Latest Odisha News

BREAKING NEWS

Browsing Category

ଖେଳ

କେମିତି ୧୦ଘଣ୍ଟାରେ ୪.୬କେଜି ଓଜନ କମାଇଲେ ଅମନ ସେହରାଓ୍ବତ?

ପ୍ୟାରିସ: ଅଚାନକ ବଢିଲା ରେସଲର ଅମନ ସେହରାଓ୍ବତଙ୍କ ଓଜନ । ସାରା ରାତି ଅନିଦ୍ରା ରହି ୧୦ଘଣ୍ଟାରେ କମାଇଲେ ୪.୬ କେଜି ଓଜନ । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ଅମନ ସେହରାଓ୍ବତ । ତେବେ ଅଲିମ୍ପିକ୍ସ ପଦକ ଯାଏଁ ଅମନଙ୍କ ଯାତ୍ରା ଏତେ ସହଜ ନଥିଲା ।…

ପ୍ୟାରିସ ଅଲିମ୍ପିକ୍ସ: ଭାରତର ପ୍ରଥମ କୁସ୍ତି ପଦକ ଜିତିଲେ ଅମନ ସେହରାଓ୍ଵତ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ ୨୧ ବର୍ଷୀୟ ଭାରତୀୟ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ପୁଏର୍ତୋ ରିକୋର ଡାରିଆନ୍ ଟୋ କ୍ରୁଜଙ୍କୁ ୧୩-୫ରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛନ୍ତି। କେଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ, ସାକ୍ଷୀ ମଲ୍ଲିକ, ବଜରଙ୍ଗ…

କାମ୍ବଲୀଙ୍କ ବନ୍ଧୁ କହିଲେ ସେ ସୁସ୍ଥ ଅଛନ୍ତି

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ନିଜ ଗୋଡରେ ଛିଡା ହୋଇ ପାରୁ ନ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପରେ କ୍ରିକେଟରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ଏବେ କାମ୍ବଲୀଙ୍କ ଅତି ନିକଟତମ ବନ୍ଧୁ କହିଛନ୍ତି ସେ ସୁସ୍ଥ ଅଛନ୍ତି…

ଅଲିମ୍ପିକ୍ସ ପାଇଁ ସର୍ଜରୀ କରୁ ନ ଥିଲି : ନୀରଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଜଙ୍ଘ ଭିତରେ ଥିବା ମାଂସପେଶୀଜନିତ ସମସ୍ୟାରେ ମୁଁ ଦୀର୍ଘ ଦିନ ହେବ ପଡି ରହିଛି । ସର୍ଜରୀ କରିବା ପାଇଁ ଡାକ୍ତର ବାରମ୍ବାର ପରାମର୍ଶ ଦେଇଛନ୍ତି । ସର୍ଜରୀ କରିଥିଲେ ମୁଁ…

ପ୍ୟାରିସ ଅଲିମ୍ପିକ୍ସ: ଉଦଯାପନୀ ଉତ୍ସବରେ ମନୁଙ୍କ ସହ ଭାରତର ଧ୍ୱଜବାହକ ହେବେ ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଶୁଟର ମନୁ ଭାକରଙ୍କ ସହ ମହାନ ହକି ଖେଳାଳି ପିଆର ଶ୍ରୀଜେଶ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମନୁଙ୍କ ନାମ ଘୋଷଣା ହୋଇ ସାରିଥିଲା । ଏବେ ଶ୍ରୀଜେଶଙ୍କ ନାମ ଏଥିରେ ସାମିଲ…

ଜାଭେଲିନରେ ନୀରଜ-ନଦୀମ ଶୋ’

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଜାଭେଲିନ ଥ୍ରୋ’ରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ଏଥର ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଲଗାତର ଦ୍ୱିତୀୟ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରିଥିଲେ ଭାରତୀୟ କ୍ରୀଡାପ୍ରେମୀ । କିନ୍ତୁ ଫାଇନାଲରେ ବାଜି ମାରିନେଲେ ନୀରଜଙ୍କ ପାକିସ୍ତାନୀ…

କାଳ ହେଲା ଅଧିକ ସୁନ୍ଦରତା, ଅଲମ୍ପିକ୍ସରୁ ବିଦା !

ପ୍ୟାରିସ: ବର୍ତ୍ତମାନ ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ୩୩ ତମ ଅଲିମ୍ପିକ୍ସ ଖେଳ ଜୁଲାଇ ୨୬ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆରମ୍ଭ ହୋଇଥିଲା। ଯାହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ଅଲିମ୍ପିକ୍ସରେ ବହୁ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ଅଧିକ ଓଜନ ଯୋଗୁ…

ରୌପ୍ୟ ପଦକ ପାଇବେ କି ଭିନେଶ

ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ? ଏବେ ଏହି ପ୍ରଶ୍ନ ସମସ୍ତ ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ଘୁରି ବୁଲୁଛି । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ…

ପ୍ୟାରିସ ଅଲିମ୍ପିକ୍ସରେ ରୋପ୍ୟ ଜିତିଲେ ସୁନା ପୁଅ ନୀରଜ

ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ଜିତିଲେ ନୀରଜ । ଅନ୍ୟପଟେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ପାକିସ୍ତାନର ଏ. ନଦିମ ସ୍ବର୍ଣ୍ଣ ଜିତିଛନ୍ତି । ନାଦିମ ୯୨.୯୭ ମିଟର…

ଭାରତୀୟ ହକିର ମହାନ ଗୋଲକିପର ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶ ଝୁମି ଉଠିଛି । ଗୋଲକିପର ପିଆର ଶ୍ରୀଜେଶଙ୍କୁ ଏହି ବିଜୟର ମୂଖ୍ୟ ସୂତ୍ରଧର ଭାବେ ବିବେଚନା କରାଯାଉଛି । ଆଗକୁ ଆମେ ଆଉ ଶ୍ରୀଜେଶଙ୍କୁ ଆନ୍ତର୍ଜାତୀୟ ମୁକାବିଲାରେ ଦେଖିପାରିନି । ସଫଳତାର ସହ ସେ…