Latest Odisha News

BREAKING NEWS

Browsing Category

ଖେଳ

ଅଲିମ୍ପିିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ ମନୁ

ପ୍ୟାରିସ: ଷ୍ଟାର ମହିଳା ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ଅଧିକାରୀଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମନୁୂ ୨ଟି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବନ୍ୱିତ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଓ…

ପୁରୁଷ ୧୦୦ ମିଟର ରେସ ଜିିତିଲେ ଆମେରିକାର ଲାୟଲ୍ସ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଆମେରିକାର ଆଥଲେଟ ନୋଆ ଲାୟଲ୍ସ ପୁରୁଷ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଲାୟଲ୍ସ ଜାମାଇକାର କିଶାନ ଥମ୍ପସନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଆମେରିକାର ଫ୍ରେଡ କର୍ଲି ବ୍ରୋଞ୍ଜ ପଦକ ଜିତିଛନ୍ତି । ଟୋକିଓ…

ଭାନ୍ଦେରସେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ, ୩୨ ରନରେ ଜିତିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନକିଆ କ୍ରିକେଟ ମ୍ୟାଚରେ ଜେଫରୀ ଭାନ୍ଦେରସେଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ୩୨ ରନରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଦିନିକିଆ ଟାଇ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟ ହାସଲ କରି ଭାରତକୁ ଚାପରେ ପକାଇଛି । ସିରିଜ ଡ୍ର…

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଗୋଲ୍ଡେନ ସ୍ଲାମ ସମ୍ପୂର୍ଣ୍ଣ କଲେ ଜୋକୋଭିଚ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ସର୍ବିୟାର ନୋଭାକ ଜୋକୋଭିଚ ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିିତିବା ସହ ଗୋଲ୍ଡେନ ସ୍ଳାମ ସମ୍ପୂର୍ଣ୍ଣ କରିଛନ୍ତି । ୫ମ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସେ ସ୍ପେନର କାର୍ଲୋସ…

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜାତୀୟ ଜୁନିୟର, ସବଜୁନିୟର ସନ୍ତରଣ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଜୁନିୟର ଓ ସବ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏଠାରେ ଥିବା ଆନ୍ତର୍ଜାତୀୟ ସ୍ତରର ଆକ୍ୱାଟିକ ସେଂଟରରେ ଅଗଷ୍ଟ ୬ରୁ ୧୧ ପର୍ଯ୍ୟନ୍ତ ଏହି ସନ୍ତରଣ ଚାମ୍ପିୟନଶିପ ଆୟୋଜିତ ହେବ । ଭାରତୀୟ ସନ୍ତରଣ ଫେଡେରେଶନ ଅନୁମୋଦିତ ଓଡିଶା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ୫୪୪ କୋଟି ବିଜେଟ ଚୂଡାନ୍ତ

କଲମ୍ବୋ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ୫୪୪ କୋଟିର ବଜେଟ ଚୂଡାନ୍ତ କରାଯାଇଛି ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । କଲମ୍ବୋରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବଜେଟରେ ପାକିସ୍ତାନ ବାହାରେ କିଛି ମ୍ୟାଚ ଆୟୋଜନ କରିବା ନେଇ ଖର୍ଚ୍ଚ ମଧ୍ୟ ସାମିଲ…

ହକି ସେମିରେ ଭାରତ, ବ୍ରୋଞ୍ଜ ପଦକ ପାଇଁ ସଂଘର୍ଷ କରିବେ ଲକ୍ଷ୍ୟ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୨ଟି ପଦକର ନିକଟତର ହୋଇଛି । ପୁରୁଷ ହକି ସେମିଫାଇନାଲରେ ଟିମ ଇଣ୍ଡିଆ ଏକ ରୋମାଂଚକ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ଶୁଟଆଉଟରେ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅମୀତ ରୋହିଦାସ…

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪: ପୁରୁଷ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ୍ୟ ସେନ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ସିଙ୍ଗଲ୍ସରେ ସେମି ଫାଇନାଲରେ ପରାଜିତ ହେଲେ ଲକ୍ଷ୍ୟ ସେନ। ସୂଚନା ଅନୁଯାୟୀ, ଡେନମାର୍କ ପ୍ରତିଦ୍ବିନ୍ଦୀ ଭିକ୍ଟର ଆକ୍ସେଲସେନଙ୍କ ଠାରୁ ୨୦-୨୨, ୨୧-୧୪ରେ ହାରିଯାଇଛନ୍ତି ଲକ୍ଷ୍ୟ। ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ୍ୟ। ଏହି…

ଲିଙ୍ଗ ବିବାଦରେ ଆଥଲେଟ୍

ପ୍ୟାରିସ: ପୁଣି କ୍ରୀଡା ଜଗତରେ ଲିଙ୍ଗ ବିବାଦ । ପ୍ୟାରିସ ଅଲିମ୍ପିକ୍ସର ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଛି ଲିଙ୍ଗଗତ ବିବାଦ । ମହିଳା ୬୬ କିଲୋଗ୍ରାମ ଶ୍ରେଣୀରେ ଇଟାଲୀର ଏଞ୍ଜେଲା କରିନୀ ଓ ଆଲଜେରିଆର ଇମାନ ଖଲିଫଙ୍କ ମଧ୍ୟରେ ମୁକାବିଲା ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା । ଆଲଜେରିଆ…

ବିବାଦ ସତ୍ୱେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ଇମାନେ ଖେଲୀଫେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସର ମହିଳା ବକ୍ସିଂରେ ଆଲଜେରିଆର ଇମାନେ ଖେଲୀଫେଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ୬୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହ ସେ ନିଜ ଦେଶ ପକ୍ଷରୁ ୭ମ ଖେଳାଳି ଭାବେ…