Latest Odisha News

BREAKING NEWS

Browsing Category

ଖେଳ

ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ

ପ୍ୟାରିସ: ଅଗଷ୍ଟ ୬, ମଙ୍ଗଳବାର ଦିନ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ସେମିଫାଇନାଲ ମୁକାବିଲା ଖେଳୁଥିବା ଭିନେଶ ପ୍ୟାରିସରେ କ୍ୟୁବାର ଲୋପେଜ୍ ଗୁଜମ୍ୟାନ୍ ଙ୍କୁ ପରାସ୍ତ କରି ପଦକ ସୁନିଶ୍ଚିତ କରିଛନ୍ତି। କ୍ୟୁବା…

ଉଦ୍‌ଘାଟିତ ହେଲା ଜାତୀୟ ଜୁନିୟର ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ…

ବାଂଲାଦେଶରେ ଟି୨୦ ମହିଳା ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ

ଢ଼ାକା: ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସା ପରେ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ଦେଶ ଛାଡି ପଳାଇ ଯାଇଛନ୍ତି । ସୂଚନାଯୋଗ୍ୟ, ବାଂଲାଦେଶରେ ଚଳିତ ବର୍ଷ ମହିଳା ଟି୨୦ ବିଶ୍ୱକପ ଆୟୋଜନ ହେବାରେ ଅଛି । ୩ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ବର୍ତମାନ ଆନ୍ତର୍ଜାତୀୟ କ୍ରିକେଟ…

ପ୍ରକାଶ ପାଦୁକୋନଙ୍କୁ ସମାଲୋଚନା କଲେ ଅଶ୍ୱୀନ ପୋନପ୍ପା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଅଳ୍ପକେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଥିଲେ । ସେମିରେ ଅଶ୍ୱୀନ ପ୍ରଥମ ଗେମରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବାକି ୨ଟି ଗେମ ହାତଛଡା କରିଥିଲେ । ଦ୍ୱିତୀୟ ଗେମ ଅବସରରେ ତାଙ୍କ ହାତ ଆଘାତପ୍ରାପ୍ତ…

ମହିଳା ରେସଲିଂ ସେମିରେ ଭିନେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପକ୍ସରେ ଭାରତର ସିନିୟର ରେସଲର ଭିନେଶ ଫୋଗଟ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ ଇଂଭେଟର କ୍ୱାର୍ଟର ଫାଇନାଲରେ ସେ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ୟୁକ୍ରେନର ଓକସାନା ଲିଭାଚଙ୍କୁ ୭-୫ରେ…

କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଛିଡା ହୋଇ ପାରୁ ନ ଥିବା ଭିଡିଓ ଭାଇରାଲ

ମୁମ୍ବାଇ: ଭାରତର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିିଡିଓରେ କାମ୍ବଲୀ ଛିଡା ହୋଇ ପାରୁ ନ ଥିବାରୁ ୨ ଜଣ ବ୍ୟକ୍ତି ତାଙ୍କୁ ସହଯୋଗ କରୁଛନ୍ତି । ଏହି ଭିଡିଓ କିମ୍ବା ଖବରର ସତ୍ୟତା ସମ୍ପର୍କରେ ଓଡିଶା ସମ୍ବାଦ…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍…

ରୋହିତଙ୍କ କଭର ଡ୍ରାଇଭ ଓ ପୁଲ ସଟ୍ ପଛରେ କେଉଁ ଖାଦ୍ୟ?

ମୁମ୍ବାଇ: ଆମେ ସମସ୍ତେ ରୋହିତ ଶର୍ମାଙ୍କୁ ତାଙ୍କର କଭର ଡ୍ରାଇଭ୍ ଏବଂ ଶକ୍ତିଶାଳୀ ପୁଲ୍ ସଟ୍ ପାଇଁ ଜାଣୁ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ କ୍ରିକେଟର ଏହି ଅଧିନାୟକଙ୍କୁ କ'ଣ ଖାଇବାକୁ ଭଲ ଲାଗେ ? ରୋହିତଙ୍କ ଭଳି ଜଣେ ମୁମ୍ବାଇବାସୀ ବଡ଼ାପାଓ ପ୍ରତି ଆଗ୍ରହ ରହିଥିବ ବୋଲି ସାଧାରଣରେ…

ଉତ୍ତର କୋରିଆ ରେସଲର ଉଦ୍ଦେଶ୍ୟମୂଳକ ଭାବେ ନିଶାଙ୍କୁ ଆହତ କରିଛନ୍ତି: କୋଚ ବୀରେନ୍ଦ୍ର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ୬୮ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଘାତସମସ୍ୟା ଯୋଗୁ ପରାଜିତ ହୋଇଛନ୍ତି । ମଙ୍ଗଳବାର ଜାତୀୟ କୋଚ ବୀରେନ୍ଦ୍ର ଦାହିୟା ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ନିଶାଙ୍କୁ ବିଜୟୀ ହେବାରେ ରୋକିବା ପାଇଁ ତାଙ୍କୁ…

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା ।ଆଜିଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ ହେବାକୁ ଯାଉଛି ।…