Latest Odisha News

BREAKING NEWS

Browsing Category

ଖେଳ

ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନ ପାଇବାର ଆଶା ଧୂଳିସାତ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପ୍ଲେଅଫ୍ ଦୌଡ଼ରୁ ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବାଦ୍ ପଡ଼ିଥିବା ବେଳେ ଚଳିତ ସିଜିନରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଥିବା ପ୍ରଥମ ଦଳ ହୋଇଛି ଏମଆଇ। ସମସ୍ତ ଉଦ୍ୟମ ସତ୍ତ୍ୱେ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇନଥିବାରୁ କ୍ରମାଗତ ପରାଜୟ ଫଳରେ…

ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ

ହାଇଦ୍ରାବାଦ:ଚଳିତ ଆଇପିଏଲରେ ପୂନର୍ବାରେ ଟ୍ରେଭିସ ହେଡ ଓ ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଥମେ ବ୍ୟାଟିଂ କରି ୧୬୫ ରନ କରିଥିଲା । ହେଡ ଓ ଅଭିଷେକ ୯.୪ ଓଭରରେ ୧୬୬ ରନ ସଂଗ୍ରହ କରି…

ଓଡିଶା ଆସିବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା

ଭୁବନେଶ୍ୱର: ମେ ୧୨ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୭ତମ ନ୍ୟାଶନାଲ ଫେଡେରେଶନ କପ ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଅଂଶଗ୍ରହଣ କରିବେ । ୨୦୨୧ ପରେ ସେ ଘରୋଇ…

ଟି୨୦ ବିଶ୍ୱକପ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ରୋହିତ ଶର୍ମାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ମତରେ କ୍ରମାଗତ କ୍ରିକେଟ ଖେଳି ରୋହିତ କ୍ଲାନ୍ତ ହୋଇ ପଡିଛନ୍ତି । ବିଶ୍ୱକପ ଆସନ୍ତା ମାସରେ ହେବାକୁ ଥିବାରୁ ଟିମ ଇଣ୍ଡିଆର ଅଧିନାୟକ…

ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ସିନିୟର ଅଲରାଉଣ୍ଡର ଶକିବ ଉଲ ହାସନ ପ୍ରଦର୍ଶନ ତୁଳନାରେ ବିବାଦୀୟ ଘଟଣା ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଜଣେ ଗ୍ରାଉଣ୍ଡସମ୍ୟାନ ଉପରେ ହାତ ଉଠାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓରେ ଶାକିବ ପଡିଆରେ ଷ୍ଟାଫଙ୍କ ସହ ଛିଡା ହୋଇଥିଲେ…

ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ

ଚେନ୍ନାଇ: ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ମହେନ୍ଦ୍ର ସିଂ ଧୋନୀ ଖେଳିବା ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରାଯାଉଛି । ଏପରିକି ଏଥିନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଧୋନୀ ମାଂସପେଶୀ ଜନିତ ଆଘାତ ସମସ୍ୟାରେ ପଡିଛନ୍ତି । ସେ ମ୍ୟାଚ ପୂର୍ବରୁ ଔଷଧ ଖାଇ ବ୍ୟାଟିଂ…

ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ

ଚେନ୍ନାଇ: ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ବ୍ୟାଟିଂ କରୁଛନ୍ତି । ଏହା ଚେନ୍ନାଇ ସୁପର କିଙ୍ଗସର ରଣନୀତି ନାଁ ଧୋନୀ ସମ୍ପୂର୍ଣ୍ଣ ଫିଟ ନ ଥିବା ଯୋଗୁ ଏ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଖରାପ ସ୍ଥିତିରେ ଦଳ ରହିଥିଲେ ମଧ୍ୟ ଧୋନୀ ୮ମ,…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କୃତ୍ରିମ ପିଚ୍ ?

ଭୁବନେଶ୍ବର : ପିଚ୍ ତ ପିଚ୍। ସେଥିରେ ପୁଣି କୃତ୍ରିମ ପିଚ୍ କଣ? ଆଇପିଏଲର ୨୦୨୪ ସଂସ୍କରଣ ପରେ ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ଆଉ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କିନ୍ତୁ ଏହାରି ଭିତରେ ନ୍ୟୁୟର୍କରେ ଯେଉଁ ପିଚ୍ ପ୍ରସ୍ତୁତ କରାଯାଇଛି,…

ଟି୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ । ତେବେ ଏହା ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆକ୍ରମଣ ଧମକ ଦେଇଛି । ରିପୋର୍ଟ ମୁତାବକ ଆଇଏସ ଖୁରାସନ ୱେଷ୍ଟଇଣ୍ଡିଜକୁ ଏହି ଧମକ ଦେଇଛି । କ୍ରିକେଟ ୱେଷ୍ଟଇଣ୍ଡିଜ କିନ୍ତୁ ଏଥିରେ ବିଚଳିତ…

ଆଇସିସି ମହିଳା ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ବର୍ଷ ହେବାକୁ ଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ଅକ୍ଟୋବର ୩ରୁ ୨୦ ପର୍ଯ୍ୟନ୍ତ ଖେଳାଯିବ । ଏହି ମେଗା ଟୁର୍ଣ୍ଣାମେଂଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ୧୦ଟି ଟିମକୁ ୨ଟି…