଥ ଦିନ ସକାଳ ସମୟରେ ୪ଟି ମ୍ୟାଚ ଖେଳାଯାଇଛି । ଗୁରୁବାର ପ୍ରଥମ ମ୍ୟାଚ୍ ସିଆଇଏସଏଫ ଓ ଏସଏସବି ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ସିଆଇଏସଏଫ୍, ଏସଏସବି ଦଳକୁ ୩-୨ ଗୋଲ ବ୍ୟବଧାନରେ…

ଅଲମ୍ପିକ୍ସରେ କ୍ରିକେଟ ଏଣ୍ଟ୍ରି

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ୧୪୧ତମ ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବେ ପ୍ରବେଶ ମିଳିଛି। ଏହି କ୍ରୀଡାକୁ ୨୦୨୮ ଲସ୍…

ଦୋହା ଡାଇମଣ୍ଡ ଲିଗରୁ ନୀରଜଙ୍କ ଚଳିତ ସିଜନ ଆରମ୍ଭ

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଚାର ଖେଳାଳି ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ ରୁ ଚଳିତ ସିଜିନ୍ ଆରମ୍ଭ କରିବେ। ଆଗାମୀ ମେ ୧୬ ତାରିଖରେ କାତାରର ରାଜଧାନୀରେ ଦୋହା ଡାଇମଣ୍ଡ ଲିଗ ଆରମ୍ଭ ହେବ । ଟୋକିଓ ଅଲମ୍ପିକରେ ଗୋଲ୍ଡ ଓ ପ୍ୟାରିସ ଅଲିମ୍ପିକରେ ସିଲଭର ପଦକ ବିଜେତା…

ଆଇପିଏଲ: ଧୋନୀ, ରୋହିତ ଅଧିନାୟକରୁ ହଟିବା ପରେ ପ୍ରବଳ କ୍ଷତି ସହୁଛନ୍ତି ଚେନ୍ନାଇ, ମୁମ୍ବାଇ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଏବେ ପ୍ରବଳ କ୍ଷତି ସହୁଛନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ପରେ ଏହି ସମସ୍ୟା ଦେଖା ଦେଇଛି । ସୂଚନାଯୋଗ୍ୟ, ଉଭୟଙ୍କ ନେତୃତ୍ୱ ସମୟରେ ସେମାନଙ୍କ ଦଳ ୫ ଥର ଲେଖାଏଁ…

୨୦୨୮ ଅଲିମ୍ପିକ୍ସ: କ୍ରିକେଟରେ ଅଂଶଗ୍ରହଣ କରିବେ ୬ଟି ଟିମ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ପୂନର୍ବାର କ୍ରିକେଟ ସାମିଲ ହେବାକୁ ଯାଉଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯିବ । ବୁଧବାର ଆୟୋଜକ କମିଟି ସ୍ପଷ୍ଟ କରିଛି ଯେ, ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ୬ଟି ଟିମ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ପଦକ ପାଇଁ…