Latest Odisha News

BREAKING NEWS

Browsing Category

ଖେଳ

ହାର୍ଦ୍ଦିକ ହୋଇ ପାରନ୍ତି ଟିମ ଇଣ୍ଡିଆର ନୂଆ ଦିିନିକିଆ ଅଧିନାୟକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମୁକାବିଲାରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ସମୀକ୍ଷକଙ୍କ କହିବରା ଅନୁସାରେ ରୋହିତଙ୍କ ଟେଷ୍ଟ କ୍ୟାରିୟରର ଅନ୍ତ ଆରମ୍ଭ ହୋଇଯାଇଛି । ପରାଜୟ ଏବଂ ଖରାପ ଫର୍ମ ରୋହିତଙ୍କୁ ହରଡଘଣାରେ ପକାଇ ଦେଇଛି । ଟି୨୦…

ପୂନର୍ବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ, କୋହଲି ବିଫଳ

ସିଡନୀ: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ କ୍ରିକେଟ ଟେଷ୍ଟରେ ପୂନର୍ବାର ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତର ପ୍ରଥମ ଇନିଂସ ସ୍କୋର ୧୮୫ ରନ ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୯ ରନ ସଂଗ୍ରହ କରିଛି । ଉସମାନ…

ହକି ଇଣ୍ଡିଆ ଲିଗ୍: ଡ୍ରାଗନ୍ସ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ କଳିଙ୍ଗ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଆଜି ନିଜର ୨ୟ ମ୍ୟାଚ ଖେଳିବାକୁ ଯାଉଛି ଘରୋଇଦଳ କଳିଙ୍ଗ ଲାନସର୍ସ । ତାମିଲନାଡୁ ଡ୍ରାଗନ୍ସକୁ ଘରୋଇ ଗ୍ରାଉଣ୍ଡ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭେଟିବ । ଲିଗ୍ ର ପ୍ରଥମ ମ୍ୟାଚରେ ୟୁପି ରୁଦ୍ରସ ଠାରୁ ପରାଜୟ ପରେ କଳିଙ୍ଗ ଆଜି ନିଜର ପ୍ରଥମ ବିଜୟ ଆଶାରେ…

ଶୁଭମନ ଗିଲଙ୍କ ସମେତ ୪ଜଣ ଖେଳାଳିଙ୍କୁ ସମନ

ନୂଆଦିଲ୍ଲୀ: ୪୫୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗୁଜରାଟର ସିଆଇଡି କ୍ରିକେଟର ଶୁଭମନ ଗିଲଙ୍କ ସମେତ ୪ଜଣ କ୍ରିକେଟରଙ୍କ ନାମରେ ସମନ ଜାରୀ କରିଛି । ଯଦି ସେମାନେ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାହାହେଲେ ଦଣ୍ଡିତ ହୋଇ ପାରନ୍ତି । ଗୁଜରାଟ ଟାଇଟାନ୍ସର ଅଧିନାୟକ ଗିଲଙ୍କ ବ୍ୟତୀତ…

ଗାଭାସ୍କର କହିଲେ ରୋହିତଙ୍କ ଖେଳିବା ନେଇ କୋଚ, ମ୍ୟାନେଜମେଂଟଙ୍କ ସହ ହେବି କଥା

ସିଡନୀ: ଆଛ କିଛି ଘଂଟା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଖେଳିବା ନେଇ ସଂଶୟ ରହିଛି । ଏହି ଖବର ପ୍ରକାଶିତ ହେବା ପରେ ଆଲୋଚନା ଜୋର ଧରିଛି । ଇତି ମଧ୍ୟରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ରୋହିତ ସିଡନୀ ଟେଷ୍ଟ…

ସିଡନୀରେ ୧୩ ବର୍ଷ ହେବ ଭାରତ ହାରିନି ଟେଷ୍ଟ

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫିର ପଂଚମ ତଥା ଅନ୍ତିମ ମୁକାବିଲା ଜାନୁୟାରୀ ୩ରୁ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏଠାରେ ଭାରତ ୧୩ ବର୍ଷ ହେବ କୌଣସି ଟେଷ୍ଟ ହାରିନି । ୨୦୧୨ରେ ଶେଷ ଥର ଟିମ ଇଣ୍ଡିଆ ଏଠାରେ ପରାଜିତ ହୋଇଥିଲା । ଏଠାରେ ଏହା ପରେ ଭାରତ ୩ଟି ମ୍ୟାଚ ଖେଳିଛି ଓ…

କୋହଲିଙ୍କୁ ମିଳିବ କି ପୂନର୍ବାର ଟେଷ୍ଟ ଅଧିନାୟକ ଦାୟିତ୍ୱ

ସିଡନୀ: କୋଚ ଗୌତମ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମାଙ୍କ ମିଳିତ ପ୍ରଦର୍ଶନ ଉପରେ ବିସିସିଆଇ ଅସନ୍ତୁଷ୍ଟ । ଟିମ ଇଣ୍ଡିଆକୁ ସଫଳତାର ଧାରାକୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇପାରେ । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ରୋହିତ ଶର୍ମା ଟେଷ୍ଟ…

ସିଡନୀ ଟେଷ୍ଟରେ ରୋହିତଙ୍କ ଖେଳିବା ନେଇ ସସ୍ପେନ୍ସ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳାଯିବ । ୨-୧ରେ ପଛୁଆ ଥିବା ଟିମ ଇଣ୍ଡିଆ ବିଜୟ ସହ ସିରିଜ ଡ୍ର ରଖିବାକୁ ଚାହିଁବ । ତେବେ ଏହି ମ୍ୟାଚରେ ରୋହିତ ଶର୍ମା ଖେଳିବେ କି ନାହିଁ ତାହା ଏକ ସସ୍ପେନ୍ସ ରହିଛି । କୋଚ ଗୌତମ ଗମ୍ଭୀରଙ୍କୁ ରୋହିତଙ୍କ…

ମନୁ ଭାକର ଏବଂ ଡି ଗୁକେଶଙ୍କ ସମେତ ୪ ଜଣଙ୍କୁ ଖେଳ ରତ୍ନ ଆୱାର୍ଡ

ନୂଆଦିଲ୍ଲୀ: ଭାରତ ସରକାର ଚଳିତ ଥର ଖେଳ ରତ୍ନ ପୁରସ୍କାର ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶୁଟିଂ ଚାମ୍ପିୟନ ମନୁ ଭାକର ଏବଂ ଚେସ ଚମ୍ପିୟନ ଡି.ଗୁକେଶ। ତେବେ ଏଥିସହିତ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମଧ୍ଯ ଚୟନ କରାଯାଇଛି। ଗତ ବର୍ଷ…

ଶିଖର ଧୱନକୁ ବିବାହ କଲେ କି ହୁମା କୁରେଶି? 

ମୁମ୍ବାଇ: କ୍ରିକେଟର ଶିଖର ଧୱନ ଓ ବଲିଉଡ ଅଭିନେତ୍ରୀ ହୁମା କୁରେଶିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ଶିଖର ଧୱନ ଶେରୱାନି ଓ ହୁମା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛି। ଏପରିକି ଶିଖର, ହୁମାଙ୍କୁ କିସ୍ କରୁଥିବାର ମଧ୍ଯ ଦେଖିବାକୁ…