Latest Odisha News

BREAKING NEWS

Browsing Category

ଖେଳ

ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିପାରିବେ ଏହି ଖେଳାଳି: ରିକି ପଣ୍ଟିଙ୍ଗ

ନୂଆଦିଲ୍ଲୀ: କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଭାରତୀୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଦୁଇ ଦଶନ୍ଧିରୁ ଅଧିକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୧୫୯୨୧ ଟେଷ୍ଟ ରନ୍ ସ୍କୋର କରିଥିଲେ। ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ…

ମହିଳା ଟି୨୦ ବିଶ୍ୱକପ: ବାଂଲାଦେଶ ବୋର୍ଡ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ବିସିିସିଆଇ

ନୂଆଦିଲ୍ଲୀ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଚଳିତ ବର୍ଷ ୨୦ ଅକ୍ଟୋବରରୁ ଏହା ବାଂଲାଦେଶରେ ଆୟୋଜନ ହେବାରେ ଅଛି । ତେବେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ଯୋଗୁ ଏଠାରେ ଏହା ଆୟୋଜନ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଇତି ମଧ୍ୟରେ ବାଂଲାଦେଶ ବୋର୍ଡ ବିସିସିଆଇକୁ ଏହା…

ନୂତନ ଏନସିଏରେ ଅଲିମ୍ପିଆନମାନେ କରିପାରିବେ ଅଭ୍ୟାସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଆଥଲେଟମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ଜୟ ଶାହ ଏକ ବଡ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ନୂତନ ଜାତୀୟ କ୍ରିକେଟ ଏକାଡେମୀର ନିର୍ମାଣ କାର୍ଯ୍ୟ…

ଏବେ ବି ଭିନେଶଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ସେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ପାଇ ପାରି ନ ଥିଲେ । ଏ ନେଇ ଭିନେଶ ସିଏଏସରେ ଆବେଦନ କରିଥିଲେ । ସିଏସଏ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ୱାର୍ଲ୍ଡ…

ଭିନେଶଙ୍କ ସମେତ କୋଟି କୋଟି ଭାରତୀୟ କ୍ରୀଡାପ୍ରେମୀ ନିରାଶ, ମିଳିବନି ପଦକ

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ଭିନେଶ ଫୋଗଟଙ୍କୁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ରୌପ୍ୟ ପଦକ ମିଳିବ ନାହିଁ । ମହିଳା ରେସଲିଂ ୫୦ କିଗ୍ରା ବିଭାଗର ଫାଇନାଲରେ ଭିନେଶ ପ୍ରବେଶ କରିଥିଲେ । ମାତ୍ର ଫାଇନାଲ ପୂର୍ବରୁ ଓଜନ ଅଧିକ ରହିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ପରେ ସେ ଏ…

ଅଲିମ୍ପିକରେ ଇଂଲଣ୍ଡ କ୍ରିକେଟ ଟିମ ଖେଳି ନ ପାରେ

ଲଣ୍ଡନ: ୨୦୨୮ ଲସଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ । ତେବେ ଅଲିମ୍ପିକ୍ସରେ ଇଂଲଣ୍ଡ କ୍ରିକେଟ ଟିମ ଅଂଶଗ୍ରହଣ କରି ନ ପାରେ । ଅବଶ୍ୟ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ଆସନ୍ତୁ ଇଂଲଣ୍ଡ ଟିମ କ୍ରିକେଟ ଖେଳିବା ନେଇ କଣ ସମସ୍ୟା ରହିଛି । ଏହାର ପ୍ରକୃତ କାରଣ ହେଲା…

ଦିଲୀପ ଟ୍ରଫି ପାଇଁ ଘୋଷଣା ହେଲା ଦଳ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫିର ଆଗାମୀ ସଂସ୍କରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦଳ ଘୋଷଣା କରିଛି । ସେପ୍ଟମ୍ବର ୫ରୁ ଏହା ଆରମ୍ଭ ହେବ । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ନାହିଁ । ଶୁଭମନ ଗିଲ,…

ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୩୯ ବର୍ଷୀୟ ମୋର୍ଣ୍ଣେ ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି । ସେପ୍ଟମ୍ବର ୧ରେ ସେ ଟିମ ସହିତ ଯୋଗ ଦେବେ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ବୁଧବାର ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ମୂଖ୍ୟ କୋଚ ଗୌତମ ଗମ୍ଭୀର ତାଙ୍କୁ…

ଶ୍ରୀଜେଶଙ୍କୁ କରାଗଲା ସମ୍ମାନୀତ: ୧୬ ନମ୍ବର ଜର୍ସିକୁ ଅବସର, ଜୁନିୟର କୋଚ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ ହକିରୁ ଅବସର ଘୋଷଣା କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିବା ପରେ ସେ ଏହି ଘୋଷଣା କରିଥିଲେ । ଏବେ ଶ୍ରୀଜେଶଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଛି । ତାଙ୍କର ୧୬ ନମ୍ବର ଜର୍ସିକୁ ବିଧିବଦ୍ଧ ଭାବେ…

ଭିନେଶଙ୍କ ଶୁଣାଣୀ ପୂନର୍ବାର ଘୁଂଚିଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ୫୦ କିଗ୍ରା ବିଭାଗର ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ । ତେବେ ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁ ତାଙ୍କୁ ଆଯୋଗ୍ୟ ଘୋଷିତ କରାଯାଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅସୁବିଧାରେ ପଡିଥିଲେ…