Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚରେ ତ୍ରୁଟି; ଭୁଲରେ ଭାରତର ଜାତୀୟ ସଙ୍ଗୀତ ବଜାଇଲା ପାକ୍

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଲାହୋରରେ ଖେଳାଯାଉ ବେଳେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏହି ଗ୍ରାଉଣ୍ଡରେ ଏକ ମଜାଦାର ଘଟଣା ଘଟିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ…

ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ୨୦୨୫: ଶ୍ରୀଲଙ୍କା ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇବେ ସଚିନଙ୍କ ଇଣ୍ଡିଆ ଟିମ୍

ମୁମ୍ବାଇ:ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ ଲିଜେଣ୍ଡ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ, ସୁରେଶ ରୈନା ଏବଂ ପଠାନ ବ୍ରଦର୍ସଙ୍କ ଭଳି ମହାନ୍ ଖେଳାଳି । ଦର୍ଶକ ଦେଖିବେ ଏହି ମହାନ କ୍ରିକେଟରଙ୍କ ଛକା ଚୌକା । କେବଳ ସେତିକି ନୁହେଁ ଇଣ୍ଡିଆ ମାଷ୍ଟର୍ସ ଟିମ୍ ର…

ଆଉ କିଛି ଘଂଟା ପରେ ମହା ମୁକାବିଲା

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହା ମୁକାବିଲା ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ପାକିସ୍ତାନ ପାଇଁ ଏହି ମୁକାବିଲାରେ ବିଜୟୀ ହେବା ଜରୁରୀ ହୋଇ ପଡିଛି । ବିଶ୍ୱ କ୍ରିକେଟର ଦୁଇ ପାରମ୍ପାରିକ…

ରିକେଲଟନଙ୍କ ଶତକ, ଦକ୍ଷିଣ ଆଫ୍ରିକା ୧୦୭ ରନରେ ବିଜୟୀ

କରାଚୀ: ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୦୭ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ର‌୍ୟାନ ରିକେଲଟନଙ୍କ ଆକର୍ଷଣୀୟ ଶତକ ସହାୟତାରେ ୬ ୱିକେଟ ବିନିମୟରେ ୩୧୫ ରନ ସଂଗ୍ରହ କରିଥିଲେ । ରିକେଲଟନ ୧୦୩ ରନ…

ଓଡିଶା ପାଇଲା ୩ ସ୍ୱର୍ଣ୍ଣ ୧ ରୌପ୍ୟ

ଭୁବନେଶ୍ବର: ଚଣ୍ଡିଗଡ ଠାରେ ଖେଳାଯାଇଥିବା ସର୍ବ ଭାରତୀୟ ସିଭିଲ ସର୍ଭିସ ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡିଶାର ଚମତ୍କାର ପ୍ରଦର୍ଶନ । ଫେବୃଆରୀ ୧୯ ରୁ ୨୧ ମଧ୍ୟରେ ଖେଳାଯାଇଥିବା ଆଥେଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ପ୍ରଯତ୍ନ ବରାଳ ଅଧିନାୟକତ୍ଵ କରିଥିଲେ । ମହିଳା ବର୍ଗରେ ଜୟନ୍ତୀ…

ଧାୱନଙ୍କ ସହ ଏହି ରହସ୍ୟମୟୀ ଯୁବତୀ କିଏ ?

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ପ୍ରଥମ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ ଅବସରରେ ପୂର୍ବତନ କ୍ରିକେଟର ଶିଖର ଧାୱନଙ୍କୁ ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା । ଶିଖରଙ୍କୁ ଏକ ବିଦେଶୀ ମହିଳାଙ୍କ ଏକତ୍ର ଦେଖିବାକୁ ମିଳିଥିଲା । ଏହି…

ରଣଜୀ ଟ୍ରଫି: ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କଲା କେରଳ

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ କେରଳ ଟିମ ଇତିହାସ ରଚିଛନ୍ତି । ସେମିଫାଇନାଲ ମ୍ୟାଚରେ ଗୁଜରାଟକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ପଛରେ ପକାଇ କେରଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ କେରଳ ଓ ବିଦର୍ଭ ମଧ୍ୟରେ ମୁକାବିଲା ହେବ । ମ୍ୟାଚର ପଂଚମ ତଥା…

ଗିଲ ହେବେ କି ଭାରତର ଅଧିନାୟକ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତର ଷ୍ଟାର ଖେଳାଳି ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ମୁକାବିଲାରେ ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଦିନିକିଆ କ୍ରିକେଟରେ ଗିଲଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଟେଷ୍ଟ ଏବଂ ଟି୨୦ ତୁଳନାରେ…

ଏଥିପାଇଁ ଅଲଗା ହେଲେ ଚହଲ– ଧନଶ୍ରୀ….

ନୂଆଦିଲ୍ଲୀ: ସବୁ ଚର୍ଚ୍ଚା ଉପରେ ଏବେ ବିରାମ ପଡିଛି । ସତରେ ବନ୍ଧନରୁ ମୁକ୍ତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା । ମାସ ମାସ ଧରି ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ଖବର ଘୁରି ବୁଲିବା ପରେ ଏବେ ଉଭୟ ବିବାହ ବିଚ୍ଛେଦ ପାଇଁ…

ସଚିନ, କୋହଲିଙ୍କୁ ପଛରେ ପକାଇଲେ ଗିଲ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୬ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଗିଲ ୧୨୯ ବଲରେ ୯ ଚୌକା ଓ ୨ ଛକା ସହାୟତାରେ ୧୦୧ ରନ କରିଥିଲେ । ଏହି ମ୍ୟାଚରେ ଗିଲ ନିଜ ନାମରେ ଆଉ ଏକ କୀର୍ତିମାନ…